Latest Odisha News

BREAKING NEWS

ସୁଶାନ୍ତଙ୍କ ବନ୍ଧୁ ଗଣେଶଙ୍କୁ ମିଳିଲା ଦୁବାଇରୁ ଧମକ

ମୁମ୍ବାଇ: ଜାରି ରହିଛି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟର ତଦନ୍ତ । ଏହି ମାମଲାରେ ବିଭିନ୍ନ ଦିଗରେ ଅନେକ ଲୋକଙ୍କୁ ପଚରାଉଚରା ସରିଲାଣି । ତେବେ ନିକଟରେ ସୁଶାନ୍ତଙ୍କ ସାଙ୍ଗ ଗଣେଶ ହିୱାରକର ଏକ ଚାଂଚଲ୍ୟକର ବୟାନ ରଖିଛନ୍ତି । ତାଙ୍କୁ ଫୋନ୍ କଲ୍ ଜରିଆରେ ଦୁବାଇରୁ ଧମକ ମିଳିଥିବା ନେଇ…

ରାସ୍ତାକଡରେ ବିରିଆନୀ ବିକୁଛନ୍ତି ଫାଇଭ୍ ଷ୍ଟାର୍ ହୋଟେଲ୍ ସେଫ୍ !

ମୁମ୍ବାଇ: କରୋନା ମହାମାରୀ ନିକଟରେ ବନ୍ଧା ପଡିଥିଲା ସମଗ୍ର ବିଶ୍ୱ । ଏବେ ଧୀରେଧୀରେ ଅବସ୍ଥାରେ ସୁଧାର ଆସିବାରେ ଲାଗିଛି । ତଥାପି ଅନେକ ଲୋକ ଏହି ମହାମାରୀର ପ୍ରଭାବରେ ଚାକିରୀ ହରାଇ ଅନ୍ୟ ପନ୍ଥା ଆପଣେଇବାକୁ ବାଧ୍ୟ ହୋଇଛନ୍ତି । ଏହି ଧାରାରେ ସାମିଲ ହୋଇଛନ୍ତି ଜଣେ ଫାଇଭ୍ ଷ୍ଟାର୍ ହୋଟେଲ…

ବରୁଣ ଏବଂ ସାରାଙ୍କ ଅଭିନୀତ ଚଳଚ୍ଚିତ୍ର ‘କୁଲି ନଂ ୧ ‘ର ଟ୍ରେଲର୍‌ ରିଲିଜ୍‌

ମୁମ୍ବାଇ: ଚଳଚ୍ଚିତ୍ର 'କୁଲି ନଂ ୧ ' ର ଟ୍ରେଲର ଲଞ୍ଚ ହୋଇଛି। ଫିଲ୍ମର ଟ୍ରେଲର କମେଡି ଏବଂ ରୋମାନ୍ସରେ ପରିପୂର୍ଣ୍ଣ। ଟ୍ରେଲରରେ ବରୁଣ ଧାୱନଙ୍କ କମିକ୍‌ ଟାଇମିଙ୍ଗ୍‌ ଅତ୍ୟନ୍ତ ଚମତ୍କାର ହୋଇଛି। ଏଥି ସହିତ ସାରା ଅଲି ଖାନ ମଧ୍ୟ କମେଡି ଅବତାରରେ ବେଶ୍‌ ସୁନ୍ଦର ଦିଶୁଛନ୍ତି। ଟ୍ରେଲରରେ…

ବେଆଇନ କୋଇଲା କାରବାର: ପଶ୍ଚିମବଙ୍ଗ ସମେତ ତିନୋଟି ରାଜ୍ୟର ୪୦ ଟି ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆଜି ତିନୋଟି ରାଜ୍ୟର ୪୦ ଟି ସ୍ଥାନରେ କୋଇଲା ଚୋରା ଚାଲାଣକାରୀଙ୍କ ସମେତ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ସିବିଆଇ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଏହି ଅନୁସନ୍ଧାନ ମୁଖ୍ୟତ ପଶ୍ଚିମବଙ୍ଗରେ ଚାଲିଛି…

ଚାପୁଡା ମାରି ଝିଅକୁ ମାରିଦେଲା ବାପା !

କୋରାପୁଟ: ଯେଉଁ ବୟସରେ ବାପା ସହ କୁନି ଝିଅ ଖେଳିବା କଥା, ସେହି ବୟସରେ ସେ ନିଜ ବାପା ହାତରେ ପ୍ରାଣ ହରାଇଥିଲା । ବାପାର ଚାପୁଡା ମାଡରେ ଚାଲିଗଲା ୬ ବର୍ଷୀୟ ଝିଅର ଜୀବନ । ଏଭଳି ଘଟଣାକୁ ନେଇ ପଟ୍ଟାଙ୍ଗୀର ତଉପଦର ଗାଁ ଲଜ୍ଜା ମୁଣ୍ଡାଇଛି । ଶୁକ୍ରବାର ନିଜ ଝିଅର ହତ୍ୟା ଅଭିଯୋଗରେ…

