Latest Odisha News

BREAKING NEWS

ପରୀକ୍ଷା ବାତିଲ ଦାବିରେ ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ପରୀକ୍ଷା ବାତିଲ ଦାବିରେ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ । ରମାଦେବୀ ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ରାଜ୍ୟର ସମସ୍ତ କଲେଜରେ ଯେଉଁ ଦିନ ଅନୁଷ୍ଠିତ ହେବ ରମାଦେବୀ…

ଦଶପଲ୍ଲାରୁ ବାଘ ଓ ହରିଣ ଛାଲ ଜବତ, ୨ ଗିରଫ

ନୟାଗଡ: ଏସ୍‌ଟିଏଫ୍ ହାତରେ ଧରାପଡିଛନ୍ତି ୨ ବାଘ ଓ ହରିଣ ଛାଲ ବେପାରୀ । ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳରୁ ୨ଟି କଲରା ପତରିଆ ବାଛ ଛାଲ ଓ ହରିଣ ଛାଲ ଜବତ କରାଯାଇଛି । ଏହି ଘଟଣାରେ ଏସ୍‌ଟିଏଫ୍ ଦୁଇ ଜଣଙ୍କୁ ଗିରଫ କରିଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଗିରିପୁଜା ଜଙ୍ଗଲରେ…

ମାଲକାନଗିରି ଓ ନବରଙ୍ଗପୁର ହେଲା କରୋନା ମୁକ୍ତ ଜିଲ୍ଲା

ଭୁବନେଶ୍ୱର: ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ କୋଭିଡ-୧୯ର କୌଣସି ସକ୍ରିୟ ମାମଲା ନାହିଁ। ଯାହା ଫଳରେ ଏହି ୨ ଜିଲ୍ଲା କରୋନା ମୁକ୍ତ ହୋଇଛି। ଏପରିକି ସୋମବାର ଦିନ ମାଲକାନଗିରିରେ ଦୁଇ ଜଣ ଏବଂ ନବରଙ୍ଗପୁରରେ ଜଣେ ରୋଗୀ ଆରୋଗ୍ୟ ହୋଇଛନ୍ତି। ଗତ ମେ ୨୨ରେ ନବରଙ୍ଗପୁରରେ ପ୍ରଥମ…

ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା

କଟକ: ସ୍ନାନଯାତ୍ରାରେ ସେବାୟତ ମାସ୍କ ନପିନ୍ଧିବା ନେଇ ହାଇକୋର୍ଟରେ ମାମଲା ହୋଇଛି । ଆଇନଜୀବୀ ଦିଲ୍ଲୀପ ରାୟ ଏନେଇ ଏକ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ମୁଖ୍ୟଶାସନ ସଚିବ, ମନ୍ଦିର ପ୍ରଶାସନଙ୍କ ସମେତ ୪ ଜଣଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ସ୍ନାନଯାତ୍ରା ବେଳ କୌଣସି…

କ୍ରିକେଟକୁ ବି କଳଙ୍କିତ କରିଛି ବର୍ଣ୍ଣବୈଷମ୍ୟ ବିବାଦ

ଭୁବନେଶ୍ୱର: ବର୍ଣ୍ଣବୈଷମ୍ୟ ମଣିଷଠାରୁ ମଣିଷକୁ ଅଲଗା କରିଥାଏ । ସବୁ କ୍ଷେତ୍ରରେ ଏହା ବ୍ୟାପିଯାଇଛି । ଖେଳ ବିଶେଷ କରି କ୍ରିକେଟ ମଧ୍ୟ ଏଥିରେ କଳଙ୍କିତ ହୋଇଛି । ଆସନ୍ତୁ ଜାଣିବା କିପରି ଏହି ବିବାଦକୁ କ୍ରିକେଟର ନାମ ତଳେ ପକାଇଛି ।୧୯୭୬ରେ ଇଂଲଣ୍ଡର ଅଧିନାୟକ ଟୋନୀ ଗ୍ରେଗ୍ ପ୍ରଥମ କରି…

ଦୁର୍ବଳ ହେଉଛନ୍ତି ପଙ୍ଗପାଳ, ଗତିବିଧି ଉପରେ କରାଯାଉଛି ମନିଟରିଂ

ଭୁବନେଶ୍ୱର: ଦୁର୍ବଳ ହେଉଛି ପଙ୍ଗପାଳର ଗତି । ଓଡିଶା ଆସିବେ କି ନାହିଁ ତାହା ଆସନ୍ତା ୪ରୁ ୫ ଦିନ ଭିତରେ ଜଣାପଡିବ । ପଙ୍ଗପାଳ ଦଳର ଗତିବିଧି ଉପରେ ମନିଟରିଂ କରାଯାଉଥିବା ନେଇ କହିଛନ୍ତି କୃଷି ନିର୍ଦ୍ଦେଶକ ଏମ ମୁଥୁ କୁମାର । ବର୍ତ୍ତମାନ ମଧ୍ୟପ୍ରଦେଶର ସାଦେନା ଓ ପଂହା ଜିଲ୍ଲାରେ…

ଦିଲ୍ଲୀରେ ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସୋମବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୧ ମପା ଯାଇଥିଲା । ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ସୀମାରେ ଥିବା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ, ହୋଇପାରେ କରୋନା ଟେଷ୍ଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ହେବା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସାମାନ୍ୟ ଜ୍ୱର ଏବଂ କାଶ ହେଉଥିବାରୁ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯିବ। ଖବର ଅନୁଯାୟୀ ଗତ ରବିବାର ଦିନ କେଜ୍ରିୱାଲଙ୍କୁ ଜ୍ୱର ଓ…

କଟକରୁ ୨୮ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଅଟକ

କଟକ: କଟକର ପୀରବଜାର ଅଞ୍ଚଳରୁ ସୋମବାର ଭୋର ପ୍ରାୟ ୪ଟା ବେଳେ ୨୭୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ଯୁବକକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଯୁବକଙ୍କ ନାମ କର୍ଣ୍ଣ ଚନ୍ଦ୍ର ଦାସ (୨୯) ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ରାଜ୍ୟରେ ଦିନକୁ…

୧୩ଟି ଜିଲ୍ଲାରେ ବର୍ଷା ସହ ହୋଇପାରେ ଝଡତୋଫାନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି- ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ, କେନ୍ଦ୍ରାପଡା,…