Latest Odisha News

BREAKING NEWS

କମୁଛି କରୋନା ମୃତ୍ୟୁସଂଖ୍ୟା: ରାଜ୍ୟରୁ ଆଖି ବୁଜିଲେ ୫ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବି କମୁଛି । ଗତ ୨୪ ଘଣ୍ଟାରେ ୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ । ସେହିପରି…

କୃଷି ଆଇନ ଉପରେ କଂଗ୍ରେସର ଅନଲାଇନ୍ ଅଭିଯାନ, ରାହୁଲ କହିଲେ ମୋଦୀ ସରକାର ଚାଷୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି

ନୂଆଦିଲ୍ଲୀ: ପଞ୍ଜାବର କୃଷକଙ୍କ ଦ୍ୱାରା କୃଷି ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରାଜଧାନୀ ଦିଲ୍ଲୀ ସୀମାରେ କୃଷକଙ୍କ ସମାବେଶ ହୋଇଛି। କୃଷକ ସଂଗଠନ ବ୍ୟତୀତ ରାଜନୈତିକ ଦଳମାନେ ବର୍ତ୍ତମାନ ଏହି ପ୍ରସଙ୍ଗକୁ ଦଖଲ ଦେବା ଆରମ୍ଭ କରିଦେଇଛନ୍ତି। କୃଷି ଆଇନ ପ୍ରସଙ୍ଗରେ କଂଗ୍ରେସ ଏକ…

ରାଜ୍ୟବାସୀଙ୍କୁ ଭଲ ଖବର: ୫୦୦ ତଳକୁ ଖସିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଟ୍ରେଣ୍ଡ । ଦୀର୍ଘ ମାସ ପରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୧୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୪୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୭୭ଟି ।…

କିମ୍ବଦନ୍ତୀ ଫୁଟବଲ ଖେଳାଳି ମାରାଡୋନାଙ୍କ ମୃତ୍ୟୁକୁ ନେଇ ଉଠୁଛି ପ୍ରଶ୍ନ, ଚିକିତ୍ସାରେ ଅବହେଳାକୁ ନେଇ ସମ୍ପୃକ୍ତ…

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ପ୍ରଖ୍ୟାତ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ଡାକ୍ତର ଲିଓପୋଲଡୋ ଲୁକଙ୍କ କ୍ଲିନିକ ଏବଂ ଘରେ ପୋଲିସ ଚଢାଉ କରିଛି। ଆର୍ଜେଣ୍ଟିନା ଗଣମାଧ୍ୟମ ଏହା ନିଶ୍ଚିତ କରିଛନ୍ତି। ମାରାଡୋନାଙ୍କ ଚିକିତ୍ସା ସମୟରେ କୌଣସି ଅବହେଳା ହୋଇଛି କି ନାହିଁ ତାହା ପୋଲିସ ଅନୁସନ୍ଧାନ…

ଅଷ୍ଟ୍ରେଲିଆକୁ ଝଟକା: ଭାରତ ବିପକ୍ଷ ଓ୍ୱାନ ଡେ ଓ ଟି-ଟ୍ୱେଣ୍ଟି ଖେଳିବେନି ଏହି କ୍ରିକେଟର

ସିଡନୀ: ଭାରତ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଥିବା ଅଷ୍ଟ୍ରେଲିଆକୁ ଝଟକା । ଦିନିକିଆ ଓ ଟି-ଟ୍ୱେଣ୍ଟି ଖେଳିବେନି ଧୂରନ୍ଧର ଓପନର ଡେଭିଡ୍ ଓ୍ୱାର୍ଣ୍ଣର । ଆହତ କାରଣରୁ ସେ ଦଳରୁ ବାଦ ପଡ଼ିଛନ୍ତି । ଆସନ୍ତା ୨ ତାରିଖରେ କାନବେରାରେ ଶେଷ ଦିନିକିଆ ସହ ଆସନ୍ତା ୪ ତାରିଖରୁ ଆରମ୍ଭ…

