Latest Odisha News

BREAKING NEWS

ଆମେରିକା: ବାଇଡେନ୍‌ଙ୍କ ଦଳରେ ସାମିଲ୍‌ ହୋଇପାରନ୍ତି ଆଉ ଜଣେ ଭାରତୀୟ-ଆମେରିକୀୟ ନୀରା ଟଣ୍ଡନ!

ୱାଶିଂଟନ୍: ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ଦଳରେ ଆଉ ଜଣେ ଭାରତୀୟ-ଆମେରିକୀୟଙ୍କୁ ସାମିଲ୍‌ କରାଇପାରନ୍ତି। ଭାରତୀୟ-ଆମେରିକୀୟ ନୀରା ଟଣ୍ଡନଙ୍କୁ ହ୍ୱାଇଟ୍‌ ହାଉସର ଶୀର୍ଷ କାର୍ଯ୍ୟାଳୟର 'ପରିଚାଳନା ଏବଂ ବଜେଟ କାର୍ଯ୍ୟାଳୟ'ର ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

ଆସନ୍ତୁ ଜାଣିବା କିଏ କହିଲେ କୋହଲିଙ୍କ ରଣକୌଶଳ ବୁଝିପାରୁନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକ ଦକ୍ଷତା ଓ ରଣକୌଶଳ ନେଇ ପ୍ରଶ୍ନ ଉଠାଇଛନ୍ତି । ମୋ ମତରେ ଖରାପ କ୍ୟାପଟେନଶିପ ଯୋଗୁ ଆମେ ହାରିଲୁ । ଯଶପ୍ରୀତ ବୁମରାଙ୍କ ଭଳି ବୋଲରଙ୍କୁ ପ୍ରଥମରୁ ମାତ୍ର ୨ ଓଭର…

କେବେ ନିର୍ମିତ ହୋଇନି, ହେଲେ ଫିଲ୍ମର ପୋଷ୍ଟର ସେୟାର କଲେ ଅମିତାଭ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ମହାନ ଅଭିନେତା ତଥା ବ୍ୟକ୍ତିତ୍ୱ । ଏହି ଉକ୍ତିକୁ ଭବିଷ୍ୟତରେ କେବେ ବି ଅଣଦେଖା କରାଯାଇପାରେନା । କ୍ୟାରିୟର ଆରମ୍ଭରୁ ସେ ସଫଳତାର ସହ ଆଗେଇ ଚାଲିଛନ୍ତି । ହେଲେ ଆଜି ଅତୀତରେ ଅନ୍ୟ କାହାର ବିଫଳତାକୁ ସେ ଏକ ଫଟୋ…

ଜଳ ଅଭାବ ହେତୁ ବିଶ୍ୱ‌ବ୍ୟାପୀ ୩ ​​ବିଲିୟନରୁ ଅଧିକ ଲୋକ ପ୍ରଭାବିତ; ୟୁଏନ୍‌ ରିପୋର୍ଟ

ନୂଆଦିଲ୍ଲୀ: ଜଳ ଅଭାବ ବର୍ତ୍ତମାନ ବିଶ୍ୱ‌ବ୍ୟାପୀ ୩ ​​ବିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି ଏବଂ ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଆଯାଉଥିବା ମଧୁର ଜଳର ପରିମାଣ ୨୦ ପ୍ରତିଶତ ହ୍ରାସ ପାଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ପ୍ରକାଶିତ…

କରୋନା ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟରତ ୩ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: କୋଭିଡ-୧୯ ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି ଦଳ ସହିତ ଆଜି ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଏହି ଦଳଗୁଡ଼ିକ ମଧ୍ୟରେ ରହିଛି ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ହାଇଦ୍ରାବାଦର ବାୟୋଲୋଜିକାଲ ଇ ଲିମିଟେଡ ଏବଂ ଡ. ରେଡ୍ଡୀଜ୍…

ଅଡୁଆରେ ଅକ୍ଷୟ, ଫିଲ୍ମ ବେଲ୍ ବଟମ୍ କ୍ରିଉ ବିରୋଧରେ ଦୁଷ୍କର୍ମ ଅଭିଯୋଗ !

