Latest Odisha News

BREAKING NEWS

ରାଉରକେଲା ବିମାନବନ୍ଦରରୁ ଖୁବଶୀଘ୍ର ଉଡ଼ାଣ, ସ୍ଥିତି ଅନୁଧ୍ୟାନ କଲା ଏଏଆଇ ଟିମ୍

ରାଉରକେଲା: ଭୁବନେଶ୍ୱର ଓ ଝାରସୁଗୁଡ଼ା ପରେ ଖୁବଶୀଘ୍ର ରାଉରକେଲାରୁ ଦେଶର ବିଭିନ୍ନ ସହରକୁ ଆରମ୍ଭ ହୋଇପାରେ ଦୈନିକ ବିମାନ ସେବା । ୭୦ ଆସନ ବିଶିଷ୍ଟ ଘରୋଇ ବିମାନ ଉଡ଼ିପାରେ କ୍ଷ ଆଜି ଏୟାର ଅଥରିଟି ଅଫ ଇଣ୍ଡିଆ ବା ଏଏଆଇର ଦୁଇ ଜଣିଆ ଟିମ୍ ରାଉରକେଲାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ…

ପୁରୀ ହାଜତ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ

ପୁରୀ: ହାଇକୋର୍ଟରେ ପହଞ୍ଚିଛି ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା । ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଆଇନଜୀବୀ ଶରତ ରାୟଗୁରୁ ହାଜତ ମୃତ୍ୟୁ ଅଭିଯୋଗ ମାମଲା ନେଇ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ ଅପିଲ କରିଛନ୍ତି ଆବେଦନକାରୀ । ଏହାସହ…

୨୬/୧୧ ଆକ୍ରମଣ ପରି ଥିଲା ଯୋଜନା, ପ୍ରଧାନମନ୍ତ୍ରୀ କଲେ ଉଚ୍ଚସ୍ତରୀୟ ବୈଠକ

୨୬/୧୧ ପରି ଆକ୍ରମଣ ଯୋଜନାରେ ଥିଲେ ନଗରୋଟାରେ ନିହତ ଆତଙ୍କବାଦୀ । କୁହାଯାଉଛି କି ୨୬/୧୧ ବର୍ଷ ପୂର୍ତ୍ତି ଅବସରରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ହେଲେ ଆତଙ୍କବାଦୀଙ୍କ ଯୋଜନା ଫସର ଫାଟିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ୪ ଆତଙ୍କବାଦୀ । ଜମ୍ମୁକଶ୍ମୀର…

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି, ବସ୍ତା ଓ ବ୍ୟାଗରେ ବୋହିନେଲେ ଲୋକ

ସୁନ୍ଦରଗଡ଼: ରାସ୍ତାକଡ଼ରେ ଓଲଟି ପଡିଲା କୁକଡ଼ା ବୋଝେଇ ଗାଡ଼ି । ଡ୍ରାଇଭର ଓ ଅନ୍ୟମାନଙ୍କୁ ଲୋକ ଉଦ୍ଧାର କରିବେ କଣ କୁକୁଡ଼ା ବୋହିବାରେ ବ୍ୟସ୍ତ ସମସ୍ତେ । ଏମିତି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ଦୁର୍ଘଟଣାର ଫାଇଦା ନେଇ ଲୋକ ଘରକୁ ବୋହି ନେଲେ କୁକୁଡ଼ା । ବ୍ୟାଗ, ବସ୍ତା…

ସେହୱାଗଙ୍କୁ ଜବାବ୍ ଦେଲେ ମ୍ୟାକ୍ସୱେଲ୍ !

