Latest Odisha News

BREAKING NEWS

କୋଭିଡ-୧୯ ବିରୋଧୀ ସଂଗ୍ରାମରେ ଓଡ଼ିଶାର ସ୍ଥିତି ଭଲ ଅଛି: ନବୀନ

ଭୁବନେଶ୍ୱର: ଦୁଇ ମାସ ଧରି ସାରା ଦୁନିଆ ଏକ ବଡ ଜଟିଳ ପରିସ୍ଥିତିର ସାମ୍ନା କରୁଛି । ବଡ ବଡ ଧନୀ ଦେଶ, ଶକ୍ତିଶାଳୀ ଦେଶରେ ବି କୋଭିଡ ଆତଙ୍କ ସୃଷ୍ଟି କରିଛି । ଓଡିଶା ବି କୋଭିଡ ବିରୁଦ୍ଧରେ ଯୁଦ୍ଧ ଜାରି ରହିଛି । କୋଭିଡରୁ ଲୋକଙ୍କୁ ରକ୍ଷା କରିବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ସେତେବେଳେ ମୋ…

ଲାଲ ଇଲାକାର ୪ ବର୍ଷର କୁନି ଝିଅର କରୋନା ବାର୍ତ୍ତା, ଭିଡିଓ ଭାଇରାଲ

ମାଲକାନଗିରି: ମନ ଜିଣିଲା ଲାଲ ଇଲାକାର କୁନି ଝିଅ । ଲାଲ ଆତଙ୍କ ଲାଗି ଚର୍ଚ୍ଚାରେ ରହୁ ଥିବା ସୁକୁମା ଜିଲ୍ଲା ଏବେ ୪ ବର୍ଷର କୁନି ଝିଅର କୋରୋନା ବାର୍ତ୍ତା କୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ସୋସିଆଲ ମିଡିଆ ରେ କୋରୋନା ବାର୍ତ୍ତା ଦେଇ ପ୍ରଶଂସା ସାଉଁଟିଛନ୍ତି ଛତିଶଗଡ ସୁକୁମା…

କେନ୍ଦ୍ର ଓ ରାଜ୍ୟରେ ଚାଲିଛି ପ୍ରଚାର, ପ୍ରତିଶ୍ରୁତି ଓ ପ୍ରତାରଣାର ସରକାର: ନିରଞ୍ଜନ

ଭୁବନେଶ୍ୱର: ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଚାଲିଛି ‘ଥ୍ରୀ-ପି’ ଅର୍ଥାତ ପ୍ରଚାର, ପ୍ରତିଶ୍ରୁତି ଓ ପ୍ରଚାରଣାର ସରକାର । କଂଗ୍ରେସ ପକ୍ଷରୁ ଅଜି ସ୍ପିକ୍‌-ଅପ୍‌-ଇଣ୍ଡିଆ ଆରମ୍ଭ ଅବସରରେ ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କରୋନା ସମୟରେ ଉଭୟ ବିଜେପି ଓ…

ବଜ୍ରାଘାତରେ ୨ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଗୁରୁବାର ସକାଳେ ବର୍ଷା ସହ ବଜ୍ରପାତ ହୋଇଥିବା ବେଳେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଭୋଗରାଇ ବ୍ଲକର ବଡପାହି ଗାଁର ଜଣେ ମହିଳା ଏବଂ ବାଲିଆପାଳ ବ୍ଲକ ଅନ୍ତର୍ଗତ କେଲୁଆଡିଆ ଗ୍ରାମରେ ପଶ୍ଚିମବଙ୍ଗର ଜଣେ ଶ୍ରମିକ ଅଛନ୍ତି।…

କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସାହସକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ସେବା କରିବାବେଳେ ଯେଉଁ ସରପଂଚ, ଆଶା ଓ ଅଙ୍ଗନୱାଡି କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି ସେମାନ ଙ୍କ ସହ ନବୀନ କଥା ହୋଇଛନ୍ତି । ସଂପୃକ୍ତ କରୋନା ଯୋଦ୍ଧାଙ୍କୁ ପ୍ରଂଶସା କରିବା ସହ…

ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; ଚୂଡ଼ାନ୍ତ ପର୍ଯ୍ୟାୟରେ ରୂପକାର ସେବକଙ୍କ ଖୋଦେଇ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଗତକାଲି ପାସଦଣ୍ଡା ଦେହରେ କୁଡୁକା ଲାଗିହୋଇ  ମୁଁ ହାଟ ଲାଗିଛି ।  ମୁଁ ହାଟ ଉପରେ ଲାଗିଛି ଗୁଜ ଏବଂ ବକଯନ୍ତ୍ର (ପାଶ୍ୱର୍ ଦେବତାଙ୍କ ଆସ୍ଥାନ) ଲାଗିଛି, ସେଥିରେ ନିରାଡ଼ ଖଞ୍ଜା ବାକି…

ଜୁନ୍ ୧ରୁ ଓଡିଶାରେ ସ୍ୱାଭାବିକ ହେବ ବସ୍ ସେବା: ମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୧ ସୁଦ୍ଧା ଓଡ଼ିଶାରେ ବସ୍ ସେବା ସ୍ୱାଭାବିକ ହେବ ବୋଲି ଗୁରୁବାର ଦିନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ପ୍ରାୟ ଅଢେଇ ମାସର ବ୍ୟବଧାନ ପରେ ଘରୋଇ ବସ୍ ମାଲିକମାନେ ବସ୍ ଚଳାଚଳ ଆରମ୍ଭ କରିଥିବାରୁ ଗୁରୁବାର ଦିନ ରାଜ୍ୟର ପ୍ରମୁଖ ବସ୍…

ପୁଲୱାମା-୨ ପାଇଁ ଆତଙ୍କବାଦୀ ଷଡଯନ୍ତ୍ର ରଚିଥିଲା

ପୁଲୱାମା:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଲୱାମା ପରି ବଡ ଧରଣର ବିସ୍ଫୋରଣ ଘଟାଇବା ଲକ୍ଷ୍ୟରେ ଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଆସନ୍ତୁ ଜାଣିବା ଏହି ଘଟଣାକ୍ରମ ସମ୍ପର୍କରେ । ୧. ଜୈଶ ଏ ମହମ୍ମଦ ଏହି ଷଡଯନ୍ତ୍ର ପଛରେ ରହିଥିଲା । ୨. କାରର ନକଲି ନମ୍ବର ପ୍ଲେଟ କରାଯାଇଥିଲା । ଏହା…

ଏମିତି ଏକ ସ୍ଥାନ: କେବଳ କରୋନା ପାଇଁ ନୁହେଁ ବରଂ ବର୍ଷ ତମାମ ପନ୍ଧିବାକୁ ପଡେ ମାସ୍କ, କାହିଁକି ଜାଣନ୍ତୁ

ଟୋକିଓ: ବିଶ୍ୱରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଧିରେ ଧୀରେ ଏହା ବିଶ୍ୱର ଅଧିକାଂଶ ଦେଶକୁ ନିଜ କବଳକୁ ଆଣି ସାରିଲାଣି । ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିଲାଣି। ଏହି ମାରାତ୍ମକ ରୋଗର କୌଣସି ପ୍ରତିଷେଧକ ଏଯାଏଁ ବାହାରି ନଥିବା ବେଳେ ଏଥିରୁ ନିସ୍ତାର ପାଇବା ପାଇଁ…

ଅକ୍ଷୟ କୁମାରଙ୍କ ଉଦାରତା: ୧୫୦୦ ଷ୍ଟ୍ରଗଲିଙ୍ଗ ଆର୍ଟିଷ୍ଟଙ୍କ ପାଇଁ ଦାନ କଲେ ୪୫ ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପୁଣିଥରେ ନିଜର ଉଦାରତା ଦେଖାଇଛନ୍ତି । ସାରାଦେଶ ଯେତେବେଳେ କରୋନା କଷ୍ଟ ଦେଇ ଗତି କରୁଛି ସେତେବେଳେ କିଛି ସିନେ ତାରକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। କିଛି ଦିନ ତଳେ ପିଏମ କେୟାର ପାଣ୍ଠିକୁ ଅକ୍ଷୟ କୁମାର…