Latest Odisha News

BREAKING NEWS

ଭିତରକନିକାରେ ପୁଣି ଆରମ୍ଭ ହେଲା ଡ଼ଲଫିନ ଗଣନା

ପଟ୍ଟାମୁଣ୍ଡେଇ: ଭିତରକନିକା ରେ ପୁଣି ଥରେ ଆରମ୍ଭ ହୋଇଛି ଡ଼ଲଫିନ ଗଣନା। ଆଜି ସଖାଳ ୭ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି। ସୂଚନାନୁସାରେ, ବନବିଭାଗର ୯ ଟିମରେ ୪୫ ଜଣ ସଦସ୍ୟ ଗଣନାରେ ନିୟୋଜିତ ହୋଇଛନ୍ତି । ଦେବି ମୁହାଣ ରୁ ଧାମରା…

ଆଜି ମୁଜାଫରନଗରରେ ଚାଷୀଙ୍କ ମହାପଞ୍ଚାୟତ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲିକୁ ନେଇ ହିଂସା ପରେ ଦିଲ୍ଲୀ ସୀମାରେ ପୋଲିସ ସକ୍ରିୟ ହୋଇଛି । ଗୁରୁବାର ଗାଜିପୁର ବର୍ଡରରେ ଆହୁରି ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ରାକେଶ ଟିକାୟତଙ୍କ ସମର୍ଥକ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧର କରି ରାସ୍ତା ଜାମ କରିଛନ୍ତି । ଟିକାୟତଙ୍କୁ…

ରାଜନଗରରେ ଭୟାବହ ଅଗ୍ନିକାଣ୍ଡ; ବାପା-ମାଙ୍କ ଆଗରେ ଜଳିଗଲା କୁନି ଝିଅ

ରାଜନଗର: ରାଜନଗର ଓକିଲ ପାଳ ଗାଁରେ ଅଘଟଣ। ବାପା- ମାଆଙ୍କ ଆଖି ଆଗରେ ଜଳିଗଲା ୩ ବର୍ଷର ଝିଅ । ପଲାରେ ଶୋଇଥିବା ବେଳେ ନିଆଁ ଲାଗିଥିବା ସନ୍ଦେହ । ଏହି ଅଗ୍ନିକାଣ୍ଡରେ ବାପା- ମା ସମେତ ୧୨ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି…

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ୱର: କିଛିଦିନ ହେବ ରାଜ୍ୟରୁ ଶୀତ ଗାଏବ ହୋଇ ଯାଇଥିବା ବେଳେ ପୁଣି ଶୀତ ଫେରିଛି। ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା।ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ଶୀତର ପ୍ରକୋପ ଅଧିକ ରହିବା ନେଇ ଅନୁମାନ କରାଯାଇଛି।…

ରମାଦେବୀ ଛାତ୍ରୀ ମୃତ୍ୟୁ ଘଟଣା; ପୋଲିସ କବ୍ଜାରେ ରାକେଶ ସ୍ୱାଇଁ

ଭୁବନେଶ୍ୱର: ଆଉ ଏକ ନୂଆ ମୋଡ଼ ନେଇଛି ରମାଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣା। ଗୁରୁବାର ରାତିରେ ଭୁବନେଶ୍ୱରରୁ ବନ୍ଧା ହୋଇଛନ୍ତି ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ । ରାକେଶ ସ୍ୱାଇଁଙ୍କୁ ଅଟକ ରଖି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ପଚରାଉଚରା…

ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

ପୁରୀ:ଶ୍ରୀନହରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ। ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ମଧ୍ୟ ହୋଇଥିଲେ। ଏଥିପାଇଁ ଶ୍ରୀନହରରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରୀତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୨୯-୧-୨୦୨୧ରିଖ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜାନୁଆରୀ ତା ୨୯ ରିଖ ଶୁକ୍ରବାର ମକର ୧୬ଦିନ ମାଘ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଆଜିର ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଆଜିର ନିଷେଧ ଖାଦ୍ୟ-ପାଣି କଖାରୁ…

ନାଗାଲ୍ୟାଣ୍ଡର ୧୬ ବର୍ଷୀୟ ବୋଲରଙ୍କୁ ଟ୍ରାଏଲ ପାଇଁ ଡକାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ରେକର୍ଡ ୫ଥର ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯୁବ ଖେଳାଳିଙ୍କୁ ସର୍ବଦା ପ୍ରାଧାନ୍ୟ ଦେଇଥାଏ । ଏଥିଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କ ପରି ଖେଳାଳି ଟିମ୍ ଇଣ୍ଡିଆ…

ଓଡ଼ିଶାରୁ ଦିନକରେ ୧୩୨ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୩୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୩ ଜଣ ରହିଛନ୍ତି। ତା' ତଳକୁ ପୁରୀରୁ ୨୦ ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

କ୍ୟାନ୍ସର ଆକ୍ରାନ୍ତ ଝିଅର ମନୋବଳ ବଢ଼ାଇବା ପାଇଁ ମାଆ ବି ନିଜ ଚୁଟି କାଟିଲେ

ନୂଆଦିଲ୍ଲୀ: ମାଆ ଶବ୍ଦ ସବୁ କିଛି ସମ୍ଭବ କରିପାରେ । ତ୍ୟାଗର ପ୍ରତିମୂର୍ତି ମାଆର ଆଉ ଏକ ରୂପ ସୋସିଆଲ ସାଇଟରେ ଦେଖିବାକୁ ମିଳିଛି । ଲୁସିୟାନା ରିବେଲା ନାମକ ଜଣେ ମହିଳା କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି । ଏଥିଯୋଗୁ ତାଙ୍କ ଚୁଟି ଝଡିବା ଆରମ୍ଭ ହୋଇଥିଲା । ଏହା ଦେଖି ତାଙ୍କ ମାଆ ନିଜ ଝିଅର…