Latest Odisha News

BREAKING NEWS

୪ ସହରରେ ୧୫ ଫେବ୍ରୁୟାରୀ ଯାଏ ନାଇଟ୍ କର୍ଫ୍ୟୁ

ଅହମ୍ମଦାବାଦ : ୪ ସହରରେ ୧୫ଫେବ୍ରୁୟାରୀ ଯାଏ ଜାରି ରହିବ ନାଇଟ୍‌ କର୍ଫ୍ୟୁ । ଗୁଜରାଟ ସରକାର ଅହମ୍ମଦାବାଦ, ସୁରତ, ଭଦୋଦରା ଓ ରାଜକୋଟରେ କରୋନା ଭାଇରସର ପ୍ରସାର ରୋକିବା ପାଇଁ ଲାଗୁ ରାତ୍ରିକାଳୀନ କର୍ଫ୍ୟୁକୁ ୧୫ ଫେବ୍ରୁୟାରୀ ଯାଏ ବଢ଼ାଇ ଦେଇଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,…

ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା: ୪ ଗିରଫ

ବାଣପୁର: ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦେବାଦେବୀଙ୍କ ମୂର୍ତ୍ତି, ଆଧାରକାର୍ଡ, ମୋବାଇଲ୍ ଫୋନ୍ ଏବଂ ଏୟାର୍ ବ୍ୟାଗ୍ ଆଦି ଜବତ ହୋଇଛି। ଗତ ୨୨ ତାରିଖରେ ଚୋରି ହୋଇଥିବା ଦକ୍ଷପ୍ରଜାପ୍ରତି ମନ୍ଦିରର ୨୨ଟି ମୂର୍ତ୍ତିରୁ ମାତ୍ର…

ଗୋଡିପଡ଼ାରେ ଶିକ୍ଷୟିତ୍ରୀ ଛୁରାମାଡ କରି ନିଜ ବେକକୁ କାଟିଲା ଯୁବକ

ନୟାଗଡ଼: ଶରଣକୁଳ ଥାନା ଅଧୀନସ୍ଥ ଗୋଡିପଡ଼ାରେ ଯୁବକଙ୍କ ଉନ୍ମତକାଣ୍ଡ । ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକ ଜଣେ ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରି ନିଜ ବେକ କାଟିଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ…

ଘର ଭିତରକୁ ଷୁଣ୍ଢ ପୁରାଇ ହାତୀ ଭିଡି ନେଉଛି ସବୁ ଜିନିଷ, ଲୋକେ ଆତଙ୍କିତ

ସମ୍ବଲପୁର: ଦନ୍ତାର ଉତ୍ପାତରେ ତ୍ରାହିତ୍ରାହି ଡାକିଲେଣି ଲୋକେ । ଏପରିକି ବନ ବିଭାଗ ନିରୁପାୟ ହୋଇ ବସିଛି ।  ହାତୀକୁ  ଟ୍ରାଙ୍କୁଲାଇଜ କରିବା ପାଇଁ ଜୋର ଧରିଲାଣି ଦାବି । ସମ୍ବଲପୁର ସଦର ରେଞ୍ଜରେ ଦନ୍ତା ହାତୀର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ହାତୀ ଗାଁରେ କାହା ବାଡି…

ଧର୍ମେନ୍ଦ୍ରଙ୍କ ଚିଠି:ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାର୍ଶ୍ବ ପ୍ରାଚୀନ ମନ୍ଦିରର ପୁନଃଉଦ୍ଧାର ନେଇ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ବର: ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାର୍ଶ୍ବ ପ୍ରାଚୀନ ମନ୍ଦିରର ପୁନଃଉଦ୍ଧାର ନେଇ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସେ ଏନେଇ ଚିଠି ଲେଖିଛନ୍ତି । ମନ୍ଦିରର ସୁରକ୍ଷା ଓ…

