ପରିବାରର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବିଟିଏମ୍ ଥାନା ଅନ୍ତର୍ଗତ ଲହଣ୍ଡାବୁଡାରେ ସୋମବାର ରାତିରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାରର ୫ ଜଣ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପଡୋଶୀଙ୍କ ସହାୟତାରେ ପୋଲିସ ଜଣେ ମହିଳା, ତାଙ୍କ ପୁଅ ଏବଂ ତିନି…