ଭୁବନେଶ୍ୱର: ଚଳିତ ବର୍ଷ ଆଇପିଏଲଠାରୁ ଆରମ୍ଭ ହୋଇଥିଲା ବୀରେନ୍ଦ୍ର ସେହୱାଗଙ୍କ ବୀରୁକି ବୈଠକ । ଏହି ଭିଡିଓ ସେସନ୍‌ରେ ସେହୱାଗ କ୍ରିକେଟରଙ୍କ ପ୍ରଦର୍ଶନ ନେଇ ଖୋଲାଖୋଲି ସମାଲୋଚନା କରିବା ସହ ପ୍ରଶଂସା ବି କରିଥାନ୍ତି । ତେବେ ନିକଟରେ ଅଷ୍ଟ୍ରେଲୀୟ ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ନେଇ…

ବାରମ୍ବାର ନିରାଶ ହେବା ପରେ ତହସିଲ ଅଫିସରେ ନିଆଁ ଲଗାଇଲେ ଯୁବକ

ରେଙ୍ଗାଲି: ବାରମ୍ବାର ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ଯୁବକ ତହସିଲ ଅଫିସରେ ଲଗାଇଲେ ନିଆଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରେଙ୍ଗାଲି ତହସିଲ ଅଫିସ ପରିସରରେ। ପ୍ରାପ୍ତ ସୂଚନା ଅନୁଯାୟୀ, ଜମିଜମା କାମରେ ଯୁବକ ଜଣଙ୍କ ବାରମ୍ବାର ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ…

୮୭ ଘଣ୍ଟାରେ ୨୦୮ ଦେଶ ବୁଲି ରେକର୍ଡ କଲେ ମହିଳା

ଭୁବନେଶ୍ୱର: ବିଭିନ୍ନ ଦେଶ ବୁଲିବାର ନିଶା ଜଣେ ମହିଳାଙ୍କୁ ଗିନିଜ୍ ୱାର୍ଲଡ ରେକର୍ଡର ଅଧିକାରୀ ବନାଇଛି । ଦୁବାଇର ଡା. ଖୱାଲା ରୋମାଇଥୀ ନାମକ ଜଣେ ମହିଳା ୮୭ ଘଣ୍ଟାରୁ ବି କମ୍ ସମୟରେ ସାତଟି ମହାଦେଶ ପରିଭ୍ରମଣ କରିଥିଲେ । ଯେଉଁଥିରେ ସେ ୨୦୮ଟି ଦେଶକୁ ଯାତ୍ରା କରିଥିଲେ । ଠିକ୍ କରୋନା…

ଫିଜିଓଥେରାପିଷ୍ଟଙ୍କୁ ବିବାହ କରିଛନ୍ତି ପ୍ରଭୁଦେବା !

ମୁମ୍ବାଇ: ବେଶ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା ନିଜ ଭାଣିଜୀକୁ ବିବାହ କରିବେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଭୁଦେବା । ହେଲେ ଏବେ ଯାହା ଜଣାପଡୁଛି ଖୋଦ ପ୍ରଭୁଦେବା ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଶୁଣିବାକୁ ମିଳିଛି ପ୍ରଭୁଦେବା କୁଆଡେ ଚଳିତବର୍ଷ ସେପ୍ଟେମ୍ବର ମାସରେ…

ପୁନର୍ବାର ବାପା ହେଲେ ଏବି ଡିଭିଲର୍ସ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟ ଖେଳାଳି ଏବି ଡିଭିଲର୍ସ ପୁନର୍ବାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ଡିଭିଲର୍ସ ଏଥର କନ୍ୟା ସନ୍ତାନର ବାପା ହୋଇଛନ୍ତି । ସେ ଏହି ଖବର ସୋସିଆଲ ସାଇଟରେ ଶେୟାର କରିବା ସହ ପତ୍ନୀ ଡ୍ୟାନିୟଲ ଓ ଝିଅ…

ହାଜତ ମୃତ୍ୟୁ ପ୍ରତିବାଦରେ ଭୁବନେଶ୍ୱରରେ ବିଜେପିର ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗରେ ଭୁବନେଶ୍ୱରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଏତିକିବେଳେ ପୋଲିସ ସହ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ବିଜେପି କର୍ମୀ ଓ ମହିଳା ମୋର୍ଚ୍ଚ ପକ୍ଷରୁ ବିକ୍ଷୋଭ…