ମେହବୁବା ମୁଫତିଙ୍କ ଅଭିଯୋଗ; ମୋତେ ପୁନର୍ବାର ଗିରଫ କରାଯାଇଛି
ନୂଆଦିଲ୍ଲୀ: ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ନେତା ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପୁନର୍ବାର ଗିରଫ କରାଯାଇଛି। ଏହା ସହ ସେ କହିଛନ୍ତି ଯେ ତାଙ୍କ ଝିଅ ଇଲତିଜାଙ୍କୁ ହାଉସ୍ ଆରେଷ୍ଟ୍ କରାଯାଇଛି। ମେହବୁବା ମୁଫତି…