ପ୍ରଥମେ ଚାଷୀଙ୍କ ଉପରକୁ ଟେକା ପଥର ମାଡ଼ ବନ୍ଦ କରନ୍ତୁ : ରାକେଶ ଟିକାୟତ

ଗାଜିପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଦେଇଥିବା ବୟାନ ପରେ ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ତାଙ୍କର ଉତ୍ତର ରଖିଛନ୍ତି । ସେ କହିଛନ୍ତି, ସରକାରଙ୍କ ସହ ଆଲୋଚନା ଲାଗି ଆମେ ସବୁ ବେଳେ ସବୁ ସମୟରେ ପ୍ରସ୍ତୁତ । ତେବେ ପ୍ରଥମେ ଚାଷୀଙ୍କ ଉପରକୁ…

ପିଲାମାନଙ୍କୁ ବିଦେଶୀ ଆତଙ୍କବାଦୀ ବୋଲି କହିବା ସେମାନଙ୍କୁ ଅପମାନିତ କରିବା ସହିତ ସମାନ; ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ, ଭାରତ ଯୁଦ୍ଧରେ ଲଢୁଥିବା ପିଲାମାନଙ୍କ ପ୍ରସଙ୍ଗ ଉଠାଇଥିଲା ଏବଂ ସେମାନଙ୍କୁ ବିଦେଶୀ ଆତଙ୍କବାଦୀ ଅର୍ଥାତ୍ ବିଦେଶୀ ଆତଙ୍କବାଦୀ ସଂଗ୍ରାମୀ (FTF) କୁହାଯାଏ। ଭାରତ କହିଛି ଯେ ଏପରି ପିଲାମାନଙ୍କୁ ବିଦେଶୀ ଆତଙ୍କବାଦୀ ବୋଲି କହିବା ସେମାନଙ୍କୁ ଅପମାନିତ କରିବା…

କୋହଲିଙ୍କଠାରୁ ଉପହାର ପାଇଁ ୱାର୍ଣ୍ଣରଙ୍କ ଝିଅ ଇଣ୍ଡି ବେଶ୍ ଖୁସି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ଉପ ଅଧିନାୟକ ଡେଭିଡ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ ସହ ସୋସିଆଲ ସାଇଟରେ ମଜାଦାର କାର୍ଯ୍ୟ ନେଇ ମଧ୍ୟ ବେଶ୍ ଲୋକପ୍ରିୟ । ଏବେ ସେ ନିଜ ଝିଅ ଇଣ୍ଡିରେ ଏପରି ଏକ ଫଟୋ ଛାଡିଛନ୍ତି ଯାହା କି ଭାଇରାଲ ହେବାରେ ଲାଗିଛି । ଇଣ୍ଡି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ…

ରାଜ୍ୟ ସରକାର ତୈଳ ଦର ନକମାଇଲେ ଫେବୃଆରୀ ୧୫ରେ କଂଗ୍ରେସର ଆନ୍ଦୋଳନ: ନିରଞ୍ଜନ

ବ୍ରହ୍ମପୁର:ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡ଼ିଆରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଛି । ଏହି ଅବସରରେ ବ୍ରହ୍ମପୁରକୁ ଗାନ୍ଧୀଙ୍କ ଆଗମନର ୧୦୦ ବର୍ଷ ପୂର୍ତ୍ତି ସ୍ମୃତିଚାରଣ କରାଯାଇଥିଲା ।  ଏହି ସମାରୋହରେ ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର…

ବୁଝାମଣା ମାଧ୍ୟମରେ ଚାଷୀଙ୍କ ସମସ୍ୟାର ସମାଧାନ ହେବା ଉଚିତ; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସରକାର ଲଗାତାର ଚାଷୀଙ୍କ ସମସ୍ୟାର ସମାଧାନ କଥାବାର୍ତ୍ତା ମାଧ୍ୟମରେ କରିବାକୁ ଚେଷ୍ଟା କରୁଛନ୍ତି। କୃଷକମାନଙ୍କ ପାଇଁ ସରକାରଙ୍କ ପ୍ରସ୍ତାବ ଏବେ ବି ଅଛି। ଦୟାକରି ଏହାକୁ…