Latest Odisha News

BREAKING NEWS

ହାଓ୍ବଡ଼ା-ସିକନ୍ଦରାବାଦ, ଶାଲୀମାର-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ବିଜୟୱାଡା ଟ୍ରେନ ପରିବର୍ତ୍ତିତ ସମୟରେ ଚଳାଚଳ

ଭୁବନେଶ୍ୱର: ହାଓ୍ବଡ଼ା-ସିକନ୍ଦରାବାଦ, ଶାଲୀମାର-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ବିଜୟୱାଡା ସ୍ୱତନ୍ତ୍ର ଟ୍ରେନ ପରିବର୍ତିତ ସମୟରେ ଚଳାଚଳ କରିବ। ରେଳବାଇର ସୂଚନା ଅନୁଯାୟୀ ପରିଚାଳନାଗତ ଦୃଷ୍ଟିକୋଣରୁ ଏବଂ ଯାତ୍ରୀ ମାନଙ୍କର ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଉଭୟ…

କୃଷକଙ୍କୁ ଦିଲ୍ଲୀକୁ ମିଳିଲା ଏଣ୍ଟ୍ରି, ହରିୟାଣା ଓ ପଞ୍ଜାବ ବର୍ଡରରୁ ବ୍ୟାରିକେଡ୍ ହଟାଇଲା ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକଙ୍କ ବିକ୍ଷୋଭ ପାଇଁ ଶେଷରେ ଅନୁମତି ଦେଇଛି ପୋଲିସ । କୃଷକମାନେ ସିନ୍ଧୁ ବୋର୍ଡର ଦେଇ ଦିଲ୍ଲୀ ଯାଇପାରିବେ । ଏହି ସମୟରେ ପୋଲିସ ଟିମ୍ କୃଷକଙ୍କ ସହ ରହିବ । ଉତ୍ତର ଦିଲ୍ଲୀର ବୁରାଡିରେ ପୋଲିସ ଉପସ୍ଥିତିରେ ଆନ୍ଦୋଳନ ହେବ । ହେଲେ କୃଷକମାନେ ବୁରାଡି ଯିବା ପାଇଁ…

ବଲିଉଡ ଅଭିନେତାଙ୍କ ପାରିବାରିକ କଳହ: କିଏ ଚପଲରେ ମାଡ ଖାଇଛି ତ କିଏ ଘର ଛାଡିଛି

ମୁମ୍ବାଇ: ବଲିଉଡର ଅନେକ ପ୍ରତିଷ୍ଠିତ ଅଭିନେତା, ଅଭିନେତ୍ରୀ ପାରିବାରିକ କଳହର ଶୀକାର ହୋଇଛନ୍ତି । କିଏ ଚପଲରେ ମାଡ ଖାଇଛି ତ ଆଉ କିଏ ଘର ଛାଡିଛି । ଆସନ୍ତୁ ଜାଣିବା ସେପରି କିଛି କଳାକାରଙ୍କ ପାରିବାରିକ କଳହ ବିଷୟରେ.. କୃଷ୍ଣା ଓ ଗୋବିନ୍ଦା: କମେଡିଆନ କୃଷ୍ଣା ଅଭିଷେକ ଓ ମାମୁଁ…

ଭାରି ପଡ଼ିଲା କଙ୍ଗାରୁ ଟିମ୍, ପ୍ରଥମ ଦିନିକିଆରେ ୬୬ ରନରେ ହାରିଲା ଭାରତ

ସିଡନୀ: ବିରାଟ ବାହିନୀ ଉପରେ ଭାରି ପଡ଼ିଲା କଙ୍ଗାରୁ ଟିମ୍ । ପ୍ରଥମ ଦିନିକିଆରେ ହାରିଲା ଭାରତ । ଅଷ୍ଟ୍ରେଲିଆଠାରୁ ଟିମ୍ ଇଣ୍ଡିଆ ୬୬ ରନରେ ପରାସ୍ତ । ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଘରୋଇ ଦଳ ସବୁ ବିଭାଗରେ ଦମଦାର ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରି ଅରୋନ ଫିଞ୍ଚଙ୍କ ୧୧୪…

ବନ୍ଧା ହେଲେ କୋଟିପତି ଆଇଏଫଏସ୍ ଅଫିସର ଅଭୟକାନ୍ତ ଓ ପୁଅ ଆକାଶ

ଭୁବନେଶ୍ୱର : ଗିରଫ ହେଲେ ବରିଷ୍ଠ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ । ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ସେମାନଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ଗିରଫ ହୋଇଥିବା ବେଳେ ଆକାଶ ବାପାଙ୍କ ପଇସାରେ…

