Latest Odisha News

BREAKING NEWS

ଆଜି ରାତିରେ ଏହି ୧୨ଟି ଜିଲ୍ଲାକୁ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ସଦ୍ୟତମ ସୂଚନା ଅନୁଯାୟୀ ଆଜି ରାତିରେ ଓଡ଼ିଶାର ୧୨ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଶୁକ୍ରବାର ରାତି ୧୧ଟା ୩୦ ମଧ୍ୟରେ ୧୨ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି…

ଆସୁଛି ରଜ ହୋଇ ସଜବାଜ…

ଆସୁଛି ରଜ ହୋଇ ସଜବାଜ... ସୁଶାନ୍ତ କୁମାର ନନ୍ଦ ମେଘ ରାଇଜରୁ ବରଷା ଆସିବ ଡାକ ଆଜି ଦେଖ ଦେଲାଣି ଗିରିଷିମ ଏବେ ବାହୁଡ଼ିବ ବୋଲି ସଜବାଜ ପରା ହେଲାଣି । ଏତିକି ବେଳକୁ ଓଡ଼ିଆ ଘରକୁ ଆସିଗଲା ଦେଖ କିଏରେ, ଘରେ ଘରେ ବାସେ କେତେ ପିଠା ପଣା ବଡ଼ ପରବଟେ ସିଏରେ । ଗାଁ ଆମ୍ବ ତୋଟା…

ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଉଡାଇବାକୁ ଧମକ

ଲକ୍ଷ୍ନୌ:ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନକୁ ଉଡାଇଦେବା ପାଇଁ ଫୋନରେ ଧମକ ଆସିଛି । ଏହା ସହିତ ଆହୁରି ୫୦ ପାଖାପାଖି ବାସଭବନକୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ଉକ୍ତ ଫୋନ କଲରେ କୁହାଯାଇଛି । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଂଟି ବୋମା…

‘ରଜ ପର୍ବ’କୁ ନେଇ କ’ଣ ରହିଛି ବିଶ୍ବାସ ଓ ପରମ୍ପରା

ଭୁବନେଶ୍ୱର: ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି । ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୋଇଥାଏ । ସାଧାରଣତଃ ଜ୍ୟେଷ୍ଠ ମାସର ଶେଷ ଦିନକୁ ପହିଲି ରଜ କୁହାଯାଏ । ସେହିପରି ଆଷାଢ ମାସର ପ୍ରଥମ ଦିନକୁ…

ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସ ବିପଦକୁ ଦେଖି ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ କରାଯାଇଛି । ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି । ମହାମାରୀକୁ ଦୃଷ୍ଟିରେ ରଖି ସୀମିତ ଓଭର ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଜିମ୍ବାସ୍ବେ ଯିବ ନାହିଁ । ଏହାର ଗୋଟେ ଦିନ ପୂର୍ବରୁ…

ଗଂଜାମରେ ବି ପାଳନ ହେବନି ରଜ..୧୬ ତାରିଖ ଯାଏଁ ଲାଗୁ ହେଲା କଟକଣା

ଗଂଜାମ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଂଜାମରେ ପାଳନ ହେବନାହିଁ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ୧୬ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ । ରଜଦୋଳି, ଭୋଜିଭାତ, ମହୋତ୍ସବ କରାଯାଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।…

ରଜରେ ବିଭିନ୍ନ ପ୍ରକାର ପିଠାର ହୋମ୍ ଡେଲିଭରି କରିବ ଓଟିଡିସି

ଭୁବନେଶ୍ୱର: କୋଭିଡ-୧୯ ହେତୁ ଚଳିତ ବର୍ଷ ରଜ ପର୍ବ ଉତ୍ସବ ଟିକେ ନିଆରା ହେବ ଜ୍ଝ କିଛି ଆୟୋଜକ ସାମାଜିକ ଦୂରତା ନିୟମ ଅନୁସରଣ କରି ଏହି ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ‘Pitha on Wheel’ ଜରିଆରେ ବିଭିନ୍ନ ପ୍ରକାର ପିଠାପଣାର…

ରାଉରକେଲା ଦିଲସାନ ଖାନ ହତ୍ୟାକାଣ୍ଡ ମାମଲାରେ ୯ ଗିରଫ

ରାଉରକେଲା: ଜୁନ ୭ ତାରିଖରେ ରାଉରକେଲା ରେଲୱେ କଲୋନୀରେ ହୋଇଥିବା ଦିଲସାନ ହତ୍ୟାକାଣ୍ଡ ମାମଲାରେ ଆଜି ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଏ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି । ରାଉରକେଲା ଏସପି ଶିବ ସୁବ୍ରମଣ୍ୟମ ଏକ ସାମ୍ବାଦିକ…

ଅନ୍ତରୀକ୍ଷ ବୈଜ୍ଞାନିକଙ୍କୁ ପଦାର୍ଥର ୫ମ ଅବସ୍ଥାର ପ୍ରମାଣ ମିଳିଲା !

ପ୍ୟାରିସ: ବୈଜ୍ଞାନିକମାନେ ପଦାର୍ଥର ୫ମ ଅବସ୍ଥାର ପ୍ରମାଣ ପାଇଛନ୍ତି । ଏହା ବିଶ୍ୱାସ ନ ହେଲେ ବି ସତ । ଭାରତର ସତ୍ୟେନ୍ଦ୍ର ନାଥ ବୋସ ଏବଂ ଆଲବର୍ଟ ଆଇନଷ୍ଟାଇନ ୧୯୨୦ରେ ଏ ସମ୍ପର୍କରେ ଥିଓରି ଉପସ୍ଥାପନ କରିଥିଲେ । ସେଥିପାଇଁ ଏହାକୁ ବିଇସି କୁହାଯାଏ । ନିକଟରେ ଅନ୍ତରାଷ୍ଟ୍ରୀୟ ସ୍ପେଶ…

ରାଜସ୍ଥାନରେ ରାଜ୍ୟସଭା ସିଟ ନେଇ ଗୋଟି ଚାଳନା ଆରମ୍ଭ

ଜୟପୁର:ରାଜସ୍ଥାନରେ ଚଳିତମାସ ୧୯ରେ ରାଜ୍ୟସଭା ନିର୍ବାଚନ ହେବ । ଏଠାରେ କଂଗ୍ରେସ କ୍ଷମତାରେ ଥିଲେ ମଧ୍ୟ ବିଜେପି ସିଟ ଛଡାଇନେବ ବୋଲି ଭୟ ସୃଷ୍ଟି ହୋଇଛି । ଫଳରେ ଉଭୟ ଦଳ ସତର୍କତାର ସହ ସେମାନଙ୍କ ଗୋଟି ଚାଳନା କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ବିଜେପି ଘୋଡାବେପାର କରୁଛି…