Latest Odisha News

BREAKING NEWS

ଲଜ୍ଜା ! ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜା । ଜଣେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ । ବନ୍ଧା ଗେଲେ ଜଣେ ଯୁବକ । ବାରିପଦା ଟାଉନ ଥାନା ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଜଙ୍ଗଲକୁ ବୁଲାଇ ନେବା ବାହାନାରେ ଅଭିଯୁକ୍ତ ନାବାଳିକାଙ୍କୁ ସାଙ୍ଗରେ ନେଇଥିଲା । ପରେ ଏକୁଟିଆ ପାଇ…

ଘାଟି ତଳକୁ ଖସିଲା ଗାଡି; ୪ ମୃତ, ୪ ଗୁରୁତର

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଘଟିଛି ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା । ଘଟି ତଳକୁ କାର ଖସି ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନାନୁସାରେ, ମଥୁରା ଶେରଗଡ ଅଞ୍ଚଳର ପୁଲିଆରେ ଏକ କାର୍ ଘାଟି ତଳକୁ ଖସି ପଡିଥିଲା । ଏହି କାର ଭିତରେ ଗୋଟିଏ ପରିବାରର ୮ ଜଣ ଥିଲେ।…

କୋଭିଡ୍ ହସ୍ପିଟାଲ ଆଇସିୟୁ ଓ୍ୱାର୍ଡରେ ଲାଗିଲା ନିଆଁ, ୧୦ ରୋଗୀ ମୃତ

କୋଭିଡ୍ ୧୯ ହସ୍ପିଟାଲରେ ଅଗ୍ନିକାଣ୍ଡ । ଆଇସିୟୁ ଓ୍ୱାର୍ଡରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରୋମାନିଆରେ । ଦୁର୍ଘଟଣାରେ ଆଉ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ରୋମାନିଆର ପିଏଟ୍ରା ନିମଟରେ ଥିବା ସରକାରୀ…

ଓଡ଼ିଶାର ପ୍ରସିଦ୍ଧ ଲୋକ କଳା ‘ଭାରତ ଲୀଳା’ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାର ଲୋକ କଳା ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଆମ ରାଜ୍ୟର ଲୋକକଳା ବିବିଧ ଏବଂ…

ଅସ୍ତ୍ରବିରତି ଉଲ୍ଲଂଘନ ନେଇ ପାକ୍ ହାଇକମିଶନରଙ୍କୁ ସମନ୍ କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ଏନେଇ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ଭାରତ । ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସମନା କରାଯାଇଛି । ଗତ କିଛି ଦିନ ଭିତରେ ଜାମ୍ମୁ କାଶ୍ମୀର…

ଅସହାୟ କଳ୍ପନାଙ୍କୁ ପରିହାସ କରୁଛି ମାଳ ମାଳ ସରକାରୀ ଯୋଜନା

ଯାଜପୁର: ଏ ହେଉଛି ଏମିତି ଏକ ପରିବାର, ଯେଉଁ ପରିବାର କଥା କହିଲେ ଯେ କୌଣସି ବ୍ୟକ୍ତିର ଆଖିରୁ ଆପେ ଆପେ ଲୁହ ଝରି ଆସିବ। ହେଉଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ନୀଳମଣିଦେଇପୁର ଶାସନ ଗାଁର କଳ୍ପନା ଖଟ୍ଟୁଆଙ୍କ ପରିବାରର କରୁଣ କାହାଣୀ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ…

ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳ ଭଙ୍ଗା ଗ୍ରାମ ମାଣପୁର ସାହିର ଟୁକୁନା ସାହୁ। ପ୍ରାପ୍ତ ସୂଚନାନୁସାରେ,…

ବିହାରରେ ଆଜି ଏନଡିଏ ବୈଠକ, ବିଧାୟକ ଦଳ ନେତା ନିର୍ବାଚିତ ହେବେ ନୀତିଶ କୁମାର

ପାଟନା: ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ବସୁଛି ଏନଡିଏ ବିଧାୟକ ଦଳ ବୈଠକ । ଏଠାରେ ନୀତିଶ କୁମାରଙ୍କୁ ବିଧାୟକ ଦଳ ନେତା ମନୋନୀତ କରାଯିବ । ବୈଠକରେ ଅଂଶୀଦାର ଦଳ ବିଜେପି, ଜେଡିୟୁ, ହାମ୍ ଓ ଭିଆଇପିର ନବନିର୍ବାଚିତ…

କଟକଣା ମଧ୍ୟରେ ରାଜ୍ୟବାସୀ ପାଳନ କଲେ ନିରାଡ଼ମ୍ବର ଦୀପାବଳି

ଭୁବନେଶ୍ୱର: ମହାମାରୀ କରୋନାର ଭୟାବହତା ଓ ରାଜ୍ୟ ସରକାରଙ୍କ କୋରୋନା କଟକଣା ଯୋଗୁ ଚଳିତବର୍ଷ ରାଜ୍ୟବାସୀ ନିରାଡମ୍ବରରେ ଦୀପାବଳି ପାଳନ କରିଛନ୍ତି । କୋରୋନା ଯୋଗୁ ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ଦୀପାବଳୀରେ।…

‘ଦକ୍ଷତା’ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୫ ଜଣ କୃଷି କର୍ମଚାରୀଙ୍କୁ ପ୍ରଶଂସାପତ୍ର

ସୁନ୍ଦରଗଡ଼: ୫-ଟି କାର୍ଯ୍ୟକ୍ରମ ଅଧୀନରେ ପରିଚାଳିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ‘ଦକ୍ଷତା’ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ୫ ଜଣ କ୍ଷେତ୍ର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର…