Latest Odisha News

BREAKING NEWS

୨୫ ବର୍ଷ ବୟସରେ ମା’ ହୋଇଥିଲେ ସୁସ୍ମିତା

ନୂଆଦିଲ୍ଲୀ: ନଭେମ୍ବର ୧୯ରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ହାଇଦ୍ରାବାଦର ଏକ ବୈଦ୍ୟବ୍ରହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ସୁସ୍ମିତାଙ୍କ ପିତା ଭାରତୀୟ ବାୟୁସେନାରେ ୱିଙ୍ଗ କମାଣ୍ଡର ଥିଲେ ଏବଂ ତାଙ୍କ ମା ଦୁବାଇ ସ୍ଥିତ ଏକ ଦୋକାନରେ…

ହଜାରେ ତଳେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ରାଜ୍ୟରୁ ୮୬୮ ପଜିଟିଭ୍

ଭୁବନେଶ୍ୱର: ଗତ ସପ୍ତାହେ ହେବ ରାଜ୍ୟରେ କ୍ରମାଗତ ଭାବରେ ହଜାରେ ତଳେ ରହିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କମୁଛି ଲୋକାଲ୍ କଣ୍ଟାକ୍ଚ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସଂକ୍ରମିତ ହୋଇଛନ୍ତି ଆଉ ୮୬୮ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୯୯ ଜଣ ଥିବା ବେଳେ ଲୋକାଲ…

ଫିଲ୍ମ ‘ପିରିଅଡ୍‌‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍ସ’ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇବେ ସୁମନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପିରିଅଡ୍‌‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍ସ' ପାଇଁ ଉତ୍ତରପ୍ରଦେଶର ହାପୁର ଜିଲ୍ଲାର ସଦର ତହସିଲ ଅଞ୍ଚଳର କାଥିକେଡା ଗାଁର ବାସିନ୍ଦା ସୁମନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ୨୪ ନଭେମ୍ବରରେ ମୁମ୍ବାଇରେ ଆୟୋଜିତ…

ଦଳି ଦେଲା ଦନ୍ତା, ଦୁଇ ଜଣଙ୍କର ମୃତ୍ୟୁ

ସୁନ୍ଦରଗଡ଼: ଦଳି ଦେଲା ଦନ୍ତା । ହାତୀ ଆକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଲାଠିକଟା ବ୍ଲକ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜି ସକାଳେ ମଲଙ୍ଗା ଗାଁର ଗାନ୍ଦୁରୁ ଓରାମ ନିଜ ଘର ନିକଟ ବଗିଚାରେ କାମ କରୁଥିଲେ । ଏତିକିବେଳେ ଏକ ଦନ୍ତାହାତୀ ତାଙ୍କୁ କଚାଡ଼ି …

ମାଲକାନଗିରିରେ ଘାଟି ତଳକୁ ଖସିଲା ଗାଡ଼ି: ଜଣେ ମୃତ ଓ ୬ରୁ ଅଧିକ ଆହତ

ମାଲକାନଗିରି: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏହି ଦୁର୍ଘଟଣା ଘଟିଛି । ଆଜି ଏକ କମାଣ୍ଡରରେ ବଣ୍ଡା ଘାଟିରୁ ଖଇରିପୁଟ ଅଭିମୁଖେ କିଛି ଯାତ୍ରୀ ଯାଉଥିଲେ ।…

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱର ୨୧୭ଟି ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଛି। ବର୍ତ୍ତମାନ ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହ ୧୦,୮୦୧ରୁ ଅଧିକ ଲୋକଙ୍କର କରୋନା ଜନିତ…

ଟେସଲା ମୁଖ୍ୟ ଏଲନ୍ ମସ୍କ ଏବେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଗୋଟିଏ ପଟେ ଅନେକ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଛି, ଅନ୍ୟ ପଟେ ଅନେକ ବ୍ୟବସାୟ ମଧ୍ୟ ଏଥିରୁ ଉପକୃତ ହୋଇଛନ୍ତି। ଅନେକ କମ୍ପାନୀ ଅଛି ଯାହା କରୋନା ମହାମାରୀ ହେତୁ ବହୁ କ୍ଷତି ସହ ଚାଲିଛି। ଏଭଳି ପରିସ୍ଥିତିରେ ସ୍ପେସ୍ ଏକ୍ସ ଏବଂ ଟେସଲାର ମୁଖ୍ୟ ଏଲନ୍…

ଆଜି ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ ୨୦୨୦ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାଙ୍ଗାଲୋର ଟେକ୍ ସମ୍ମିଳନୀ ୨୦୨୦ (ବିଟିଏସ୍ ୨୦୨୦) ର ଉଦଘାଟନ କରିବେ। ଏହି ବିଶେଷ କାର୍ଯ୍ୟକ୍ରମରେ, ନୂତନ ଟେକ୍ନୋଲୋଜି ସହିତ ମହାମାରୀ ପରେ ଆସୁଥିବା ପ୍ରମୁଖ ଆହ୍ବାନ ଉପରେ ଆଲୋଚନା କରାଯିବ। ୧୯ ରୁ…

ବୀରମିତ୍ରପୁର ଥାନା ହାଜତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଥାନା ଘେରିଲେ ଉତ୍ୟକ୍ତ ଲୋକ

ବୀରମିତ୍ରପୁର: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ପରିବାର ଲୋକ ପୋଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ପୋଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ତାତିଛନ୍ତି ସ୍ଥାନୀୟ ଲୋକ । ହାଜତ ମୃତ୍ୟୁ…

ପ୍ରଭାବଶାଳୀ ନେତୃତ୍ୱର ଉଦାହରଣ ଦେଇ ନିଆରା ଢଙ୍ଗରେ ଜେଜେମାଙ୍କୁ ମନେ ପକାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ପ୍ରିୟ ଜେଜେମା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ୧୦୩ତମ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀମତି ଇନ୍ଦିରା ଗାନ୍ଧୀ ୧୯ ନଭେମ୍ବର ୧୯୧୭ରେ ଜନ୍ମଗ୍ରହଣ କରିଥିଲେ। ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର…