ବୋମା ବିସ୍ଫୋରଣରେ ବାଇକ ଚାଳକ ମୃତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲିକୋଟ ନିକଟ ନିର୍ମଲଝର ଅଞ୍ଚଳରେ ମଙ୍ଗଳବାର ଦିନ ବିସ୍ଫୋରଣ ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ଗୋଟିଏ ମୋଟର ସାଇକେଲରେ ଦୁଇ ଜଣ ବ୍ୟକ୍ତି ଯାଉଥିବା ବେଳେ ନିର୍ମଳଝର ଛକ ନିକଟରେ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ସେମାନେ ରାସ୍ତାରେ…