ଅପହରଣର ୫ ଦିନ ପରେ ନବଜାତ ଶିଶୁକୁ ଥାନା ସାମ୍ନାରେ ଛାଡ଼ିଗଲେ ଅପହରଣକାରୀ
ଅପହରଣର ୫ ଦିନ ପରେ ଶିଶୁ କନ୍ୟାକୁ ଥାନା ସାମ୍ନାରେ ଛାଡ଼ିଗଲେ ଅପହରଣକାରୀ
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ ଡାକ୍ତରଖାନାରୁ ୫ ଦିନ ତଳେ ଏକ ନବଜାତ ଶିଶୁକୁ ଜଣେ ମହିଳା ଚୋରାଇ ନେଇଥିବା ବେଳେ ଶୁକ୍ରବାର ସକାଳେ ତାକୁ ଥାନା ଫାଟକ ସାମ୍ନାରେ ରଖି ପଳାଇଥିବା ସୂଚନା ମିଳିଛି।…