Latest Odisha News

BREAKING NEWS

ତାଣ୍ଡବ ବିରୋଧରେ ବିବାଦୀୟ ମନ୍ତବ୍ୟ ଯୋଗୁ କଙ୍ଗନାଙ୍କ ଟ୍ୱିଟର ଆକାଂଉଟ ଅସ୍ଥାୟୀ ରୂପେ ବନ୍ଦ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଂଉଟକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି । ତାଣ୍ଡବ ୱେବ ସିରିଜ ନେଇ କଙ୍ଗନା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆକାଂଉଟ ବନ୍ଦ ହେବା ପରେ କଙ୍ଗନା ତୀବ୍ର ପ୍ରତ୍ରକ୍ରିିୟା ପ୍ରକାଶ କରିଛନ୍ତି ।…

ପିପିଲି ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି

ପିପିଲି: ନିର୍ବାଚନ ତାରିଖ ଘୋଷଣା ହୋଇନି, ହେଲେ ପିପିଲି ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇନଥିବା ବେଳେ, ଏବେ…

ଘଂଟାକ ମଧ୍ୟରେ ବୁଲେଟ ଥାଳି ଖାଆନ୍ତୁ, ଏନଫିଲ୍ଡ ବୁଲେଟ ଗାଡି ଘରକୁ ନିଅନ୍ତୁ

ପୁଣେ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଅଫର ଦେଇଥାନ୍ତି । ତେବେ ପୁଣେର ଶିବରାଜ ହୋଟେଲ ନିଆରା ସ୍କିମ ବାହାର କରିଛନ୍ତି । ତାଙ୍କ ହୋଟେଲରେ ପ୍ରସ୍ତୁତ ବୁଲେଟ ଥାଳିକୁ ଯଦି ଜଣେ ଘଂଟାକ ମଧ୍ୟରେ ଖାଇବେ ତାହାହେଲେ ନୂଆ ଏନଫିଲ୍ଡ ବୁଲେଟ ଗାଡି ଘରକୁ…

ବଢିଲା ବସ ଭଡ଼ା

ଭୁବନେଶ୍ବର : ପୁଣି ବଢିଲା ବସ ଭଡ଼ା । ରାଜ୍ୟ ସରକାର ବୁଧବାର ବସ ଭଡା ବଢାଇଛନ୍ତି । ଅଡିନାରୀ ବସ ଭଡ଼ା କିଲୋମିଟର ପିଛା 73ରୁ 74 ପଇସା ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ବସ୍ ଭଡା 76ରୁ 77 ପଇସାକୁ ବୃଦ୍ଧି ହୋଇଛି ।  ସେହିପରି ଡିଲକ୍ସ ବସ 107 ପଇସାରୁ 109କୁ ବୃଦ୍ଧି ହୋଇଥିବା…

ପ୍ରଫେସର ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ନୂଆ କୁଳପତି ନିଯୁକ୍ତ। ପ୍ରଫେସର ସଞ୍ଜୀବ ମିତ୍ତଲ ନୂଆ କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୪ବର୍ଷ ପାଇଁ ସେ ପଦରେ ରହିବେ। ପ୍ରଫେସର ସଞ୍ଜୀବ ମିତ୍ତଲ ବର୍ତ୍ତମାନ…

ଭିନ୍ନମୋଡ଼ ନେଲା ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା

ଭୁବନେଶ୍ବର : ବାଲିପାଟଣା ଥାନା ପୋଲିସ ଜଣେ ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏବେ ଭିନ୍ନମୋଡ ନେଇଛି । ଶିଶୁକୁ ନ୍ୟାୟ ଦେବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ରାଜ୍ୟ ମାନବାଧିକାର କମିଶନରେ ପହଞ୍ଚିଛି ମାମଲା । ଚାଇଲ୍ଡ ଲାଇନ୍ ଓ ସୂଚନା ଅଧିକାର କର୍ମୀଙ୍କ…

ଟିଆରପି ସ୍କାମ: ପୂର୍ବତନ ବାର୍କ ସିଇଓଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ: ଟିଆରପି ସ୍କାମ ଅଭିଯୋଗ ଘଟଣାରେ ପୂର୍ବତନ ବାର୍କ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ଜାମିନ ଆବେଦନ ଖାରଜ । ମୁମ୍ବାଇର ସେସନ୍ସ କୋର୍ଟ ଗିରଫ ହୋଇଥିବା ପାର୍ଥୋ ଦାସଗୁପ୍ତାଙ୍କ ଖାରଜ କରିଦେଇଛନ୍ତି । ଗତ ଡିସେମ୍ବର ୨୪ ତାରିଖରେ ଗିରଫ ପରେ ତଲୋଜା ଜେଲ୍‌ରେ ଥିଲେ ପାର୍ଥୋ । ଅସୁସ୍ଥତା…

ସରକାର ଓ ଚାଷୀଙ୍କ ଦଶମ ବୈଠକ ସରିଲା, ବାହାରି ପାରୁନି ସମାଧାନର ବାଟ

ନୂଆଦିଲ୍ଲୀ : ଦଶମ ବୈଠକ ପରେ ବି କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ କୌଣସି ସମାଧାନ ବାହାରି ପାରୁନି । ଆଜିର ବୈଠକରେ ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ ଉଭୟ ପକ୍ଷ । ଯଦିଓ ସରକାର ଆଇନକୁ ବର୍ଷେ ପାଇଁ ସ୍ଥଗିତ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିସହ ଗୋଟିଏ କମିଟି ଗଠନ କରିବେ ବୋଲି…

ବିଜେପିରେ ଯୋଗ ଦେଲେ ଟିଏମସିର ଅରିନ୍ଦମ ଭଟ୍ଟଚାର୍ଯ୍ୟ

କୋଲକାତା:ମମତା ବାନାର୍ଜୀଙ୍କ ଟିଏମସିକୁ ବୁଧବାର ଆଉ ଏକ ଝଟକା ଲାଗିଛି । ଶାନ୍ତିପୁରର ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଟିଏମସି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ଶୁଭେନ୍ଦୁ ଅଧିକାରୀଙ୍କ ପରି ହେଭିୱେଟ ନେତା ଦଳ ଛାଡି ସାରିଛନ୍ତି । ଯାହା କି ଟିଏମସି ପାଇଁ ମୁଣ୍ଡବ୍ୟାଥାର କାରଣ…

ଆସନ୍ତାକାଲିଠୁ ଜନତା ମଇଦାନରେ ତୋଷାଳି ମେଳା

ଆସନ୍ତାକାଲିଠୁ ଜନତା ମଇଦାନରେ ଆରମ୍ଭ ହେବ ୧୫ତମ ତୋଷାଳି ମେଳା । ଏନେଇ ସରିଛି ସମସ୍ତ ପ୍ରସ୍ତୁତି । ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ମେଳା । କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିବେ । ଦେଶର ବିଭିନ୍ନ ରାଜ୍ୟରୁ…