Latest Odisha News

BREAKING NEWS

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ଭାବେ ଇତିହାସ ରଚିଲେ ନିଶା ରାଓ

ନୂଆଦିଲ୍ଲୀ: ସମ୍ପ୍ରତି ପାକିସ୍ତାନର ନିଶା ରାଓ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ନିଶା ହେଉଛନ୍ତି ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ। ନିଶା ଏକ ବେସରକାରୀ ସଂଗଠନ ସହିତ ସହିତ ଜଡିତ ଅଛନ୍ତି ଯାହା ଟ୍ରାନ୍ସଜେଣ୍ଡରଙ୍କ ହିତରେ କାର୍ଯ୍ୟ କରୁଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନର…

ସୋମାଲିଆ ରାଜଧାନୀରେ ଆତ୍ମଘାତୀ ଆକ୍ରମଣ; ୭ ମୃତ ୮ ଆହତ

ନୂଆଦିଲ୍ଲୀ: ସୋମାଲିଆର ରାଜଧାନୀ ମୋଗାଡିଶୁରେ ଥିବା ଏକ ଆଇସକ୍ରିମ ଦୋକାନରେ ଶନିବାର ଆତ୍ମଘାତୀ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ଅଲ କାଏଦା ସହ ଜଡିତ ଇସଲାମ ଆତଙ୍କବାଦୀ ସଂଗଠନ ଅଲ-ଶବାବ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କୁହାଯାଉଛି। ଆମେରିକାର କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବ…

ବିଶ୍ୱ କରୋନା; ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀର ଗତି ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱର ୨୧୮ଟି ଦେଶରେ ୬ ଲକ୍ଷରୁ ଅଧିକ ନୂଆ କରୋନା ଭୂତାଣୁ ମାମଲା ରିପୋର୍ଟ ହୋଇଛି। ଏଥିସହ ୧୦,୭୫୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା…

‘ଆଦିପୁରୁଷ’ରେ ‘ସୀତା’ ଭୂମିକାରେ ଅବତୀର୍ଣ୍ଣ ହେବେ ଅଭିନେତ୍ରୀ କିର୍ତ୍ତୀ!

ନୂଆଦିଲ୍ଲୀ: ସୁପରଷ୍ଟାର ପ୍ରଭାସ ଲକ୍‌ଡାଉନ୍‌ ମଧ୍ୟରେ ଅଗଷ୍ଟରେ ପ୍ରଶଂସକଙ୍କ ସହ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଆଦିପୁରୁଷ'ର ପୋଷ୍ଟର ସେୟାର କରିଥିଲେ। ଫିଲ୍ମର ପୋଷ୍ଟରରେ ଏହା ରାମାୟଣଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଜଣାପଡିଛି। ଏହି ଫିଲ୍ମରେ ସେ ରାମଙ୍କ ଚରିତ୍ରରେ ଅବତୀର୍ଣ୍ଣ…

ଅଭିନେତ୍ରୀ ନୁହେଁ ଆଇଏଏସ୍‌ ଅଧିକାରୀ ହେବାକୁ ଚାହୁଁଥିଲେ ୟମି

ନୂଆଦିଲ୍ଲୀ: ୟମି ଗୌତମ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା କଳାକାର। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉତ୍କୃଷ୍ଟ ଅଭିନୟ ବଳରେ ପ୍ରଶଂସକଙ୍କ ହୃଦୟ ଜିଣି ଆସିଥିବା ୟମି କିନ୍ତୁ ପ୍ରକୃତରେ ଜଣେ ଆଇଏଏସ୍‌ ଅଧିକାରୀ ହେବାକୁ ଚାହୁଁଥିଲେ। ଆଜି, ନଭେମ୍ବର ୨୮ ରେ, ୟାମି ଗୌତତମ ତାଙ୍କର ୩୧…

ବିମାନ ଅବତରଣ କରିବା କିଛି ସମୟ ପୂର୍ବରୁ ହୃଦ୍‌ଘାତର ଶିକାର ହେଲେ ପାଇଲଟ୍‌

ନୂଆଦିଲ୍ଲୀ: ବିଜୟୱାଡାରୁ ଆସୁଥିବା ଇଣ୍ଡିଗୋ ବିମାନର ପାଇଲଟ ତିରୁଚାପାଲି ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ 'ସାମାନ୍ୟ ହୃଦଘାତ'ର ଶିକାର ହୋଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ବିମାନଟି ତିରୁଚାପାଲିରେ ଅବତରଣ କରିଥିବା ବେଳେ ଜଣେ କର୍ମଚାରୀଙ୍କ ଛାତିରେ ଯନ୍ତ୍ରଣା ଅନୁଭବ…

ପ୍ରଥମ ଦେଖାରେ ଅର୍ଣ୍ଣବଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା ପ୍ରମାଣ କରେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ ଅର୍ଣ୍ଣବ ଗୋସ୍ୱାମୀ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇବା ତଥ୍ୟ ଯଥେଷ୍ଟ ନୁହେଁ। କୋର୍ଟ ଅଭିଯୋଗରେ ଏହି ତିନିଜଣଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ଏବଂ ଆଇନଗତ ବ୍ୟବସ୍ଥା ମଧ୍ୟରେ 'ଇଚ୍ଛାକୃତ…

ଦେଶରୁ ଦିନକରେ ୪୧,୩୨୨ କରୋନା ପଜିଟିଭ, ୪୮୫ ମୃତ

ନୂଆଦିଲ୍ଲୀ: ଦେଶରେ କେତେବେଳେ ବଢୁଚି ତ ପୁଣି କେବେ କମୁଛ ଦୈନିକ କରୋନା କେସ୍ । ଏଣିକି ପ୍ରତିଦିନ ୫୦ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୪୧ ହଜାର ୩୨୨ ଜଣ । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୯୩ଲକ୍ଷ ୫୧ହଜାର ୧୧୦ ।…

କଟକ IIFL ଲୁଟ୍ ଘଟଣାରେ ଆଉ ଦୁଇ ଜଣ ଗିରଫ

କଟକ: ନୟାସଡ଼କରେ ଥିବା ଆଇଆଇଏଫଏଲ୍ ସଂସ୍ଥାରୁ ସୁନା ଗହଣା ଓ ଟଙ୍କା ଲୁଟ୍ ଲିଙ୍କରେ ବନ୍ଧା ହେଲେ ଆଉ ଦୁଇ ଜଣ । ଗିରଫ ଦୁଇ ଜଣ ସୁନା ଦୋକାନର ମାଲିକ ବୋଲି ସୂଚନା ମିଳିଛି । ମଙ୍ଗଳବାଗ ଓ ଆଲାମଚାନ୍ଦ ବଜାର ଅଞ୍ଚଳକୁ ସେମାନଙ୍କୁ ଗିରଫ କରିଛି ପୋଲିସ । ସେମାନେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ…

ବିନା ଭକ୍ତରେ ଧବଳେଶ୍ୱର ପୀଠରେ ବଡଓଷା, ରାତିରେ ଗଜଭୋଗ

କଟକ: ଆଜି ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା । କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ବାବା ଧବଳେଶ୍ୱର ବଡ଼ସିଂହାର ଓ ପରେ ନାଗା ବେଶ ଧାରଣ କରିବେ । ମଧ୍ୟରାତ୍ରିରେ ବାବାଙ୍କ ଠାରେ ଲାଗି ହେବ ଗଜଭୋଗ । ଏଥର କରୋନା ଯୋଗୁ ବିନା ଭକ୍ତରେ ପାଳିତ ହେଉଛି ମନ୍ଦିର ବଡ଼ଓଷା ।…