Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ରେକର୍ଡ ଅପେକ୍ଷାରେ କୋହଲି, ସାମି

କାନବେରା: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଏଠାରେ ଖେଳାଯିବ । ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସମ୍ମାନ ରକ୍ଷା କରିବା ପାଇଁ ଚାହିଁବ । ତେବେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି…

ଭାରତରେ ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ଋଷ ଭ୍ୟାକସିନ୍ ସ୍ପୁଟନିକ୍-୫ର କ୍ଲିନିକାଲ ଟ୍ରାଏଲ ଭାରତରେ ଆରମ୍ଭ ହୋଇଛି । ଡକ୍ଟର ରେଡ୍ଡିଜ୍ ଲାବରୋଟୋରିଜ୍ ଲିମିଟେଡ ଓ ଆରଡିଆଇଏଫ୍ ଏନେଇ ଘୋଷଣା କରିଛନ୍ତି । ସେଣ୍ଟ୍ରାଲ ଫାର୍ମାସ୍ୟୁଟିକାଲ ଲାବ୍ରୋଟାରୀରୁ ଜରୁରୀ ଅନୁମତି ପାଇବା ପରେ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିବା…

ଆରମ୍ଭ ହେଲା କୋଣାର୍କ ମହୋତ୍ସବ; ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ ଭାରତନାଟ୍ୟମରେ ଶିବ ଆରାଧନା

କୋଣାର୍କ: ଓଡ଼ିଶା ପର୍ଯ୍ୟଟନ ବିଭାଗ ନିବେଦିତ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ କୋଣାର୍କ ଉତ୍ସବ ୨୦୨୦ ଉଦ୍‍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଜିଟାଲ ମୋଡ୍‍ରେ ଶୁଭ ଉଦ୍‍ଘାଟନ କରି କୋଣାର୍କ ଉତ୍ସବର ସଫଳତା କାମନା…

ସୋଆରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ 

ଭୁବନେଶ୍ୱର: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ ନିମନ୍ତେ ନ୍ୟାସ୍‌ନାଲ୍ ସର୍ଭିସ ସ୍କିମ୍ (ଏନ୍‌ଏସ୍‌ଏସ୍‌)ର କଂଟିଜେଂଟ ଚୟନ ନିମନ୍ତେ ଆୟୋଜିତ ୧୦ ଦିନିଆ ପୂର୍ବାଂଚଳ ପ୍ରି ରିପବ୍ଲିକ୍ ଡେ କ୍ୟାମ୍ପ ଉଦ୍‌ଯାପିତ ହୋଇଯାଇଛି । ନଭେମ୍ବର ୨୨ ତାରିଖରୁ ଶିକ୍ଷା…

ଇର୍ଫାନ୍‌ଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ଏହି ତଥ୍ୟ

ମୁମ୍ବାଇ: ଅଭିନେତାଙ୍କୁ ବାଦ୍ ଦେଲେ ଫିଲ୍ମର କାହାଣୀ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିବା କାଠିକର ପାଠ । ତେବେ ୨୦୧୨ରେ ନିର୍ଦ୍ଦେଶକ ସୁଜୋୟ ଘୋଷ ଫିଲ୍ମ କାହାନୀ ଜରିଆରେ ଦର୍ଶକଙ୍କୁ ସିନେମା ହଲ ସିଟ୍‌ରେ ବସାଇ ରଖିବାକୁ ସକ୍ଷମ ହୋଇଥିଲେ । ଏହି ଫିଲ୍ମର ସିକ୍ୱେଲ୍ ପାର୍ଟ କିନ୍ତୁ ଏତେଟା ସଫଳ…

ଓଡ଼ିଶାରୁ ସୁସ୍ଥ ହେଲେ ୬୬୯ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୬୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1333757734416642048?s=19…

ଆଲୋଚନାରୁ ବାହାରିପାରିଲାନି ନିଷ୍କର୍ସ: ଜାରି ରହିବ ଆନ୍ଦୋଳନ, ୩ ତାରିଖରେ ପୁଣି ବୈଠକ

ନୂଆଦିଲ୍ଲୀ: ବିଜ୍ଞାନ ଭବନରେ ସରକାର ଓ କୃଷକଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ୩ ଘଣ୍ଟାରୁ ଅଧିକ ସମୟ ଧରି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ୩୫ଟି କୃଷକ ସଂଗଠନର ନେତାଙ୍କ ସହ ବୈଠକ ହୋଇଥିଲା । ବୈଠକ ପରେ କୃଷି ମନ୍ତ୍ରୀ କହିଛନ୍ତି, ସରକାର…

ଆସନ୍ତୁ ଜାଣିବା ରିଲ ଲାଇଫରେ ବାପା, ପୁଅ ସହ ପ୍ରେମ କରିଥିବା ହିରୋଇନଙ୍କ ବିଷୟରେ..

ମୁମ୍ବାଇ: ବଲିଉଡ ଓ ରିଲ ଲାଇଫରେ ସବୁ କିଛି ସମ୍ଭବ । କାରଣ ଏଠାରେ ଗ୍ଲାମର ଓ ଅଭନିୟ ବିକ୍ରି ହୁଏ । ଆସନ୍ତୁ ଜାଣିବା ବଲିଉଡର ଏ ଭଳି କେତେକ ହିରୋଇନଙ୍କ ବିଷୟରେ ଯେଉଁମାନେ ହିରୋ ହୋଇଥିବା ବାପା ଏବଂ ତାଙ୍କ ପୁଅଙ୍କ ସହ ମଧ୍ୟ ରୋମାନ୍ସ କରିଛନ୍ତି । ଡିମ୍ପଲ କାପାଡିଆ: ଡିମ୍ପଲ କାପାଡିଆ ଓ…

କରୋନା ସଂକ୍ରମଣରୁ ସୁସ୍ଥ ହେଲେ ୯୭ ବର୍ଷୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି

ଭୁବନେଶ୍ୱର: କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ୯୭ ବର୍ଷୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ନଟବର ଦାଶ। କଟକ ଜିଲ୍ଲା କିଶୋର ନଗର ଅଂଚଳର ନଟବର କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ତାଙ୍କର ଶ୍ୱାସ…

ଦେଶର ସବୁ ନାଗରିକଙ୍କୁ ମିଳିବ ନାହିଁ କରୋନା ଟିକା: ସରକାର କହିଲେ ଆବଶ୍ୟକ ପଡ଼ିବନି

ନୂଆଦିଲ୍ଲୀ: କେବେ ଆସିବ କରୋନା ଟିକା ? କାହାକୁ ମିଳିବ ଭ୍ୟାକସିନ୍ ? ଟିକା ଖବରକୁ ନେଇ ସମସ୍ତଙ୍କ ମନରେ ରହିଛି ଉତ୍ସୁକତା । ଆପଣ ଭାବୁଛନ୍ତି କି, ଟିକା ଆସିବା ପରେ ଆପଣଙ୍କୁ ଦିଆଯିବ । ତାହାଲେ ଆପଣ ଭୁଲ ଭାବୁଛନ୍ତି । କାରଣ ଟିକାକୁ ନେଇ ବଡ଼ ଖବର ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର…