ମା ଶାରଳାଙ୍କ ପୀଠ; ଯେଉଁଠି ପୋୖରାଣିକ ସମୟରୁ ହେଉଛି ତନ୍ତ୍ର ସାଧନା
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ମା' ଶାରଳାଙ୍କ ପୀଠ। ପୌରାଣିକ ଯୁଗରୁ ଏଠାରେ ତନ୍ତ୍ର ସାଧନା ହେବାର ଲୋକକଥା ରହିଛି ଯାହା ଆଜିବି ଚାଲିଛି।
ଓଡ଼ିଆ ମହାଭାରତରେ ବର୍ଣ୍ଣନା ଅନୁଯାୟୀ, ଦେବୀ ଶାରଳା ସାରୋଳ ଚଣ୍ଡୀ ରୂପରେ ୧୫୦୦ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରସିଦ୍ଧ ଥିଲେ । ଚଣ୍ଡୀ…