କୋରାପୁଟରୁ ପୁଣି ଜବତ ହେଲା ୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ
କୋରାପୁଟ:କୋରାପୁଟରେ ବେଧଡକ ଚାଲିଛି ଗଞ୍ଜେଇ ବେପାର। ଅନେକ ସମୟରେ ଏଠାରୁ ଗଞ୍ଜେଇ ଜବତ ହେଉଛି। ପୁଣିଥରେ କୋରପୁଟର ଲମତାପୁଟ ଅଞ୍ଚଳରୁ ଜବତ ହୋଇଛି ୨କୋଟିରୁ ଅଧିକା ଟଙ୍କା ମୂଲ୍ୟର ଗଞ୍ଜେଇ।ଏହାକୁ ଜବତ କରିଛି କୋରାପୁଟ ଲମତାପୁଟ ପୋଲିସ ।
ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଏକ ୪୦୭…