ଯାଜପୁରର ତେଲେଙ୍ଗା ସାହିରେ ପୋଲିସର ଅତର୍କିତ ଚଢ଼ାଉ
ଯାଜପୁର: ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ କୋରାଇ ଥାନା ପୁର୍ବକୋଟ ତେଲେଙ୍ଗା ବସ୍ତିରେ ଅତର୍କିତ ଚଢାଉ କରାଯାଇଛି। ଏକ ଡକାୟତି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଯାଜପୁର ଏସ୍.ପି ଚରଣସିଂ ମୀନାଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ସ୍କ୍ୱାର୍ଡ ଏହି ଚଢାଉ କରିଛି ।
ଏହି ଚଢାଉ ସମୟରେ…