Latest Odisha News

BREAKING NEWS

ରାଜଧାନୀରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୫ ଗିରଫ

ଭୁବନେଶ୍ୱର: ଝାରପଡା ଅଂଚଳରେ ଆଜି ଭୋରରୁ ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ପୋଲିସ ହାତରେ ଧରାପଡିଛନ୍ତି ୫ ଲୁଟେରା । ଏ ନେଇ ପୋଲିସ ଡିପିସି ଉମାଶଙ୍କର ଦାଶଙ୍କ ସୂଚନା ଅନୁଯାୟୀ, ଭୋର ସାଢେ ୪ଟାରୁ ୫ଟା ଭିତରେ କଟକ ରୋଡ ଝାରପଡାରେ ଥିବା ଏକ ଇଣ୍ଡିଆନ ବ୍ୟାଙ୍କର ଏଟିଏମକୁ ତାଡି ଟଙ୍କା ଲୁଟ୍…

ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ସମ୍ବିତ ପାତ୍ର

ପୁରୀ: ହାଜତ ମୁତ୍ୟୁ ଘଟଣାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ପୁରୀର ପୂର୍ବତନ ଏସପି ଅଖିଳେଶ୍ୱର ସିଂଓ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମୃତ କେ…

ସପ୍ତାହକ ପାଇଁ ୧ କୋଟି ଫିସ୍‌ ନିଅନ୍ତି କପିଲ୍‌!

ମୁମ୍ବାଇ: ଲୋକପ୍ରିୟ କମେଡି ସୋ ଦ କପିଲ ଶର୍ମା ସୋ ହୋଷ୍ଟ ତଥା ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ନିଜର ଭିନ୍ନ ହାସ୍ୟାତ୍ମକ ଶୈଳୀ ପାଇଁ ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି। କପିଲ ଶର୍ମା ଏବଂ ତାଙ୍କ ଟିମ୍‌ ଦର୍ଶକଙ୍କୁ ଖୁବ୍‌ ହସାନ୍ତି ଏବଂ ସେମାନଙ୍କର ସର୍ବୋତ୍ତମ କମେଡି ମାଧ୍ୟମରେ…

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର ଉଦାହରଣ ପାଲଟିଛି କିଟ୍ ବିଶ୍ୱବିଦ୍ୟାଳୟ

ଆନୁଷ୍ଠାନିକ ଶୈକ୍ଷିକ ଜୀବନରେ ସ୍ନାତକ ଶେଷ ସୋପାନ ନୁହେଁ। ଏହା ଜଣଙ୍କ କ୍ୟାରିଅର୍‍ର ଅୟମାରମ୍ଭ। ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ନାତକ ହେବାର ଦିନ-ସମାବର୍ତ୍ତନ ଦିବସକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ବର୍ଷକରେ ଥରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଦିନଟି…

ରାଜ୍ୟରେ ୮୦୦ ତଳକୁ ଖସିଲା କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୭୭୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୨୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ସମସ୍ତ ପଜିଟିଭଙ୍କ ମଧ୍ୟରୁ…

ବିିଧାନସଭା ଆପରାହ୍ନ ୩ଟା ଯାଏଁ ମୁୁଲତବୀ

ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାନସଭାରେ ହଙ୍ଗାମା ହୋଇଛି । ଗୃହରେ ବିଜେପି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ । ଏଥି ସହ ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ ଦାବି କରିଛନ୍ତି । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୩ଟା ଯାଏଁ ମୁଲତବୀ…

ଡ୍ରଗ୍ସ ଜାଲରେ ଟେଲିଭିଜନ୍‌ ଜଗତର ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବର୍ତ୍ତମାନ ବଲିଉଡ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତ ସିଂଙ୍କ ମୁମ୍ବାଇ ଘରେ ଚଢାଉ କରିଛି ଏବଂ ତାଙ୍କ ଘରୁ ନିଶାଯୁକ୍ତ ଦ୍ରବ୍ୟ ଗଞ୍ଜ ଉଦ୍ଧାର କରାଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମୁମ୍ବାଇ ଜୋନାଲ ୟୁନିଟ୍ ହାସ୍ୟ…

ଆମାଜନ୍‌କୁ ଶକ୍ତ ଧକ୍କା; ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଫ୍ୟୁଚର ଗ୍ରୁପ୍‌ର ଚୁକ୍ତିକୁ ମିଳିଲା ସିସିଆଇର ଅନୁମୋଦନ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରି ପାଇଁ ଆସିଛି ଏକ ଖୁସି ଖବର। ବାସ୍ତବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଫ୍ୟୁଚର ଗ୍ରୁପ୍ ର ଚୁକ୍ତିକୁ ପ୍ରତିଯୋଗିତା ଆୟୋଗ (ସିସିଆଇ) ଦ୍ୱାରା ଅନୁମୋଦିତ ହୋଇଛି। ଏହା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବର୍ତ୍ତମାନ ଫ୍ୟୁଚର ଗ୍ରୁପ୍ ର ବ୍ୟବସାୟକୁ ଗ୍ରହଣ…

ବିଶ୍ୱ କରୋନା; ୨୪ ଘଣ୍ଟାରେ ୬.୫୯ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ପ୍ରକୋପ ଜାରି ରହିଛି। ପ୍ରତିଦିନ କରୋନା ସଂକ୍ରମଣ ମାମଲା ରେକର୍ଡ ସ୍ତରରେ ଆସୁଛି ଏବଂ ସଂକ୍ରମିତ ଲୋକଙ୍କ ଜୀବନ ନଷ୍ଟ ହେଉଛି। ସମଗ୍ର ବିଶ୍ୱର ୨୧୮ଟି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଲକ୍ଷ ୫୯ ହଜାରରୁ ଅଧିକ ନୂତନ କରୋନା ସଂକ୍ରମଣ ମାମଲା ରିପୋର୍ଟ…

ଡୋନାଲ୍ଡ ଟ୍ରମ୍ପ ଜୁନିୟର୍‌ କରୋନା ଆକ୍ରାନ୍ତ; ଆମେରିକା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ ୪୨ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପ ଜୁନିୟର୍‌ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏହି ସମୟରେ, ସେ ସଙ୍ଗରୋଧରେ ରହିଛନ୍ତି। ମୁଖପାତ୍ର କହିଛନ୍ତି ଯେ ତାଙ୍କ କରୋନା ପରୀକ୍ଷା ଏହି ସପ୍ତାହରେ କରାଯାଇଥିଲା। ତଥାପି ତାଙ୍କର କୌଣସି ଲକ୍ଷଣ…