ନ୍ୟାୟ ଦାବିରେ ପୁଣି ବିଧାନସଭା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ସମ୍ନାରେ ନୟାଗଡ଼ ଦମ୍ପତିଙ୍କ ଆତ୍ମହୁତି ଘଟଣାର ୭୨ ଘଣ୍ଟା ପରେ ପୁନଶ୍ଚ ଆଜି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି। କଟକ ଆଠଗଡ଼ ବ୍ଲକର ତିନିଜଣ କୃଷକ ଶୁକ୍ରବାର ଦିନ ଓଡିଶା ବିଧାନସଭା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ…

ଜନ୍ମଦିବସରେ ଆସନ୍ତୁ ଜାଣିବା କରାଟେ କିଙ୍ଗ ବ୍ରୁସ ଲିଙ୍କ ବିଷୟରେ କିଛି ଅଜଣା କଥା

ପୁରୀ: ମାର୍ସିଆଲ ଆର୍ଟ୍ସକୁ ପରଦା ଓ ମନୋରଞ୍ଜନ ମାଧ୍ୟମରେ ସାରା ବିଶ୍ୱରେ ପରିଚିତ କରିଥିବା ବ୍ରୁସ ଲୀଙ୍କ ଆଜି ୮୧ତମ ଜନ୍ମଦିବସ । ଆସନ୍ତୁ ଜାଣିବା ଏହି ମହାନ କଳାକାରଙ୍କ ବିଷୟରେ କିଛି ଅଜଣା କଥା । ବ୍ରୁସ ଜୁନ ଫାନ ଲି ହେଉଛନ୍ତି ଲି ହୁଇ ଚେନ୍ ଓ ଗ୍ରେସ ହୋଙ୍କ ୪ର୍ଥ ସନ୍ତାନ । ସେ ୨୭…

ପରୀ ହତ୍ୟା ମାମଲା; ମନ୍ତ୍ରୀଙ୍କ ବିରୁଦ୍ଧରେ ଚାଞ୍ଚଲ୍ୟକର ବୟାନ ଦେଲେ ଗାଁ ସରପଞ୍ଚ

ଭୁବନେଶ୍ୱର: ନୟାଗଡ଼ର ନାବାଳିକା ପରୀ ହତ୍ୟା ମାମଲା ଏକ ସମ୍ବେଦନଶୀଳ ମୋଡ଼ରେ ପହଞ୍ଚିଛି। ମୃତ ପରୀଙ୍କ ଅଞ୍ଚଳର ସରପଞ୍ଚ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଶୁକ୍ରବାର…

ଋଣ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ କକ୍ସ ଆଣ୍ଡ କିଙ୍ଗ୍ସର ପ୍ରମୋଟର ପିଟର କେରକର ଗିରଫ

ନୂଆଦିଲ୍ଲୀ: ଟ୍ରାଭେଲ ଏବଂ ଟୁର୍ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍ସର ପ୍ରମୋଟର ପିଟର କେରକରଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ଅନେକ ବ୍ୟାଙ୍କରୁ ପ୍ରାୟ ୫,୫୦୦ କୋଟି ଟଙ୍କା ଋଣ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ୟେସ୍‌ ବ୍ୟାଙ୍କରେ ସର୍ବାଧିକ ୨,୨୬୭…

ଦୁନିଆ ଆଖିରେ ଜେଲ ଭିତରେ ହାଫିଜ, ଘରେ କିନ୍ତୁ ମଉଜ କରୁଛି ମୁମ୍ବାଇ ଆକ୍ରମଣର ଦୋଷୀ

ଲାହୋର: ପାକିସ୍ତାନର ଆଉ ଏକ ଚାଲ ପଦାରେ ପଡିଛି । ଭାରତୀୟ ଗୋଇନ୍ଦା ବିଭାଗରୁ ମିଳିଥିବା ଖବର ମୁତାବକ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଏଦ ନିଜ ଘରେ ମଉଜ କରୁଛି । ଦୁନିଆ ଆଖିରେ ଧୂଳି ପକାଇ ପାକିସ୍ତାନ ତାକୁ ଜେଲ ଭିତରେ ରଖିଥିବା ନେଇ ଡିଣ୍ଡିମ ପିଟୁଛି । ପ୍ରକୃତରେ…