Latest Odisha News

ମହାରାଷ୍ଟ୍ରରେ ଜୁଲାଇ ୩୧ ଯାଏଁ ବଢ଼ିଲା ଲକଡାଉନ୍ ଅବଧି

ମହାରାଷ୍ଟ୍ର: ଅନଲକ୍-୧ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଲକଡାଉନ୍ ଅବଧି ବୃଦ୍ଧି କରିଛି ମହାରାଷ୍ଟ୍ର । ଆସନ୍ତା ଜୁଲାଇ ୩୧ ଯାଏଁ ମହାରାଷ୍ଟ୍ରରେ ଜାରି ରହିବ ଲକଡାଉନ୍ । ଏନେଇ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ଦୃଷ୍ଟିରୁ…

ବାହୁଡ଼ା ଯାତ୍ରା ପାଇଁ କ’ଣ ରହିଛି ନୀତି ନିର୍ଘଣ୍ଟ, ଜାଣନ୍ତୁ…

ପୁରୀ: ବାହୁଡ଼ା ଯାତ୍ରା ଲାଗି ଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ଜାଣନ୍ତୁ, କ'ଣ ରହିଛି ନୀତି ନିର୍ଘଣ୍ଟ... ମଙ୍ଗଳ ଆଳତି- ଭୋର ୪ଟା ମଇଲମ ଲାଗି- ଭୋର ୪ଟା ୧୫ମି. ତଡପ ଲାଗି-…

ହୁରିୟତ କନଫରେନ୍ସରୁ ଇସ୍ତଫା ଦେଲେ ସୟଦ ଅଲୀ ଶାହ ଗିଲାନୀ

ଶ୍ରୀନଗର: ହୁରିୟତ କନଫରେନ୍ସରୁ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀ ଇସ୍ତଫା ଦେଇଛନ୍ତି । ୯୦ ବର୍ଷୀୟ ଗିଲାନୀ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ହୁରିୟତ କନଫରେନ୍ସ ଫୋରମରେ ଯାହା ସବୁ ଚାଲିଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ମୁଁ ପୂରା ଫୋରମରୁ ଇସ୍ତଫା ଦେଉଛି । ମୁଁ ଏ…

ହାର୍ଲେ ଡାଭିଡସନ ବାଇକ ଚଲାଇଲେ ଜଷ୍ଟିସ ବୋବ୍‌ଡେ

ନୂଆଦିଲ୍ଲୀ: ହାର୍ଲେ ଡାଭିଡସନ ବାଇକରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ମାଇଁ ଲର୍ଡ ଚଲାଇଲେ ଲଗଜୁରିଅସ୍ ଦମୀ ବାଇକ୍ । ରବିବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏସ ବୋବ୍‌ଡେଙ୍କ ନୂଆ ଅନ୍ଦାଜ ଦେଖିବାକୁ ମିଳିଛି । ନାଗପୁରରେ ଏକ ହାର୍ଲେ ଡାଭିଡସନ ବାଇକରେ ବୋବ୍‌ଡେ…

ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ ହେଲାଣି କରୋନା । ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାରି ଭିତରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ୨୦୩ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ମୋଟ ଆରୋଗ୍ୟ ସଂଖ୍ୟା ୪୯୪୬ରେ…

ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ମନା

ଯାଜପୁର: ସରକାରୀ କାର‌୍ୟ୍ୟାଳୟକୁ ସାଧାରଣ ଲୋକଙ୍କୁ ଯିବା ମନା । ଜୁଲାଇ ୮ ଯାଏଁ ଜିଲ୍ଲାର ସମସ୍ତ ସରକାରୀ କାର‌୍ୟ୍ୟାଳୟକୁ ଏହି କଟକଣା ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ମାନି କାର‌୍ୟ୍ୟ କରିବେ । ଯାଜପୁରରେ କରୋନା ସଂକ୍ରମଣ…

ବଜ୍ରପାତ ସହ ବର୍ଷା ସମ୍ଭାବନା; ଏହିସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବା ନେଇ ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ସନ୍ଧ୍ୟା ୭ଟା ସୁଦ୍ଧା ଯେଉଁସବୁ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ…

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଭୁବନେଶ୍ୱର: ରାତି ପାହିଲେ ବଢୁଛି ତେଲଦର । ଗତ ୨୧ ଦିନ ଭିତରେ ଡିଜେଲ ୧୧ଟଙ୍କା ଓ ପେଟ୍ରୋଲ ୯ଟଙ୍କା ବଢିଲାଣି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଗୋଟିଏ ପଟେ ଲକଡାଉନ୍ ଏବଂ ଅନ୍ୟପଟେ ତେଲ ଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତା…

ଛତ୍ରପୁର ଏନଏସିରେ ୭ ଦିନିଆ ସଟଡାଉନ

ବ୍ରହ୍ମପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ସୋମବାର ଦିନ ଗଞ୍ଜାମ ପ୍ରଶାସନ ଛତ୍ରପୁର ଏନଏସି ଅଞ୍ଚଳରେ ସାତ ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଏହି ସଟଡାଉନ ଜୁନ୍ ୩୦ରୁ ଜୁଲାଇ ୬ ଯାଏଁ ଜାରି ରହିବ। ଛତ୍ରପୁର ଏନଏସିରୁ ନଅଟି ଆକ୍ଟିଭ…

ପୁରୀରୁ ଆରମ୍ଭ ହେଲା ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର: ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ସେରୋଲୋଜିକାଲ ସର୍ଭେ । ଆସନ୍ତା ୧ ତାରିଖରୁ ଗଂଜାମ, ଗଜପତି ଓ କଟକରେ ଟେଷ୍ଟ କରାଯିବ । ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଅଧିକ ଜନସଂଖ୍ୟା ଆବଦ୍ଧ ଅଂଚଳରେ ଟେଷ୍ଟ କରାଯାଉଛି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ, ବାହୁଡା…