Latest Odisha News

BREAKING NEWS

ଯୌନ ନିର୍ଯ୍ୟାତନା ଅଭିଯୋଗ; ଜେଲ୍ ଗଲେ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି

କେନ୍ଦ୍ରାପଡା: ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ଟାଉନ୍ ଥାନା ପୋଲିସ ଅଟକ ରଖିଥିବା କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁଙ୍କୁ ସୋମବାର ଦିନ ଜେଲ୍ ପଠାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଘଟଣା…

ଅବପାତର ରୂପ ନେବ ଲଘୁଚାପ, ଓଡିଶାରେ ସାମୁଦ୍ରିକ ଝଡ ଆଶଙ୍କା !

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ଉପରେ ସୃଷ୍ଟି ହୋଇଥିବା ଏକ ଘୃର୍ଣ୍ଣିବଳୟ ଧିରେଧିରେ ଲଘୁଚାପରେ ପରିଣତ ହେଉଥିବା ନେଇ ସୋମବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଏହି ଘୃର୍ଣ୍ଣିବଳୟ କ୍ରମଶଃ…

‘କୋକୋକା ଓପନ ଡେ ୨୦୧୯’: ଜାପାନୀ ଦର୍ଶକଙ୍କ ମନ ମୋହିଲେ ଦୁଇ ଓଡ଼ିଆ ସଙ୍ଗୀତକାର

କ୍ୟୋଟୋ: ଜାପାନର କ୍ୟୋଟୋ ଠାରେ ଆୟୋଜିତ ହୋଇଥିବା 'କୋକୋକା ଓପନ ଡେ ୨୦୧୯'ର ଉଦଯାପନୀ ଦିନରେ ଓଡ଼ିଶା ପୁରୀର ଦୁଇ ଓସ୍ତାଦ ସୀତାର ବାଦକ ସତ୍ୟବାନ ସେଠୀ ଓ ତବଲା ବାଦକ ଲିଙ୍ଗରାଜ ଦାସ ନିଜ ବାଦ୍ୟର ଯଦୁଗରିରେ ସେଠାରେ ରୁଣ୍ଡ ହୋଇଥିବା ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କୁ ମନ୍ତ୍ରମୁଗ୍ଧ…

ନାସା ଯିବେ ଓଡିଆ ପୁଅ; ପ୍ରଦର୍ଶିତ କରିବେ ଅଭିନବ ଡ୍ରୋନ୍ ପ୍ରୋଜେକ୍ଟ

ଅନୁଗୁଳ: ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେଶ୍ ଆଡମିନିଷ୍ଟ୍ରୋସନ୍ (ନାସା) ଯିବେ ଓଡିଆ ପୁଅ ଶୁଭ୍ରାଂଶୁ ନାୟକ । ଯାହା ଓଡିଶା ପାଇଁ ଆଉ ଏକ ଗୌରବ ଆଣିଦେଇଛି । ନିଜର ଅଭିନବ ଜ୍ଞାନକୌଶଳରେ ନିର୍ମାଣ କରିଥିବା ଡ୍ରୋନ୍ ପ୍ରୋଜେକ୍ଟକୁ ସେଠାରେ ପ୍ରଦର୍ଶିତ…

ବ୍ୟାସନଗରରେ ‘ଟ୍ରେନ ଦ ବ୍ରେନ’ କର୍ମଶାଳା’

ଯାଜପୁର: ଆଜିର ଆଧୁନିକ ସମୟରେ ପିଲାମାନଙ୍କ ବ୍ରେନ ବିକଶିତ ନହୋଇ ରହିଯାଉଛି । କଣ ଏହାର କାରଣ ? ଏଥିରେ କେତେ ରହୁଛି ଅବିଭାବକ ମାନଙ୍କର ଭୂମିକା କଣ  ? ଏହିସବୁ ପ୍ରଶ୍ନ ସହ ରବିବାର ଯାଜପୁରର ବ୍ୟାସନଗରଠାରେ 'ଟ୍ରେନ ଦ ବ୍ରେନ' କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାଟି…

ଯୌନ ନିର୍ଯ୍ୟାତନା ଅଭିଯୋଗ; କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ଅଟକ

କେନ୍ଦ୍ରାପଡା: ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ରବିବାର ବିଳମ୍ବିତ ରାତିରେ ପୋଲିସ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁଙ୍କୁ ଅଟକ ରଖିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତି ପ୍ରାୟ ୧୧ଟା ୩୦ମି. ସମୟରେ ଟାଉନ…

ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍ ଭ୍ୟାନ୍, ୧୦ ଛାତ୍ରଛାତ୍ରୀ ଆହତ

ପୁରୀ: ପୁରୀ ଜିଲ୍ଲା ଚାରିଛକ ନିକଟରେ ସୋମବାର ଦିନ ଏକ ସ୍କୁଲ୍ ଭ୍ୟାନ୍ ରାସ୍ତାକଡରେ ଥିବା କେନାଲକୁ ଖସିଯିବା ଫଳରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି ସ୍କୁଲ ଭ୍ୟାନ୍ କିଛି ଛାତ୍ରଛାତ୍ରୀଙ୍କୁ ନେଇ ତୁଳସୀପୁର ଅଞ୍ଚଳର ଏକ ଘରୋଇ ସ୍କୁଲକୁ ନେଇଯାଉଥିବା…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ୨ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲାର ଟିକିରି ନିକଟସ୍ତ ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ କୁନ୍ଦୁପୁଟ ଗ୍ରାମରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ୨ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ସ୍ଥାନୀୟ କୁନ୍ଦୁପୁଟ ଗ୍ରାମର…

ଆଜିଠୁ କାର୍ଯ୍ୟରେ ଯୋଗଦେବେ ‘ହାଇକୋର୍ଟ ବାର୍ ଆସୋସିଏସନ୍’ ଆଇନଜୀବୀ

କଟକ: ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଦୀର୍ଘଦିନ ଧରି ଜାରି ରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ହେବାପରେ ଆଜିଠାରୁ କାର୍ଯ୍ୟରେ ଯୋଗଦେବାକୁ ଯାଉଛନ୍ତି ଆଇନଜୀବୀମାନେ । ଅଧିକ ପଢନ୍ତୁ: ନଭେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ ‘ଓଡିଶା ହାଇକୋର୍ଟ ବାର୍ ଆସୋସିଏସନ୍’ ଆନ୍ଦୋଳନ…

ଦିଲ୍ଲୀରେ ଅସମ୍ଭାଳ ପ୍ରଦୂଷଣ: ଆଜିଠୁ ଅଡ୍-ଇଭନ୍ ନିୟମ ଲାଗୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅସମ୍ଭାଳ ହୋଇଥିବା ବେଳେ ସୋମବାର ଠାରୁ ଅଡ୍-ଇଭନ୍ ଗାଡି ଚଳାଚଳ ହେବା ନେଇ କେଜ୍ରିୱାଲ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ଟ୍ରାଫି୍ ପୋଲିସ ସଜାଗ ହୋଇ ରହିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ…