Latest Odisha News

BREAKING NEWS

ଆସନ୍ତୁ ଜାଣିବା ଗୋଲ୍ଡେନ ବୟ ମାରାଡୋନାଙ୍କ ଅଭୂଲା କାହାଣୀ

ବୁଏନ୍ସ ଏରିସ: ଚାଲିଗଲେ ଫୁଟବଲର ମହାରଥୀ ଗୋଲ୍ଡେନ ବୟ ଡିଏଗୋ ମାରାଡୋନା । ମାତ୍ର ୬୦ ବର୍ଷ ବୟସରେ ସେ ସମସ୍ତଙ୍କୁ ଅଲବିଦା କହିଥିଲେ । ଜଣେ ଫୁଟବଲ ଖେଳାଳି ଭାବେ ମାରାଡୋନା ଯେଉଁ ସପଳତା ହାସଲ କରିଛନ୍ତି ତାହା ଏବେ ବି ଅନ୍ୟମାନଙ୍କ ପ୍ରେରଣା । ନିଶା....କିନ୍ତୁ ତାଙ୍କ କ୍ୟାରିୟରକୁ…

ଅମାପ ସମ୍ପତ୍ତିର ଅଧିକାରୀ IFS ଅଫିସର ଅଭୟକାନ୍ତ ପାଠକ, ସରୁନି ହିସାବ

ଭୁବନେଶ୍ୱର: ଅଚଳାଚଳ ସମ୍ପତ୍ତିର ଅଧିକାରୀ ଆଇଏଫଏସ୍ ଅଫିସର ଅଭୟକାମ୍ତ ପାଠକ । ଦୁଇ ଦିନ ହେବ ତାଙ୍କ ସମ୍ପତ୍ତିର ହିସାବ ସରୁନି । ଆଜି ବି ଦ୍ୱିତୀୟ ଦିନରେ ଚଢ଼ାଉ ଜାରି ରଖିଛି ଭିଡଜିଲାନ୍ସ ଟିମ୍ । ୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଓଡ଼ିଶା ସମେତ ଦେଶର ୫ଟି ରାଜ୍ୟରେ ଥିବା ଘର ଓ ଅଫିସରେ…

କଟକ ବାଦାମବାଡ଼ିରେ ଜଳିଗଲା ବସ୍

କଟକ: ବସଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ବସରେ ଲାଗିଲା ନିଆଁ । କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ପାଲାମଣ୍ଡପ ପାଖ ପୁରୀ ବସଷ୍ଟାଣ୍ଡରେ ହୋଇଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଜଳି ଯାଇଛି । ଏତେ ଜୋରରେ ନିଆଁ ଲାଗିଛି…

୩ ଲକ୍ଷ ଟଙ୍କାର ପୁଳା ପୁଳା ନକଲି ନୋଟ୍ ଜବତ, ଜଣେ ଗିରଫ

କୋରାପୁଟ: କ୍ରାଇମବ୍ରାଞ୍ଚ ଝଞୠ କବଜାରେ ଜାଲ୍ ନୋଟ୍ ରାକେଟ । କୋରାପୁଟ ଜିଲ୍ଲା ସୁନାବେଡ଼ା ବସ୍‌ଷ୍ଟାଣ୍ଡରୁ ଜାଲ ନୋଟ୍ ଜବତ । ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ଏସଟିଏଫ୍ । ବିଡ଼ା ବିଡ଼ା ଜାଲ ନୋଟ୍ ମିଳିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ଅନାମ…

ରାଜ୍ୟରେ କରୋନା ଡେଥ୍ କେସ: ୧୭ଶହ ପାର କଲା, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ପ୍ରାଣଘାତୀ କରୋନା ପ୍ରତିଦିନ ଜୀବନ ନେଉଛି । ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ପ୍ରତିଦିନ ୧୫ରୁ ଅଧିକ ସଂକ୍ରମିତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୧୭ ଆକ୍ରାନ୍ତ ଆଖି ବୁଜିଛନ୍ତି । ୭ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଗତ ୨୪ ଘଣ୍ଟାରେ ପୁରୀ, ସୁନ୍ଦରଗଡ଼…

ରାଜ୍ୟରୁ ଦିନକରେ ୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାଠୁ କଟକରେ ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ୍ କେସ୍ ବଢୁଛି । କିନ୍ତୁ ଅକ୍ଟୋବର ମାସ ଅପେକ୍ଷା ଦୈନିକ କେସ୍ କମ୍ ରହିଛି । ଏବେ ପ୍ରତିଦିନ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୬୪୪ ଜଣ । କ୍ୱାରେଣ୍ଟାଇନରୁ ୩୬୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି…

ବିଧାନସଭାରେ ପରୀ ହତ୍ୟାକାଣ୍ଡ ଝଡ଼, କୃଷି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ହୁଲୁସ୍ତୁଲ

ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଲା ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲା । ଗୃହ ଆଜି ହୁଲୁସ୍ତୁଲ ହୋଇଛି । ବିରୋଧୀ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ନାରାବାଜି କରିଛନ୍ତି । ପୋଡିୟମ ନିକଟରେ ବ୍ୟାନର ଦେଖାଇ ବିରୋଧୀ…

କଟକ IIFL ଲୁଟ ଲିଙ୍କ: ବାହା ହେବାକୁ ଯିବା ବେଳେ ବରକୁ ଉଠାଇ ଆଣିଲା ପୋଲିସ

କଟକ: କଟକ ନୟାସଡ଼କ IIFL ଲୁଟ ଘଟଣାରେ ଖୋଳତାଡ ଜାରି ରଖିଛି କମିଶନରେଟ ପୋଲିସ । ଜଣଙ୍କ ପରେ ଜଣେ ଅଭିଯୁକ୍ତ ପୋଲିସ ପଞ୍ଝାକୁ ଆସୁଛନ୍ତି । ମାଷ୍ଟରମାଇଣ୍ଡର ଲିଙ୍କ ଖୋଜି ଚାଲିଛି ପୋଲିସ । ଏବେ ଲୁଟ୍ ଲିଙ୍କରେ ଗତକାଲି ଫାଇନାନ୍ସ କମ୍ପାନୀର ଲେଡି ଲୁଟେରା ମ୍ୟାନେଜର ଗିରଫ ହୋଇଥିବା ବେଳେ ଏବେ…

କନ୍ଧମାଳର ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁର‌େ ମୁଖ୍ୟମନ୍ତ୍ରୀଙ୍କ ଶ‌ୋକପ୍ରକାଶ

ଭୁବନେଶ୍ୱର: କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାର‌େ ଗତକାଲି ରାତିରେ କାଳିଆର ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ‌ୋକ ପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗ‌େ ସୂଚନା ଦେଇଛନ୍ତି।…

ସମ୍ବିଧାନ ଦିବସ ୨୦୨୦: ଆସନ୍ତୁ ଜାଣିବା ଆମ୍ବେଦକରଙ୍କ ପ‌୍ର‌େରଣାଦାୟୀ ବିଚାର ସମ୍ପର୍କରେ…

ନୂଆଦିଲ୍ଲୀ: ୧୯୪୯ ନଭେମ୍ବର‌ ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ପର ବର୍ଷ ଜାନୁଆରି ୨୬ରେ ଲାଗୁ କରାଯାଇଥିଲା। ୨୦୧୫ରୁ ଏହି ଦିବସ ପାଳନ କରାଯାଉଛି। ଆଜି ଆମ ଦେଶର‌େ ପାଳିତ ହ‌େଉଛି ‘ସମ୍ବିଧାନ ଦିବସ’। ଏହି ଦିନର‌େ ସମ୍ବିଧାନ ପ୍ରଣେତା ବାବା…