ମୁମ୍ବାଇ: କରୋନା ମହାମାରୀକୁ ଖାତିର ନକରି ଅଭିନେତା ଅକ୍ଷୟ ସ୍କଟଲ୍ୟାଣ୍ଡରେ ପହଂଚିଥିଲେ ଖାସ ଫିଲ୍ମ ବେଲ୍ ବଟମର ସୁଟିଂ ପାଇଁ । ହେଲେ ଏବେ ସେହି ବେଲ୍ ବଟମ୍ ଫିଲ୍ମ ପାଇଁ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମର କାଷ୍ଟିଂ ଡାଇରେକ୍ଟରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ।…

ଅଷ୍ଟ୍ରେଲିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ; ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ ବିଭାଗ

ଅଷ୍ଟ୍ରେଲିଆ: ଭାରତରେ ଥଣ୍ଡାଋତୁ ଆରମ୍ଭ ହୋଇସାରିଛି। ଉତ୍ତର ଭାରତର ଅନେକ ସହରରେ ମଧ୍ୟ ପାରଦ ଖସିବାର ରେକର୍ଡ ଭାଙ୍ଗିଛି। ବାସ୍ତବରେ, ଏହି ସମୟରେ ଅଷ୍ଟ୍ରେଲିଆବାସୀ ପ୍ରବଳ ଉତ୍ତାପର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଉତ୍ତାପ ଯୋଗୁଁ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଛି, ଯାହା…

ତାମିଲ ଫିଲ୍ମ ପ୍ରେମରେ ଜାହ୍ନବୀ କାପୁର, ଯିବେ ପଂଜାବ !

ମୁମ୍ବାଇ: ଜାନୁଆରୀ ମାସରେ ପଂଜାବରେ ଡେରା ପକାଇବେ ସ୍ୱର୍ଗତ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର । ଏଥିପାଇଁ କାରଣ ସାଜିଛନ୍ତି ଫିଲ୍ମ ନିର୍ମାତା ଆନନ୍ଦ ଏଲ୍ ରୟ । ଖୁବଶୀଘ୍ର ଆନନ୍ଦ ଏକ ତାମିଲ ସୁପରହିଟ୍ ଫିଲ୍ମର ହିନ୍ଦୀ ରିମେକ୍ ଭର୍ସନ ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଥିରେ…

ପରଦାକୁ ଆସିଲା ସୁରେଶ ରାଉତରାୟଙ୍କ ମ୍ୟୁଜିକ ଭିଡିଓ “ରଙ୍ଗବତୀ”

ଭୁବନେଶ୍ୱର: ଚର୍ଚ୍ଚା ହେଉଥିଲା ରାପର୍ ପାଲଟିଥିଲେ କଂଗ୍ରେସ ନେତା ସୁରେଶ ରାଉତରାୟ । ହେଲେ ଖାଲି ରାପିଂ ନୁହଁ ବରଂ ନେତାରୁ ଅଭିନେତା ସାଜିଛନ୍ତି ସୁରେଶ ରାଉତରାୟ । ନିକଟରେ ତାଙ୍କ ମ୍ୟୁଜିକ ଭିଡିଓ ରଙ୍ଗବତୀ ଦର୍ଶକଙ୍କ ସାମ୍ନାକୁ ଆସିଛି । ଏଥିରେ ସୁରେଶ ରାଉତରାୟଙ୍କ ସମେତ କଣ୍ଠଶିଳ୍ପୀ…

ଆମାଜାନ୍‌ରେ କିଏ ବିକୁଛି ନିର୍ମାଲ୍ୟ ମହାପ୍ରସାଦ ?

ପୁରୀ: ବ୍ୟବସାୟ ଆଗରେ ଫିକା ପଡିଛି ଧାର୍ମିକ ମନୋଭାବନା । ଆମାଜନ୍ ଭଳି ବିଶ୍ୱସ୍ତରୀୟ ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ମିଳୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ମହାପ୍ରସାଦ । ପୁରୀ ଶ୍ରୀମନ୍ଦରର ଜଣେ ସେବାୟତ ଏ ନେଇ ଅଭିଯୋଗ ଆଣିବା ସାମ୍ନାକୁ ଆସିଥିଲା ଏପରି ଲଜ୍ଜାକର ତଥ୍ୟ ।…