Latest Odisha News

BREAKING NEWS

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦ ପୁର ରେଞ୍ଜ ରଜାବସା ପଂଚାୟତର କୁକୁଡ଼ା ଯୋଡି ଅଂଚଳରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ମୃତକଙ୍କ ନାଁ ଚତୁର୍ଭୁଜ ନାୟକ । ସକାଳୁ ଚତୁର୍ଭୁଜ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିଲା ବେଳେ ଦନ୍ତା ପଲଙ୍କ ହାବୁଡ଼ରେ ପଡିଯାଇଥିଲେ । ଦନ୍ତା…

କରୋନା ଅପଡେଟ: ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୫ ପଜିଟିଭ, ଆଉ ଜଣେ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୭୫ ଟି ନୂଆ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଟି ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩…

ଥମୁନି କରୋନା: ଗୋଟିଏ ଦିନରେ ଭାରତରେ ୨୮୭ ମୃତ, ୯୯୭୧ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ଦିନ ୨,୪୬,୬୨୮ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧,୨୦,୪୦୬ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୬୯୨୯…

ଅଶୁଭ ୨୦୨୦: କରୋନା, ପଙ୍ଗପାଳ ଆଉ ଏବେ ରକ୍ତମୁଖା ପୋକ !

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନାର ଆତଙ୍କ । ଏସୀୟ ଦେଶରେ ପଙ୍ଗପାଳର ରୁଢାତ୍ମ୍ୟ, ପୁଣି ଏବେ ଋଷରେ ଦେଖା ଦେଇଛି ରକ୍ତ ମୁଖା ପୋକ। ସାଧାରଣ ମନେ ହେଉଥିବା ଏକ ଭୂତାଣୁ କରୋନା ସମ୍ପୂର୍ଣ୍ଣ ବିଶ୍ୱକୁ ନାକରେ ପାଣି ପେଇ ଦେଲାଣି । ଏହାପାଇଁ ଶକ୍ତିଶାଳୀ ରାଷ୍ଟ୍ରମାନେ ମଧ୍ୟ ଆଣ୍ଠୁ ଭାଙ୍ଗି…

ଗଞ୍ଜାମର ୯ ଟି ଗାଁ କଣ୍ଟେନମେଣ୍ଟ ଜୋନ ସହ ୧୦ଟି ଗାଁକୁ ବଫର ଜୋନ ଭାବରେ ଘୋଷଣା କଲେ ଜିଲ୍ଲାପାଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ୧୨ କରୋନା ପଜିଟିଭ ଚିହ୍ନଟ ହେବା ପରେ କଡା ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ । ଖଲିକୋଟ ବ୍ଲକର ୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଓ ୧୦ଟି ଗାଁକୁ ବଫର ଜୋନ୍ ଭାବେ ଘୋଷଣା କରିଛନ୍ତି ଜିଲ୍ଳା ପ୍ରଶାସନ । ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତରେ ୧୨ଜଣ…

ଆଗାମୀ ୨ ମାସ ମଧ୍ୟରେ ଆସିବ କରୋନା ପ୍ରତିଷେଧକ ବଟିକା: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦିନକୁ ଦିନ ଅଣାୟତ ହୋଇ ଚାଲିଛି କରୋନା । ଏହାର ପ୍ରତିଷେଧକ କେବେ ଆସିବ ସେନେଇ ଚିନ୍ତାରେ ବିଶ୍ୱବାସୀ । ତେବେ ତୁହାକୁ ତୁହା ନକରାତ୍ମକ ଖବର ମଧ୍ୟରେ ଆସିଛି ଏକ ଖୁସି ଖବର । ଆଗାମୀ ୨ ରୁ ୩ ମାସ ମଧ୍ୟରେ କରୋନାର ପ୍ରତିଷେଧକ ବଟିକା ଆସିପାରେ। ଏନେଇ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍…

ଆସନ୍ତାକାଲି ଆଉ ଏକ ଲଘୁଚାପ: ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଆସନ୍ତାକାଲି ଅର୍ଥାତ ମେ ୮ ତାରିଖ ଦିନ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଧା, କୋରାପୁଟ ଓ…

ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ: ଏହି ସମସ୍ତ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦିନ ସାଢେ ଗୋଟାଏରେ ଭିଡିଓ କନଫ୍ରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ବସିବ। ରବିବାର ହୋଇଥିଲେ ସୁଦ୍ଧା ଏହି ବୈଠକ ବସୁଥିବାରୁ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ…

ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱାରେଣ୍ଟାଇନ ସମୟ ଅବଧି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କ୍ୱାରେଣ୍ଟାଇନ ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏଣିକି ୭ ଦିନ ପରିବର୍ତ୍ତେ ୧୪ ଦିନ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏ ନେଇ ଜିଲ୍ଲାପାଳ ସବୁ ବ୍ଲକର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରେ ସାତ ଦିନ ରହି…

ବାଘ ମୃତ୍ୟୁ ସମ୍ବାଦ ଉପରେ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: ଗଣମାଧ୍ୟମରେ ପ୍ରକାଶିତ ଖବର ଏକତରଫା ଓ ଭିତ୍ତିହୀନ

ନୂଆଦିଲ୍ଲୀ: ନିକଟରେ ଦେଶର କେତେକ ଗଣମାଧ୍ୟମରେ ବାଘ ମୃତ୍ୟୁ ସମ୍ପର୍କିତ ଖବର ପ୍ରକାଶିତ ହେଉଛି । ଏହାର ତଥ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ନୋଟିସରେ ଦର୍ଶାଯାଇଛି ଯେ, ଏଗୁଡିକ ଯେପରିଭାବେ ପ୍ରକାଶିତ ହୋଇଛି…