ଭାରତୀୟ କମ୍ପାନୀଗୁଡିକ ପାଇଁ ସମଗ୍ର ପ୍ରକଳ୍ପର ୭୨ ପ୍ରତିଶତ ମିଳିବ; ଭି.କେ ଯାଦବ

ନୂଆଦିଲ୍ଲୀ: ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭି.କେ ଯାଦବ ଶୁକ୍ରବାର ଦିନ କହିଛନ୍ତି ଯେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସହ ଜଡିତ ୭୨ ପ୍ରତିଶତ ଚୁକ୍ତିନାମା 'ଆତ୍ମନିର୍ଭରଶୀଳ ଭାରତ' ଅଭିଯାନର ଏକ ଅଂଶ ଭାବରେ ସ୍ଥାନୀୟ…

କରୋନା ଯୋଗୁ ୨୦୨୦ରେ ବର୍ବାଦ ହେଇଛି ବଲିଉଡ

ମୁମ୍ବାଇ: କରୋନ ଯୋଗୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ପ୍ରକାର ବର୍ବାଦ ହୋଇଛି କହିଲେ ଭୁଲ ହେବ ନାହିଁ । ୨୦୨୦ରେ ୯ମାସ ବିତିଯାଇଥିଲେ ମଧ୍ୟ କିଛି ଆଶାର ସଂଚାର ଦେଖାଯାଉ ନାହିଁ । ବଲିଉଡ ୧୩ ବର୍ଷ ପଛକୁ ଚାଲିଯାଇଛଇ । ଟ୍ରେଡ ଆନାଲିଷ୍ଟ ଓ ଡିଷ୍ଟ୍ରିବ୍ୟୁଟର୍ସଙ୍କ ଅନୁସାରେ କରୋନା ଯୋଗୁ ଚଳିତ…

ମ୍ୟାଚ୍ ଜିତିଲେ, ରାହୁଲଙ୍କୁ ମ୍ୟାକ୍ସୱେଲ୍ କ୍ଷମା ମାଗିଲେ !

ଭୁବନେଶ୍ୱର: କିଙ୍ଗସ୍ ଇଲେଭେନର ଦୁଇଜଣ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ଜେମ୍ସ ନିଶମଙ୍କ ପାଇଁ ଶୁକ୍ରବାର ଭଲଦିନ ଭାବେ ସାବ୍ୟସ୍ତ ହୋଇଥିଲା । ଭାରତ ବିପକ୍ଷ ଦିନିକିଆରେ ମ୍ୟାକ୍ସୱେଲଙ୍କ କ୍ୱିକ୍ ଫାୟର୍ । ଅନ୍ୟପଟେ ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି୨୦ରେ ଜେମ୍ସ ନିଶମଙ୍କ ମ୍ୟାଚ୍ ବିଜୟୀ…

୨୬/୧୧ ଆତଙ୍କୀ ହମ୍‌ଲାର ପ୍ରମୁଖ ସାଜିଦ୍‌ ମୀର୍‌ଙ୍କ ସୂଚନା ଦେଲେ ମିଳିବ ୫ ମିଲିୟନ୍‌ ଡଲାର୍‌ ପୁରସ୍କାର

ୱାଶିଂଟନ୍: ୨୦୦୮ ରେ ୨୬/୧୧ ମୁମ୍ବାଇ ଆକ୍ରମଣର ବାର ବର୍ଷ ପରେ, ଆମେରିକା ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତଥା ଲଶ୍କର-ଇ-ତ‌ୋଇବା ସଦସ୍ୟ ସାଜିଦ ମୀରଙ୍କ ସୂଚନା ଦେଲେ ୫ ମିଲିୟନ୍ ଡଲାର (ପ୍ରାୟ ୩୭ କୋଟି ଟଙ୍କା) ପୁରସ୍କାର ମିଳିବ ବୋଲି ଘୋଷଣା କରିଛନ୍ତି। 'ୟୁଏସ୍‌ ରିୱାର୍ଡ‌୍ସ ଫର୍‌…

ବିବାହ କଲେ ଅଭିନେତା ସାହିର୍ ଶେଖ୍

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ସାହିର ଶେଖ୍ । ରୁଚିକା କାପୁରଙ୍କ ସହ ଦୀର୍ଘଦିନ ଧରି ପ୍ରେମ ସଂପର୍କରେ ରହିବା ପରେ ଶେଷରେ ଶୁକ୍ରବାର ଦୁହେଁ ପରସ୍ପରକୁ ବିବାହ କରିଛନ୍ତି । କରୋନା ପାଇଁ ଧୁମ୍‌ଧାମ୍‌ରେ ନୁହେଁ ବରଂ ଦୁହେଁ କୋର୍ଟ ମ୍ୟାରେଜକୁ ପସନ୍ଦ କରିଥିଲେ । ତେବେ…