Latest Odisha News

BREAKING NEWS

ଯୋଡା ଟାଉନ ଭିତର ଦେଇ ଯାଇଥିବା ରାଜପଥରେ ନିର୍ମାଣ ହେବ ଫ୍ଲାଏ ଓଭର, କ୍ୟାବିନେଟ୍ ଦେଲା ମଞ୍ଜୁରୀ

କେନ୍ଦୁଝର: ଜିଲ୍ଲାର ଯୋଡାବାସୀଙ୍କ ପାଇଁ ଖୁସି ଖବର । ଟାଉନ ଭିତରେ ଆଉ ଟ୍ରାଫିକ ସମସ୍ୟା କି ପ୍ରଦୂଷଣ ହେବ ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଯୋଡ଼ା ଟାଉନ ଭିତରେ ଯୋଡା-ବାମବେରି ଜାତୀୟ ରାଜପଥରେ ନିର୍ମାଣ ହେବ ଏକ ଫ୍ଲାଏ ଓଭର୍ । ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛି ରାଜ୍ୟ…

କଡକନାଥ କୁକୁଡା ଫାର୍ମ କରିବେ ଧୋନୀ !

ଝାଡଖଣ୍ଡ: ୨୦୧୯ କ୍ରିକେଟ ବିଶ୍ୱକପ ପରେ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ହେଲେ ଏବେ ବି ଜାରି ରଖିଛନ୍ତି କ୍ରିକେଟ୍ ଖେଳ । ନିକଟରେ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲେ ବି ୨୦୨୧ରେ ସେ ହଳଦିଆ ଜର୍ସିରେ ପୁନର୍ବାର ନଜର ଆସିବେ । ତେବେ କ୍ରିକେଟ ଛଡା ଫାର୍ମିଂରେ ରୁଚି…

୨୦୨୦-୨୧ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର: ଖରିଫ ବିପଣନ ବର୍ଷରେ ୭୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତାଠୁ ଅଧିକ ମଣ୍ଡି ଆସିଲେ କିଣିବେ ସରକାର। ଖରିଫ ବିପଣନ ବର୍ଷ ୨୦୨୦-୨୦୨୧ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ…

ଜେଏନୟୁ ଆଉ ଯୁବ ପିଢ଼ୀଙ୍କୁ ମୋଦିଙ୍କ ୧୦ ବାର୍ତା

ନୂଆଦିଲ୍ଲୀ: ବ୍ୟକ୍ତିଗତ ପସନ୍ଦ ଓ ରାଜନୀତି ଯୋଗୁ ଦୀର୍ଘଦିନ ଧରି ଜେଏନୟୁ କ୍ୟାମ୍ପସରେ ସ୍ୱାମୀ ବିବେକାନନ୍ଦ ମୂର୍ତି ଉନ୍ମୋଚିତ ନ ହୋଇ ପଡି ରହିଥିଲା । ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହା ଉନ୍ମୋଚିତ ହୋଇଛି । ଆସନ୍ତୁ ଜାଣିବା ହି ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ…

ବିଶ୍ୱ ସ୍ତରୀୟ ଐତିହ୍ୟ ସହର ହେବ ପୁରୀ; ଆସନ୍ତା ୩୦ ମାସ ଭିତରେ ସମ୍ପନ୍ନ ହେବ ସମସ୍ତ ୪ଟି ପ୍ରକଳ୍ପ କାର୍ଯ୍ୟ 

ପୁରୀ: ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରର ପରିଣତ କରିବା ପାଇଁ ରାଜ୍ୟ କ୍ୟାବିନେଟ ୪ଟି ପ୍ରକଳ୍ପ ପାଇଁ ଆଜି ଅର୍ଥ ମଞ୍ଜୁର କରାଯାଇଛି। ଏନେଇ ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଛି। ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର,ମହୋଦଧି ମାର୍କେଟ କମ୍ପ୍ଲେକ୍ସ,ଶ୍ରୀସେତୁ ଓ ମୂଷାନଦୀ…

ଜେଏନୟୁରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୁବପିଢ଼ୀଙ୍କୁ ଆହ୍ୱାନ କରିବା ସହ ବିବେକାନନ୍ଦ ବତେଇଥିବା ମାର୍ଗରେ ଯିବା ପାଇଁ…

ପୁଣିଥରେ ବିବାହ କରିବେ ପ୍ରଭୁଦେବା !

ତେଲେଙ୍ଗାନା: ପ୍ରଥମେ ଅଭିନେତା ଓ ପରେ କୋରିଓଗ୍ରାଫର୍‌ରୁ ପାଲଟିଥିଲେ ନିର୍ଦ୍ଦେଶକ । ମୁକାବଲା ଭଳି ଅଲ୍ ଟାଇମ୍ ସୁପରହିଟ୍ ଗୀତରେ ଧମାକାଦାର ଡାନ୍ସ କରିଥିବା ପ୍ରଭୁଦେବା ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର ପ୍ରଫେସ୍ନାଲ ଲାଇଫ୍ ନୁହେଁ ବରଂ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି…

ଅଧିକ ସୁନା ଆଣିଥିବାରୁ ମୁମ୍ବାଇ ବିମାନ ବନ୍ଦରରେ କ୍ରିକେଟର କୃଣାଳ ପାଣ୍ଡ୍ୟାଙ୍କୁ ପଚରାଉଚରା

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା କୃଣାଳ ପାଣ୍ଡ୍ୟା ଆବଶ୍ୟକତାଠାରୁ ଅଧିକ ସୁନା ଆଣିଥିବାରୁ ଫସିଛନ୍ତି । ତାଙ୍କୁ ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଆଣିଥିବା ସୁନାର କାଗଜପତ୍ର ଦେଖାଇବା ପାଇଁ ପାଣ୍ଡ୍ୟାଙ୍କୁ କଷ୍ଟମ…

ଟ୍ରେନରେ ଆତସବାଜି ଓ ଫଟକା ପରିବହନ କରୁଥିଲେ ହେବ କାର୍ଯ୍ୟାନୁଷ୍ଠାନ; ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଆଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ଦଣ୍ଡନୀୟ ଅପରାଧ। ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଏଭଳି ଅପରାଧୀ ପାଇଁ ୩ ବର୍ଷ ସମ୍ପୃକ୍ତ ବ୍ୟକ୍ତି ୩ ବର୍ଷ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୬୪ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୨୪୬ ଜଣଙ୍କ ମଧ୍ୟରୁ ୧୬୧ ଜଣ ଖୋର୍ଦ୍ଧା, ୧୧୦ ଜଣ ଅନୁଗୁଳ, ୭୯ ଜଣ ସୁନ୍ଦରଗଡରୁ, ବାଲେଶ୍ୱର ଓ…