Latest Odisha News

BREAKING NEWS

ଜଗତପୁରରେ ନକଲି ଘିଅ କମ୍ପାନି ଠାବ

କଟକ: ଜଗତପୁରର ଶିଳ୍ପାଞ୍ଚଳରେ ପୋଲିସ ପକ୍ଷରୁ ଏକ ନକଲି ଘିଅ କମ୍ପାନି ଠାବ କରାଯାଇଛି। ସୂଚନା ଅନୁଯାୟୀ ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ଘିଅ, ନାମୀଦାମୀ କମ୍ପାନିର ଲୋ‌ଗୋ ଓ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତେବେ ଏହି ମାମଲାରେ ଦୁଇଜଣଙ୍କୁ ଅଟକ ରଖାଯାଇଥିବା ନେଇ…

ଶେଷରେ ସକିଲାକୁ ମିଳିଲା ଗ୍ରୀନ୍ ସିଗନାଲ୍

ମୁମ୍ବାଇ: ଫିଲ୍ମ ସକିଲାକୁ ନେଇ ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତ୍ରୀ ରିଚା ଚଢା । ତେବେ ଖୁବଶୀଘ୍ର ଏହି ଚର୍ଚ୍ଚାର ଅନ୍ତ ଘଟିବାକୁ ଯାଉଛି । କାହିଁକି ନା ନିକଟରେ ଫିଲ୍ମ ସକିଲାର ରିଲିଜ୍ ଡେଟ୍ କନଫର୍ମ ହୋଇଛି । ଦେଶର ଅଧିକାଂଶ ସିନେମା ହର ଖୋଲିଥବାବେଳେ ଖ୍ରୀଷ୍ଟମାସ ଅବସରରେ ରିଲିଜ୍…

ସୟାନୀ ଗୁପ୍ତାଙ୍କ ଅଭିନୀତ ‘ସେମ୍‌ଲେସ୍‌’କୁ ୯୩ ତମ ‘ଓସ୍କାର ପୁରସ୍କାର’ ପାଇଁ ମିଳିଲା…

ନୂଆଦିଲ୍ଲୀ: ଅଭିନେତ୍ରୀ ସୟାନୀ ଗୁପ୍ତାଙ୍କ ଅଭିନୀତ 'ସେମ୍‌ଲେସ୍‌' ଭାରତରୁ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ୯୩ ତମ ଓସ୍କାର ପୁରସ୍କାର ପାଇଁ ଏଣ୍ଟ୍ରି ମିଳିଛି। ୯୩ ତମ ଓସ୍କାର ପୁରସ୍କାର ବିତରଣ ଉତ୍ସବ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବ। 'ସେମ୍‌ଲେସ୍‌' ହେଉଛି ୧୫ ମିନିଟର ବ୍ଲାକ୍‌…

ନାଇଜେରିଆ; ଆତଙ୍କୀ ହମ୍‌ଲାରେ ବଳି ପଡ଼ିଲେ ୧୧୦ ସାଧାରଣ ନାଗରିକ

ନୂଆଦିଲ୍ଲୀ: ନାଇଜେରିଆରେ ଏକ ବଡ଼ ଆତଙ୍କବାଦୀ ହମ୍‌ଲାରେ ଅତି କମରେ ୧୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ କୃଷକ ଏବଂ ମତ୍ସ୍ୟଜୀବୀ ଅନ୍ତର୍ଭୁକ୍ତ ଅଛନ୍ତି। ହତ୍ୟା କରିବା ପରେ ଆତଙ୍କବାଦୀମାନେ ଲୋକଙ୍କ ମୁଣ୍ଡ କାଟିଦେଇଥିଲେ। ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ବୋକୋ…

କରୋନା ସଂକ୍ରମଣରେ ବିଜେପି ବିଧାୟିକାଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନ ରାଜସମନ୍ଦର ବିଜେପି ବିଧାୟିକା କିରଣ ମାହେଶ୍ୱରୀ ରବିବାର ବିଳମ୍ବିତ ରାତିରେ ଗୁରୁଗାଓଁର ଏକ ଡାକ୍ତରଖାନାରେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ବେଳେ ସେ କରୋନାରେ ପିଡିତ ଥିଲେ। ସେ ତିନିଥର ବିଧାୟିକା ହୋଇଥିବା ବେଳେ ଗତ କିଛି…

ପୁଣି ଫେରିବ ପୁରୁଣା ଦିନ; ଦେଶର ପ୍ରତ୍ୟେକ ରେଳ ଷ୍ଟେସନରେ ମାଟି ପାତ୍ର‌ରେ ମିଳିବ ଚା’

ନୂଆଦିଲ୍ଲୀ: ରେଳ ଷ୍ଟେସନରେ ଖୁବ୍ ଶୀଘ୍ର ମାଟି କପ୍‌ରେ ମିଳିବ ଚା'। ରେଳମନ୍ତ୍ରୀ ପୀୟୁଷ ଗୋୟଲ ନିଜେ ଏହି ସୂଚନା ଦେଇଛନ୍ତି। ରେଳମନ୍ତ୍ରୀ କହିଛନ୍ତି ଯେ ପୁଣି ଫେରି ଆସିବ ପୁରୁଣା ଦିନ। ଆସନ୍ତା ସମୟରେ ଦେଶର ପ୍ରତ୍ୟେକ ରେଳ ଷ୍ଟେସନରେ ପ୍ଲାଷ୍ଟିକ୍‌ ମୁକ୍ତ କୁଲହରରେ ଚା' ଉପଲବ୍ଧ ହେବ।…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୨ ମୃତ, ୩ ଗୁରୁତର

ମୋହନା(ଗଜପତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକାଳେ ଚାଲିଗଲା ଦୁଇ ଜୀବନ । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଡ଼ମାଟୁଆ ଗାଁ ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା…

ପରୀ ପାଇଁ ନ୍ୟାୟ ଦାବି: ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ଭେଟିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ନୟାଗଡର ନାବାଳିକା ‘ପରୀ’କୁ ନ୍ୟାୟ ମାମଲା ଏବେ ଦିଲ୍ଲୀରେ ପହଞ୍ଚିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଆଜି ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କୁ ଭେଟି ଏସମ୍ପର୍କିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଦୁଇଟି ପ୍ରସଙ୍ଗ ଉଠାଇଛନ୍ତି । ଡକ୍ଟର…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୪.୯୬ ଲକ୍ଷ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦୁନିଆରେ କରୋନା ସଂକ୍ରମଣ ମାମଲା କେତେକ ଦେଶରେ ନିୟନ୍ତ୍ରଣରେ ଅଛି କିନ୍ତୁ ଅଧିକାଂଶ ଦେଶରେ ସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୪.୯୬ ଲକ୍ଷ ନୂଆ ମାମଲା ରୁଜୁ ହୋଇଛି। ସଂକ୍ରମଣରୁ ୩.୫୧ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହ ୭,୨୧୮ କରୋନା…

ପଶ୍ଚିମବଙ୍ଗ ନିର୍ବାଚନ: ଟିଏମସି-ବିଜେପି ମଧ୍ୟରେ ତୀବ୍ର ହେଉଛି ବାକ୍‌ ଯୁଦ୍ଧ

କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ଟିଏମସି ମଧ୍ୟରେ ଶବ୍ଦ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ କୈଲାଶ…