ପୁରୀ ଶ୍ରୀମନ୍ଦିର ପରିସରରୁ ହଟିଲା ୧୪୪ ଧାରା
ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ଲାଗିଥିବା ଧାରା ୧୪୪ କଟକଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ହଟାଇ ଦିଆଯାଇଛି।
ପ୍ରାପ୍ତ ସୂଚନାନୁଯାୟୀ ଗତ ଶୁକ୍ରବାର ଦିନ ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରର ଚାରିପାଖରେ ଭକ୍ତଙ୍କ ଗହଳିକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ…