Latest Odisha News

BREAKING NEWS

ନକଲି ପାନ ମସଲା ଜବତ, ଦୁଇ ଅଭିଯୁକ୍ତ ଅଟକ 

ଜଳେଶ୍ବର : ଜଳେଶ୍ବରରୁ ନକଲି ସାମଗ୍ରୀ ଜବତ । ଜଳେଶ୍ବର ଷ୍ଟେସନ ବଜାରରେ ଚଢାଉ କରି ନକଲି ପାନ ମସଲା ଜବତ କରିଛି ଏସଟିଏଫ୍ । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଅଟକ ଦୁଇ ଜଣ ହେଲେ ଚନ୍ଦନ ଚୌରାସିଆ ଓ ଅଶୋକ ସାହୁ । ଦୁଇ ବେପାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଏସଟିଏଫ ଟିମ ।…

କେନ୍ଦ୍ରକୁ ମମତାଙ୍କ ନିବେଦନ; ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଛୁଟି ଦିବସ ଘୋଷଣା କରାଯାଉ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଦିନ ତାଙ୍କ ଜନ୍ମ ବାର୍ଷିକୀରେ ସ୍ୱାଧୀନତା ସଂଗ୍ରାମୀ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଜାନୁଆରୀ ୨୩ କୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ସେ…

ଏକାଦଶାହରେ ସ୍ବର୍ଗତ ଡ.ପ୍ରକାଶ ରାଓଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ 

କଟକ : ଏକାଦଶାହରେ ସ୍ବର୍ଗତ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବକ୍ସିବଜାର ସ୍ଥିତ ବାସଭବନରେ ପହଁଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ଏକାଦଶ ଉପଲକ୍ଷେ ବାସଭବନ ଯାଇ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ…

ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୩ ଲକ୍ଷରୁ ଅଧିକ ଲୋକ କରିଛନ୍ତି ଟିକାକରଣ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଜାନୁଆରୀ ୧୬ ତାରିଖରୁ ପ୍ରଥମ ଥର ପାଇଁ କରୋନାଭାଇରସ୍ ରୋଗ କୋଭିଡ୍-୧୯ ବିରୋଧରେ ୩,୦୦,୦୦୦ ରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିଲା। ସରକାର କହିଛନ୍ତି ଯେ ଭାରତ ଏହାର କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ…

ଦ୍ୱିତୀୟ କିସ୍ତିରେ ଓଡ଼ିଶା ଆସିଲା କୋଭାକ୍ସିନ, ଟିକାକରଣରେ ଓଡ଼ିଶା ଦେଶରେ ତୃତୀୟ

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁ ଓ ସଫଳତାର ସହ ଚାଲିଛି ଟିକାକରଣ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କୋଭାକ୍ସିନ୍ ଟିକା । ଭୁବନେଶ୍ୱରକୁ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଆସିଛି  । ଏହାକୁ କେବଳ ଭୁବନେଶ୍ୱରର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ।…

କିଡନୀ ଠକ ହିମାଂଶୁକୁ ତିନି ଦିନିଆ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ଥାନା ପୋଲିସ

ଭୁବନେଶ୍ୱର: ରିମାଣ୍ଡ ପରେ ରିମାଣ୍ଡ । ଜଣଙ୍କର ସରିଲେ ଆଉ ଜଣେ ନେଉଛି । ଭୁବନେଶ୍ୱରରୁ ଗିରଫ କିଡନୀ ଠକ ହିମାଂଶୁ ନନ୍ଦକୁ ଆଜିଠୁ ତିନି ଦିନିଆରିମାଣ୍ଡରେ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଅନ୍ତରାଜ୍ୟ କିଡନୀ ଠକେଇ ରାକେଟରେ ତାକୁ ଜେରା କରାଯିବ । ସତ ଉଗାରିବ କିଙ୍ଗପିନ୍ ହିମାଂଶୁ ନନ୍ଦ…

ବୋଲେରୋ ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ 

ବଲାଙ୍ଗିର : ବଲାଙ୍ଗିର ଟିଟିଲାଗଡ଼ ରୋଡ ଜଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଣେ ସାଇକେଲ ଆରୋହୀଙ୍କୁ ବୋଲେରୋ ଧକ୍କା ଦେଇଛି ।  ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ସାଇକେଲ ଆରୋହୀଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ ।   କୃଷ୍ଣଚନ୍ଦ୍ର ସାଇକେଲରେ…

ଇଣ୍ଡିଆ ଚାଇନା ଟକ୍: ଆସନ୍ତାକାଲି ଉଭୟ ଦେଶ ମଧ୍ୟରେ ହେବ ନବମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ ନବମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଅ‌ାଲୋଚନା ଅନୁଷ୍ଠିତ ହେବ। ଭାରତର ଚୁସୁଲ ସେକ୍ଟରର ଅପର ପାର୍ଶ୍ୱରେ ଥିବା ମୋଲଡୋରେ ଏହି ଆଲୋଚନା ହେବ। କଥାବାର୍ତ୍ତାର ମୁଖ୍ୟ ପ୍ରସଙ୍ଗ ହେଉଛି ପୂର୍ବ ଲଦାଖରେ ଚାଲିଥିବା ସାମରିକ ଉତ୍ତେଜନା। ଏହି…

ମୋ ସ୍କୁଲ ଅଭିଯାନ: ସରକାରୀ ସ୍କୁଲକୁ ପୌଷ୍ୟ ଭାବରେ ଗ୍ରହଣ କରୁଛନ୍ତି ଆଇଏଏସ୍ ଅଫିସର

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ସରକାରୀ ସ୍କୁଲକୁ ପୌଷ୍ୟ ଭାବରେ ଗ୍ରହଣ କରୁଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର । ମୋ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ଏହି ମହତ ଅଭିଯାନରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଅନେକ ଅଫିସର ନିଜକୁ ସାମିଲ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ଶାସନ…

ବାଇଡେନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୧୫୦ ଯବାନ କରୋନା ପଜିଟିଭ 

ଓ୍ୱାଶିଂଟନ : ବାଇଡେନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୧୫୦ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଯବାନମାନେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ । ଏନେଇ ୟୁଏସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।  ହ୍ବାଇଟ୍ ହାଉସ ବାହାରେ ଚେକ୍ ପଏଣ୍ଟ ଓ…