Latest Odisha News

BREAKING NEWS

ଦୁର୍ଘଟଣା ପରେ କଣ୍ଟେନରରେ ଲାଗିଲା ନିଆଁ

ଭଦ୍ରକ: ଭଦ୍ରକ ନୂଆ ବସଷ୍ଟାଣ୍ଟ ନିକଟରେ ଦୁର୍ଘଟଣା । ହୁ ହୁ ହୋଇ ଜଳିଗଲା ଗୋଟିଏ କଣ୍ଟେନର । ବୋଲେରୋକୁ ଧକ୍କା ଦେବା ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା । ଏହାର ଆଗ ଭାଗ ଜଳି ଯାଇଥିଲା । ଗତକାଲି ରାତିରେ ୧୬ ନମ୍ୱର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । କଣ୍ଟେନରଟି ମହାରାଷ୍ଟ୍ରରୁ…

ଜେଏସପିଏଲକୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡ – ୨୦୨୦

ଭୁବନେଶ୍ୱର: ବ୍ରାଣ୍ଡ ଇଣ୍ଡିଆ ପକ୍ଷରୁ ଅନଲାଇନରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡସ ୨୦୨୦ ରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ମୋଷ୍ଟ ଇନୋଭେଟିଭ୍ ପ୍ରୋଜେକ୍ଟ ଅଫ୍ ଦି ଇୟର ପୁରସ୍କାର ଜିତିଛି । ଜେଏସପିଏଲ ଏହାର ପ୍ରୋଜେକ୍ଟ ପାଇଁ 'ଆଶା- ଦ…

IFS ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଖିଅ ଖୋଜିବ ୨୦ ଜଣିଆ ଏସ୍ଆଇଟି

ଭୁବନେଶ୍ୱର: ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ମହଙ୍ଗା ପଡ଼ିଛି । ଭିଜିଲାନ୍ସ ଗିରଫ ପରେ ଜେଲ ଯାଇଛନ୍ତି । ଚାକିରିରୁ ସସପେଣ୍ଡ ହୋଇଛନ୍ତି । କେଉଁ ସୂତ୍ରରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲେ ? ତାଙ୍କର ଅମାପ ସମ୍ପତ୍ତିର ଖୋଳତାଡ କରିବ ସ୍ୱତନ୍ତ୍ର…

ଝାରପଡ଼ା ଜେଲରେ ରାତି କାଟିଲେ ଆଇଏଫଏସ୍ ବାପା ଓ ସୌଖିନିଆ ପୁଅ

ଭୁବନେଶ୍ୱର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ନୂଆ ଠିକଣା ଭୁବନେଶ୍ୱର ଝାରପଡ଼ା ଜେଲ୍ । ବାପାଙ୍କ ସହ ପୁଅ ଆକାଶ ପାଠକ ବି ଜେଲରେ ରାତି କାଟିଛନ୍ତି । ହୋଟେଲ ତାଜ ସମେତ ଦେଶ ବିଦେଶର ହୋଟଲରେ ଅୟସ ଲାଇଫ ବିତାଉଥିବା ବାପା-ପୁଅ ଯୋଡ଼ି ଜେଲ ହାଓ୍ୱା ଖାଇଛନ୍ତି । ଗତକାଲି ସେମାନଙ୍କୁ ଝାରପଡ଼ା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୮-୧୧-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୮ ରିଖ ଶନିବାର ବିଛା ୧୩ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି ଦ୍ଵିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର:-…

ବୈଜୟନ୍ତ ପଣ୍ଡା କରୋନା ପଜିଟିଭ୍

ଭୁବନେଶ୍ୱର : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ସେ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାର କିଛି ଲକ୍ଷଣ ତାଙ୍କ ନିଟରେ ଦେଖାଯିବାରୁ ସେ ସ୍ୱାବ ଟେଷ୍ଟ କରିଥିଲେ । ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଟ୍ୱିଟରେ…

ମହିଳା ହିଂସା ସମାଜ ପାଇଁ କଳଙ୍କ

ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍କୁ ଦେଖିଲେ ମୁଦ୍ରାର ମୂଲ୍ୟ ବୁଝି ହୋଇଥାଏ। ଯଦି ତା’ର ଗୋଟିଏ ପାଶ୍ୱର୍ ଦେଖାନଯିବ ତା’ହେଲେ ସେଇ ମୁଦ୍ରାଟି ମୂଲ୍ୟହୀନ। ଏଠାରେ ଏଇ କଥା କହିବାର ତାତ୍ପର୍ଯ୍ୟ ଏୟା ଯେ, ସମାଜର ଦୁଇଟି ଅଙ୍ଗ ନାରୀ ଓ ପୁରୁଷ। ଯଦି ସେଥିରୁ ଜଣଙ୍କୁ ଆମେ ଅଣଦେଖା ବା ଅବହେଳା କରିବା…

କବିତା: କାଳିଆ ସାଆନ୍ତ

କୁଞ୍ଜବିହାରୀ ସାହୁ ଦେଖ ଦେଖ ଦେଖ ଭାଇ କାଳିଆ ସାଆନ୍ତ ଦେଉଳରେ ବସିଅଛି ଖିଲିଖିଲି ହସୁଅଛି ନାହିଁ ତା ହାତ ଦେଖ ଦେଖ ଦେଖ ଭାଇ.....(୦) ପାଖେ ତାର ବଡ ଭାଇ ଭକତକୁ ରହେ ଚାହିଁ ଭଉଣୀଟି ଗେହ୍ଲା ପୁଣି ଭକତର ମନ କିଣି ଆଜି ଏହି କାର୍ତ୍ତିକରେ ସଭିଙ୍କୁ ସେ ଡାକୁଛିରେ ଆସ…

ପ୍ରଭା ପାଇଁ ରାଉରକେଲାରେ ଅଟକିଲା ୫୦ରୁ ଉର୍ଦ୍ଧ୍ବ ବସ୍

ରାଉରକେଲା: ରାଉରକେଲାରେ ଅଟକିଛି ୫୦ରୁ ଊର୍ଦ୍ଧ୍ୱ ନାଇଟ୍‌କୋଚ୍‌ ବସ୍ । ଭୁବନେଶ୍ୱର ଯାଉଥିବା ‘ପ୍ରଭା’ ନାମକ ଘରୋଇ ବସ୍‌ର ଚାଳକକୁ ଆକ୍ରମଣ ଅଭିଯୋଗ। ଏହି ଘଟଣାକୁ କେନ୍ଦ୍ର କରି ରାଉରକେଲା ନୂଆ ବସ୍‌ ଷ୍ଟାଣ୍ଡରେ ଉତ୍ତେଜନା ପ୍ରକାଶ ପାଇଛି। ରାଉରକେଲାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ…

ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଏବଂ…