କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟ କହିଲେ ଦିଲ୍ଲୀରେ କାହାକୁ ଅନୁମତି ମିଳିବ ତାର ନିଷ୍ପତି ପୋଲିସ ନେବ
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ନେଇ ସୋମବାର ସୁପ୍ରିମକୋର୍ଟ ତାଙ୍କ ନିଷ୍ପତି ଶୁଣାଇଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ଚାଷୀମାନେ କରିବାକୁ ଥିବା ଟ୍ରାକ୍ଟର ରାଲିରେ ଦିଲ୍ଲୀରେ ପ୍ରବେଶ କରିବା ପାଇଁ କାହାକୁ ଅନୁମତି ମିଳିବ ତାର ନିଷ୍ପତି ପୋଲିସ ନେଉ । ପ୍ରଧାନ ବିଚାରପତି କହିଛନ୍ତି ଏଥିରେ…