Latest Odisha News

ଲୋକପ୍ରିୟ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ: ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ବିଗତ କିଛିଦିନ ହେବ ଡାଇବେଟିସ୍…

ପଶ୍ଚିମବଙ୍ଗକୁ ଓଡ଼ିଶାର ସହାୟତା: ପଠାଗଲା ୫ ଶହ ଟନ ପଲିଥିନ

ଭୁବନେଶ୍ୱର: ବତ୍ୟା ଅମ୍ଫାନରେ ପ୍ରବଳ କ୍ଷୟକ୍ଷତିର ସାମ୍ନା କରିଥିବା ପଶ୍ଚିମବଙ୍ଗକୁ ପୁଣିଥରେ ସହାୟତାର ହାତ ବଢାଇଛି ଓଡିଶା । ବାତ୍ୟା ଅମ୍ଫାନରେ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ। ଏଥିରେ ଅନେକ ଘରର ଛାତ ଉଡ଼ିଯିବା ସହ ବାସହରା ହୋଇ ଖୋଲା ଆକାଶ ତଳେ…

ଅଣାୟତ୍ତ କରୋନା: ଦେଶରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଦେଶର ସମସ୍ତ ସ୍କୁଲ ଖୋଲିବା ନେଇ ଅନୁମତି ଦେଲା ଗୃହ ମନ୍ତ୍ରାଳୟ! କେତେ ସତ କେତେ ଗୁଜବ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ପାଇଁ ସାରାଦେଶରେ ଲକଡାଉନ ଘୋଷଣା। ଲୋକମାନେ ମଧ୍ୟ ଏହାକୁ ନେଇ ସଚେତନ ହୋଇ ଗଲେଣି । ଅତି ଆବଶ୍ୟକ ନଥିଲେ କେହି ଘରୁ ବାହାରୁ ନାହାନ୍ତି । କରୋନା କଟକଣା ମଧ୍ୟରେ ଦେଶର ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନମାନଙ୍କୁ ବନ୍ଦ ରଖାଯାଇଛି । ମାତ୍ର ଗୃହ ମନ୍ତ୍ରାଳୟ…

ଦେଶରେ ପର୍ଯ୍ୟାୟ କ୍ରମେ ବଢୁଛି ଆରୋଗ୍ୟଙ୍କ ହାର: ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୪୧.୬୧%

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ଭାରତରେ ମଧ୍ୟ ଏହା ନିଜର ପାର୍ଦୁଭାବ ଆରମ୍ଭ କରି ଦେଲାଣି । ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଲାଣି । ଦିନକୁ ଦିନ ଏହି ସଂଖ୍ୟା ବଢିବାରେ ଲାଗିଛି । ଅନେକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଭାରତରେ କରୋନା…

ପେଡ୍ କ୍ୱାରେଣ୍ଟାଇନ ପାଇଁ ଚିହ୍ନଟ ହେଲା ଭୁବନେଶ୍ୱରର ୫୬ ଟି ହୋଟେଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୫୬ ଟି ହୋଟେଲକୁ ପେଡ କ୍ୱାରେଣ୍ଟାଇନ ପାଇଁ ଚିହ୍ନଟ କରିଛି ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) । ଲକଡାଉନ ସମୟରେ ବାହାରୁ ଫେରୁଥିବା ଲୋକଙ୍କ ପାଇଁ ପୂର୍ବରୁ ୨୨ ଟି ହୋଟେଲ ଚିହ୍ନଟ କରାଯାଇଥିଲା । ଏହି ହୋଟେଲ ଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ…

ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଅର୍ଥରାଶି ବଢ଼ାଇଲେ ସରକାର

ଭୁବନେଶ୍ୱର: ବିଳମ୍ୱ ହେଲେ ବି ଶେଷରେ ସରକାର ଶୁଣିଲେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଦାବି । ବଢ଼ିଲା ବିଦ୍ୟାଳୟମାନଙ୍କର ମଧ୍ୟାହ୍ନ ଭୋଜନ ଦର । ଦିନକୁ ଦିନ ବୃଦ୍ଧି ପାଉଥିବା ବଜାର ଦରକୁ ଦୃଷ୍ଟିରେ ରଖି ମାଧ୍ୟାହ୍ନଭୋଜନ ପାଇଁ ପ୍ରତି ମିଲ୍ ପିଛା ଦିଆଯାଉଥିବା ଅର୍ଥ ରାଶିକୁ ମଧ୍ୟ…

ଜୁନ୍ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ମୂଲ୍ୟାୟନ

ଭୁବନେଶ୍ୱର: ଆସନ୍ତା ଜୁନ ୧ରୁ ଆରମ୍ଭ ହେବ +୨ ଖାତାଦେଖା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ପରେ ୟୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଖାତା ମୂଲ୍ୟାୟନ…

ସର୍ବନିମ୍ନ ଛାତ୍ରଛାତ୍ରୀ କ୍ଷମତା ନଥିବା କଲେଜକୁ ବନ୍ଦ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ସର୍ବନିମ୍ନ ଛାତ୍ରଛାତ୍ରୀ ସଂଖ୍ୟା ବଜାୟୀ ରଖିବାରେ ଅସମର୍ଥ ହୋଇଥିବା ତିନୋଟି କଲେଜ ବନ୍ଦ କରିବାକୁ ଘୋଷଣ କରିଛନ୍ତି ରାଜ୍ୟ ସରକାର। ଏହାସହ ୧୦ ଟି କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି କଲେଜ ଗୁଡିକରେ ଲଗାତାର ୩ ବର୍ଷ ଧରି ୨୫% ରୁ କମ୍…

କରୋନା ପଜିଟିଭ ଚିହ୍ନଟ ହେଲେ କଟକ ସିଟି ହସ୍ପିଟାଲ ଡାକ୍ତର

କଟକ: ମଙ୍ଗଳବାର କଟକରୁ ଚିହ୍ନଟ ହୋଇଥିବା ୧୬ କରୋନା ପଜିଟିଭ ମଧ୍ୟରୁ ଚାରିଟି କଟକ ସହରାଞ୍ଚଳର ବୋଲି କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଟ୍ୱିଟ କରି ଜଣାଇଛି। ଏଥିସହ ସେମାନଙ୍କ ମଧ୍ୟରୁ ଜଣେ ସିଟି ହସ୍ପିଟାଲର ଜଣେ ଡାକ୍ତର ବୋଲି ସିଏମସି ସୂଚନା ଦେଇଛି । ଉକ୍ତ ଡାକ୍ତରଙ୍କର କରୋନା…