ଫେବ୍ରୁଆରୀ ୭ରେ ଆସାମ ଗସ୍ତରେ ଯିବେ ପିଏମ୍ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱନାଥ ଚରାଲୀ ଏବଂ ଚାରାଇଡଓରେ ଦୁଇଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଫେବୃଆରୀ ୭ ରେ ଆସାମର ଢକେଆଜୁଲି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ଏହା ସହିତ ପିଏମ୍ ମୋଦୀ ଆସାମ ସରକାରଙ୍କ ସଡକ ପ୍ରକଳ୍ପ 'ଆସାମ ମାଲା'ର…