Latest Odisha News

BREAKING NEWS

ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍, ଧରାପଡ଼ିଲେ ୨ ଲୁଟେରା

ଯାଜପୁର: ଦୋକାନ ବନ୍ଦ କରି ଘରୁ ଯିବା ରାସ୍ତାରେ ସୁନା ବ୍ୟବସାୟୀଙ୍କ ଉପରେ ଆକ୍ରମଣ ପରେ ଲୁଟ୍ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ୨୦ ହଜାର ଟଙ୍କା ଧରି ଚମ୍ପଟ ମାରିଲେ ଲୁଟେରା । ଡକାୟତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ବ୍ୟବସାୟୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ…

୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ବନ୍ଧା ହେଲେ ପୋଲିସ ବାବୁ

ଭୁବନେଶ୍ୱର: ହାତ ଗୁଞ୍ଜା ନେଉଥିଲେ ପୋଲିସ ବାବୁ । ଧରିଲା ଭିଜିଲାନ୍ସ । ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭୁବନେଶ୍ୱର ଧଉଳି ଥାନାର ଜଣେ ଏଏସଆଇ । ତାଙ୍କ ନାଁ ତୋଫାନ ଗୁରୁ । ତାଙ୍କୁ ଗିରଫ କରାଯାଇଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ।…

ଭଲ ଖବର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ୯୭% ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଢୁଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରୁ ଆଉ ୧୩ ଶହ ୩ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ସେମାନେ ହସ୍ପିଟାଲରୁ ଡିସଚାର୍ଡ ହୋଇଛନ୍ତି । କଟକରୁ ସର୍ବାଧିକ ୧୦୮, ଅନୁଗୁଳରୁ ୧୦୩, ମୟୂରଭଞ୍ଜରୁ ୧୦୧ ସଂକ୍ରମିତ ସୁସ୍ଥ…

ବଟି ମାଗି ପୁଣି ଦୁଇ ନକଲି ସାମ୍ବାଦିକ ଗିରଫ !

ସମ୍ବଲପୁର: ପୁଣି ସାମ୍ବାଦିକତାକୁ କଳଙ୍କିତ କରିଛନ୍ତି ଦୁଇ ନକଲି ସାମ୍ବାଦିକ । ବେଆଇନ ବଟି ମାଗି ଗିରଫ ହୋଇଛନ୍ତି ଦୁଇ ନକଲି ସାମ୍ବାଦିକ । ସମ୍ବଲପୁର ଜିଲ୍ଲା ବୁର୍ଲାରେ ସାମ୍ନାକୁ ଆସିଛି ଏପରି ଲଜ୍ଜାକର ଘଟଣା । ରିପୋର୍ଟ ଅନୁଯାୟୀ ବିରେନ୍ଦ୍ର ବଗର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ…

ଲେଖାଶ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ପୁରୀରେ ବିଜେଡି ପକ୍ଷରୁ ବିକ୍ଷୋଭ

ପୁରୀ: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀରେ ଜାରି ରହିଛି ବିରୋଧ । ଆଜି ପୁରୀ ଜିଲ୍ଲା ଓ ନଗର ବିଜୁ ଜନତା ଦଳ ପକ୍ଷରୁ ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଦଳୀୟ ନେତା ଓ କର୍ମୀ ମେଡିକାଲ…

ଗୋଆର ପ୍ରଥମ ମହିଳା ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ: ୭୭ ବର୍ଷ ବୟସରେ ଆଜି ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତ୍ରୀ ମୃଦୁଳା ସିହ୍ନାଙ୍କର ନିଧନ ହୋଇଛି । ସେ ଏକ ଧାରାରେ ଥିଲେ ଜଣେ ଜଣାଶୁଣା ହିନ୍ଦୀ ଲେଖିକା, ସାହିତ୍ୟିକ ଓ ଔପନ୍ୟାସିକା । ତା ଛଡା ବିଜେପି ମହିଳା ମୋର୍ଚ୍ଚା ଓ କେନ୍ଦ୍ରୀୟ ସମାଜ କଲ୍ୟାଣ ବୋର୍ଡର…

୧୧ କିଲୋ ଓଜନ କମାଇଲେ କମେଡି କିଙ୍ଗ

ନିଜର ଫିଟନେସକୁ ନେଇ ଖୁବ୍ ସଚେତନ କମେଡି କିଙ୍ଗ କପିଲ ଶର୍ମା । ଏଥିପାଇଁ ସେ ତାଙ୍କ ଓଜନ କମାଇଛନ୍ତି । କପିଲ ପରିବାର ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପୂରା ଫିଟ୍ ଦେଖାଯାଉଛନ୍ତି କପିଲ । ଲକଡାଉନର ଖାଲି ସମୟର ସଦୁପଯୋଗ କରିଛନ୍ତି ଓ ନିଜର ଟ୍ରାନ୍ସଫରମେସନ ଦ୍ବାରା ସମସ୍ତଙ୍କୁ…

ଚୀନର ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର ଖବରକୁ ଭାରତୀୟ ସେନାର ଖଣ୍ଡନ

ଲଦାଖ: ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର ଖବରକୁ ମିଥ୍ୟା ଓ ଗୁଜବ ବୋଲି କହିଛି ଭାରତୀୟ ସେନା । ୟୁକେ ଡେଲିରେ ପ୍ରକାଶିତ ଖବରରେ ଜଣେ ପ୍ରଫେସର ଏହି ସୂଚନା ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଭାରତୀୟ ସେନା ପକ୍ଷରୁ ଟୁଇଟରରେ ଏ ନେଇ ଜବାବ ରଖାଯାଇଛି । ଲଦାଖ ସୀମାରେ ଭାରତ…

ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ସାମିଲ ହେଲା ମହିଳା କ୍ରିକେଟ, ଅଂଶଗ୍ରହଣ କରିବ ୮ ଟିମ୍

ଲଣ୍ଡନ: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ଖେଳ ସାମିଲ ହେବ । ୧୯୯୮ରେ କୁଆଲାଲୁମ୍ପରରେ କ୍ରିକେଟକୁ ସାମିଲ କରାଯାଇଥିଲା । ଏଥିରେ କେବଳ ପୁରୁଷ ଦଳ ଅଂଶଗ୍ରହଣ କରିଥିଲେ । ଆୟୋଜକ ଦେଶ ଭାବେ ଇଂଲଣ୍ଡ ମହିଳା ଦଳ ଏଥିପାଇଁ ଯୋଗ୍ୟତା ହାସଲ କରିସାରିଛି । ଏପ୍ରିଲ…

ଦୁନିଆର ସବୁଠୁ ଦାମୀ ପାରା, ଦାମ୍ ୧୪ କୋଟି ୧୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ଦୁନିଆ ଜାଣିଛି, ଦିନ ଥିଲା ପାରା ସାଜିଥିଲେ ପୋଷ୍ଟମ୍ୟାନ୍ । ରାଜାମହାରାଜ ଅମଳରୁ ଆରମ୍ଭ କରି ଚଳଚ୍ଚିତ୍ରରେ ବି ଏହାର ପ୍ରମାଣ ରହିଛି । ହେଲେ ଏବେ ବଡବଡ ବିଲ୍ଡିଂରେ ସେମାନଙ୍କୁ ବସା ବାନ୍ଧି ରହିବାରେ ଦେଖିବାକୁ ମିଳେ । ହେଲେ ଏହି ପକ୍ଷୀଙ୍କ ଦାମ ଯେ କୋଟିକୋଟି ଟଙ୍କା ତାହା…