Latest Odisha News

BREAKING NEWS

ଏହି ଦିନ ରିଲିଜ୍ ହେବ ପ୍ରଭାସଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର ‘ଆଦିପୁରୁଷ’

ନୂଆଦିଲ୍ଲୀ: ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ଏବେ ଚାରିଆଡେ ଆଲୋଚନା ହେଉଛି। ଗୁରୁବାର ନିର୍ମାତା ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ପ୍ରଭାସଙ୍କ ଏହି ମେଗା ବଜେଟ୍ ଚଳଚ୍ଚିତ୍ର ୨୦୨୨ ମସିହାରେ ମୁକ୍ତିଲାଭ କରିବ। ଅଭିନେତା ପ୍ରଭାସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ…

ଦେଶରେ ବଢିଲା: ଦିନକରେ ୪୫,୫୭୬ କରୋନା ଆକ୍ରାନ୍ତ, ୫୮୫ ମୃତ

ନୂଆଦିଲ୍ଲୀ: ଶୀତ ଦିନ ଆସିଲାଣି । ଦେଶରେ ବଢିଲାଣି କରୋନା କାୟା । ୩୦ ହଜାର ୪୦ ହଜାର ତଳକୁ ଦୈନିକ କେସ୍ କମିଥିଲା । ଏବେ ପୁଣି ଥରେ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୫୭୬ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ପଜିଟିଭ୍ କେସ୍ ୮୯ ଲକ୍ଷ ୫୮ ହଜାର ୪୮୪କୁ…

କରୋନା କାୟାରେ ଦିଲ୍ଲୀ: ଦିନକରେ ରେକର୍ଡ ୧୩୧ ମୃତ ଓ ୭୪୮୬ ପଜିଟିଭ୍, ସର୍ବଦଳୀୟ ବୈଠକ ଡାକିଲେ ଜେକ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର ତୃତୀୟ ଲହର । ମହାମାରୀ ମାଡ଼ି ମାଡ଼ି ଚାଲିଛି । ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ଭାଇରସ୍ । ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲାରେ ରେକର୍ଡ ୧୩୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ସମୟରେ ସଂକ୍ରମିତ…

ଆଇସୋଲେସନରେ ସଲମାନ ଖାନ

ମୁମ୍ୱାଇ: ଆଇସୋଲେସନରେ ବଲିଉଡ୍ ଅଭିନେତା ସଲମାନ ଖାନ । ତାଙ୍କର ତିନି ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ସେ ପୃଥକବାସରେ ଥିବା ଜଣା ପଡିଛି । ସଂକ୍ରମିତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଡ୍ରାଇଭର । ସେମାନେ ଚିକିତ୍ସା ପାଇଁ ବମ୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ଅଲୋଡା ଶିଶୁ ପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ପେନୀୟ ଦମ୍ପତି

କୋରାପୁଟ: ରାସ୍ତା କଡରୁ ଉଦ୍ଧାର ହୋଇଥିବା ଅଲୋଡା ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସ୍ପେନୀୟ ଦମ୍ପତି। ସୂଚନା ଅନୁଯାୟୀ ପାଖାପାଖି ୨ ବର୍ଷ ହେବ କୋରାପୁଟ ପ୍ରଶାସନ ଦ୍ବାରା ରାସ୍ତାକଡରୁ ଏକ ଶିଶ ପୁତ୍ରକୁ ଉଦ୍ଧାର କରାଯାଇଥିଲା। ଯାହା ପରେ ତାକୁ ଆଣି ଶିଶୁ ପରିଚର୍ଯ୍ୟା…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ । ଟ୍ରକରେ ଆସୁଥିବା ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାବାହିନୀ । ଜମ୍ମୁ କଶ୍ମୀର ଜାତୀୟ ରାଜପଥ ନାଗରୋଟା ବାନ ଟୋଲପ୍ଲାଜା ନିକଟରେ ଗୁଳିବିନିମୟ ହୋଇଥିଲେ । ଗୁଇନ୍ଦା ସୂଚନା ଆଧାରରେ ଟୋଲ ପ୍ଲାଜାରେ ନିକଟରେ ନାକାବନ୍ଦୀ…

ଭାରସାମ୍ୟ ହରାଇ ବ୍ରିଜରେ ପିଟି ହେଲା ବାଇକ୍, ଦୁଇ ଆରୋହୀ ମୃତ

ସମ୍ୱଲପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ରାସ୍ତାର ଡ଼ିମିରିକୁଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ରେଢ଼ାଖୋଲ ଏଲଆଇସି କଲୋନୀର ଅଭିଜିତ ପାଣିଗ୍ରାହୀ ଓ ରଥସାହିର…

ଦୁଷ୍କର୍ମକାରୀକୁ ସଜା: ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ଜରିମାନା

ନୂଆପଡ଼ା: ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ । ୨୦୧୮ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ନୂଆପଡ଼ା ପୋକସୋ କୋର୍ଟ । ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା ହୋଇଛି । ୨୦୧୮ରେ ଅଭିଯୁକ୍ତ ନୂଆପଡ଼ା ଥାନା…

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଜାଣନ୍ତୁ ସଂକ୍ଷେପରେ କିଛି…

ନୂଆଦିଲ୍ଲୀ: ଆଇରନ୍ ଲେଡି ଅଫ୍ ଇଣ୍ଡିଆ ଭାବରେ ବେଶ୍ ଜଣାଶୁଣା ଇନ୍ଦିରା ଗାନ୍ଧୀ। ଯିଏକି ଭାରତୀୟ ଇତିହାସ‌ର‌େ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଭାବରେ ପରିଗଣିତ ମଧ୍ୟ ହୋଇଥିଲେ। ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥି‌ଲେ ଇନ୍ଦିରା ଗାନ୍ଧୀ। ସେ ଦୀର୍ଘ ୧୫ ବର୍ଷ ଧରି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୧୯-୧୧-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧୯ ରିଖ ଗୁରୁବାର ବିଛା ୪ ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର     ଘାତ ବାର-: ତୁଳା ଓ କୁମ୍ଭ ରାଶିର      ଘାତ ଚନ୍ଦ୍ର:- ତୁଳା, କୁମ୍ଭ…