ଭାରତ-ବାଂଲାଦେଶ ପାଇଁ ବଢିଲା ଅଡୁଆ; ବ୍ରହ୍ମପୁତ୍ର ନଦୀରେ ବିଶାଳ ବନ୍ଧ ନିର୍ମାଣ କରିବ ଚୀନ୍

ନୂଆଦିଲ୍ଲୀ: ଜଳ ବିଦ୍ୟୁତ୍ ପ୍ରକଳ୍ପ ନାମରେ ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍ ଏକ ବିଶାଳ ବନ୍ଧ ନିର୍ମାଣ କରିବାକୁ ଯାଉଛି। ଚୀନ୍‌ର ସରକାରୀ ଗଣମାଧ୍ୟମ ଏହି ଡ୍ୟାମ ନିର୍ମାଣ ଦାୟିତ୍ୱ ପାଇଥିବା ଏକ ଚାଇନାର କମ୍ପାନୀର ମୁଖ୍ୟଙ୍କ ଉଦ୍ଦେଶ୍ୟରେ କହିଛି ଯେ ତିବ୍ଦତର ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍…

ଖୋଲିବ ଆକାଶ ପାଠକଙ୍କ ଟାଟା ମୋଟର୍ସ ଠକେଇ ରହସ୍ୟ, ତଦନ୍ତ ପାଇଁ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଅ ଅଭିଯୋଗରେ ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଆସିଥିବା ଠକେଇର ଗୁମର । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇର ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ…

ଭାଙ୍ଗିଗଲା ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଗୋଡ଼; ଜାଣନ୍ତୁ କିପରି

ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ଗୋଡ଼ରେ ଫ୍ୟାକଚର୍। ତାଙ୍କ ଡାହାଣ ଗୋଡର ହାଡରେ ସାମାନ୍ୟ ଫାଟ ସୃଷ୍ଟି ହୋଇଛି। ତେବେ ସେ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ  ବିନା ସହାୟତାରେ ଚାଲି ପାରିବେ ନାହିଁ ବୋଲି ଡାକ୍ତର କହିଛନ୍ତି। ସୂଚନାନୁସାରେ, ଜୋ ବିଡେନ…

ରାତ୍ରୀ ଭୋଜନ ଯୋଗୁ ଅଧାରୁ ବନ୍ଦ ହୋଇଗଲା ବିଦ୍ୟା ବାଲାନ୍‌ଙ୍କ ସୁଟିଂ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ବର୍ତ୍ତମାନ ମଧ୍ୟପ୍ରଦେଶରେ ତାଙ୍କର ନୂଆ ଚଳଚ୍ଚିତ୍ର 'ଶେର୍‌ନୀ'ର ସୁଟିଂ କରୁଛନ୍ତି। ସେ ଗତ କିଛି ସପ୍ତାହ ଧରି ଏଠାରେ ଥିବା ଜଙ୍ଗଲରେ ଫିଲ୍ମର ଦୃଶ୍ୟ ସୁଟିଂ କରୁଥିଲେ। କିନ୍ତୁ ହଠାତ୍ ତାଙ୍କ ସୁଟିଂ ବନ୍ଦ ହୋଇଯାଇଛି। ସୁଟିଂ ବନ୍ଦ କରିବାର…

ବଙ୍ଗୋପସାଗରରେ ଅବପାତ, ନେଇପାରେ ସାଇକ୍ଲୋନିକ ଷ୍ଟର୍ମ ରୂପ

ଭୁବନେଶ୍ୱର: ଡିପ୍ରେସନ୍ ପରେ ଡିପ୍ରେସନ୍ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଇଛି ଅବପାତର ରୂପ । ଆଗକୁ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ଡିପ ଡିପ୍ରିସେନରେ ପରିଣର ହେବ । ଏହି ମଡେଲ୍ ପଶ୍ଟିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତା…