ଏଥରର ହସ୍ତକଳାରେ ଗୋପାଳପୁରର ଟସର ବସ୍ତ୍ର
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ହାତତିଆରି କଳାକୃତି ଦେଖିବାକୁ ମିଳିଥାଏ । ବାନ୍ଧ ତଥା ଅନ୍ୟାନ୍ୟ ହାତବୁଣା ଲୁଗା, କାଠ, ପଥର ଖୋଦେଇ, କଂସା-ପିତ୍ତଳ ଓ ସୁନା-ରୂପା କାମ, ଝୋଟି ଚିତା, ପଟ୍ଟଚିତ୍ର, ଚାନ୍ଦୁଆ କାମ ତଥା ଆହୁରି ଅନେକ ପ୍ରକାରର ହାତକାମ ପାଇଁ…