ଏହି ଦିନ ରିଲିଜ ହେବ ଫିଲ୍ମ ‘ବଚ୍ଚନ ପାଣ୍ଡେ’
ନୂଆଦିଲ୍ଲୀ: ଅକ୍ଷୟ କୁମାର ତାଙ୍କର ପରବର୍ତ୍ତୀ ଫିଲ୍ମ ବଚ୍ଚନ ପାଣ୍ଡେଙ୍କ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଜାନୁଆରୀ ୨୬ ରେ ପ୍ରେକ୍ଷାଳୟକୁ ଆସିବ।
ଟ୍ୱିଟରରେ ନିଜେ ଏକ କ୍ଲୋଜଅପ୍ ସେୟାର କରି ଅକ୍ଷୟ…