Latest Odisha News

BREAKING NEWS

ଦେଶରେ କରୋନା ସୁସ୍ଥ ହାର ଅଧିକ, ମୃତ୍ୟୁ ହାର କମ୍‌

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ସେହିପରି କମୁଛି ମୃତ୍ୟୁ ସଂଖ୍ୟା । ଭାରତର କରୋନା ମୃତ୍ୟୁ ହାର ସମଗ୍ର ବିଶ୍ୱରେ ସର୍ବନିମ୍ନ ସ୍ତରରେ ରହିଛି ବୋଳି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।…

ପେନସିଲ ମୁନରେ ବିମୋହିତ କଳାକୃତି

ମସ୍କୋ: ମସ୍କୋର ଉଫା ଅଂଚଳର ୪୭ ବର୍ଷୀୟ ଓକିଲ ସାଲଭାତ ଫିଦାଇଙ୍କ କଳାକୃତି ଏବେ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟତା ହାସଲ କରୁଛି । ପେନସିଲ ମୁନରେ ତାଙ୍କ କଳାକୃତି ଅବିଶ୍ୱସନୀୟ ଲାଗୁଛି । ଏହାର ଚାହିଦା ବଢ଼ିବାରୁ ଗୋଟିଏ କଳାକୃତି ପାଇଁ ତାଙ୍କ ୨୦୦୦ ପାଉଣ୍ଡ ମିଳୁଛି । ୨୦୧୪ରେ ସେ ଏହା…

ଓଡ଼ିଶାରେ କରୋନା ଜନିତ ମୃତ୍ୟୁହାର ସବୁଠୁ କମ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଭାରତ ତୁଳନାରେ ଓଡ଼ିଶାରେ କରୋନା ମୃତ୍ୟୁ ହାର ସବୁଠାରୁ କମ୍ । ସେହିପରି ଓଡ଼ିଶାରେ ସଂକ୍ରମଣ ହାର ମଧ୍ୟ କମ୍ ରହିଛି । ଆଜି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପଂଚାୟତସ୍ତରରେ ସଙ୍ଗରୋଧ କେନ୍ଦ୍ର…

ସ୍ପାଇଡର ମ୍ୟାନ ହେବା ପାଇଁ ଜାଣିଶୁଣି ବୁଢ଼ିୟାଣୀ କାମୁଡା ଖାଇଲେ ୩ ଭାଇ: ଅସୁସ୍ଥ ହେବା ପରେ ଡାକ୍ତରଖାନାରେ ଭର୍ତି

ସୁକ୍ର: ଛୋଟପିଲାଙ୍କ ଉପରେ କିପରି ଭାବେ କମିକ୍ସ ବୁକର ପ୍ରଭାବ ପଡେ ତାହା ପୁନର୍ବାର ପ୍ରମାଣିତ ହୋଇଛି । ବଲିଭିଆର ୩ ଭାଇ ସ୍ପାଇଡର ମ୍ୟାନ ହେବା ପାଇଁ ଜାଣିଶୁଣି ବୁଢ଼ିୟାଣୀଠାରୁ କାମୁଡା ଖାଇଥିଲେ । ସମାନଙ୍କ ବୟସ ଯଥାକ୍ରମେ ୮, ୧୦ ଓ ୧୨ । ସ୍ପାଇଡର ମ୍ୟାନ ହେବା ବଦଳରେ କିଛି ସମୟ ପରେ…

ପପୁ ପମ୍ ପମ୍‌ଙ୍କ ଜନ୍ମଦିନରେ ଫ୍ୟାନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର : ଆଜି କମେଡି କିଙ୍ଗ ପପୁ ପମ୍ ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ଜନ୍ମଦିନ । ପପୁଙ୍କ ଜନ୍ମ ଦିନ ଅବସରରେ ତାଙ୍କ ଫ୍ୟାନମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଆ ଚଳଚ୍ଚିତ୍ରରେ କମେଡି କ୍ଷେତ୍ରରେ ପପୁଙ୍କର ଏକ ସ୍ୱାତନ୍ତ୍ରତା ରହିଛି । ପରିସ୍ଥିତି ଓ ପରିବେଶକୁ ଦେଖି ସେ…

ଭାଇଜାନଙ୍କ ଇଦ୍ ଭେଟି, ରିଲିଜ ହେଲା ‘ଭାଇ ଭାଇ’ ଗୀତ

ମୁମ୍ବାଇ: ଲକଡାଉନ୍ ଭିତରେ ରିଲିଜ ହୋଇଛି ଭାଇଜାନ ସଲମାନ ଖାନ୍‌ଙ୍କ ଏକ ନୂଆ ମ୍ୟୁଜିକ ଭିଡିଓ । ଇଦ୍ ଅବସରରେ ସଲମାନ ଏହି ଗୀତକୁ ନିଜ ଫ୍ୟାନ୍ ମାନଙ୍କୁ ଭେଟି ଦେଇଛନ୍ତି । ‘ହିନ୍ଦୁ, ମୁସଲିମ ଭାଇ ଭାଇ’ ଗୀତକୁ ସଲମାନ ନିଜେ ଗାଇଛନ୍ତି । ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି ସାଜିଦ-ୱାଜିଦ ।…

ରିଲିଜ ହେଲା ର‌୍ୟାପର ବାଦଶାହାଙ୍କ ନୂଆ ଗୀତ ଟକ୍ସିକ୍

ମୁମ୍ବାଇ: ଗେଣ୍ଡାଫୁଲ ଗୀତର ଅପାର ସଫଳତା ପରେ ର‌୍ୟାପର କିଙ୍ଗ ବାଦଶାହା ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଗୀତ ରିଲିଜ କରିଛନ୍ତି । ଏହି ଗୀତର ନାମ ରହିଛି ଟକ୍ସିକ୍ । ରବି ଦୁବେ ଓ ସରଗୁନ ମେହେଟ୍ଟା ଏହି ଆଲବମରେ ଅଭିନୟ କରିଛନ୍ତି । ଗୀତର ଟିଜର ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ଏହା…

କରୋନା ମହାମାରୀ ଓ ଶ୍ରୀଜୀଉଙ୍କ ରଥଯାତ୍ରା…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ସମଗ୍ର ବିଶ୍ୱର ଧର୍ମୀୟ ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ରରେ ଲାଗି ରହିଛି ବାର ମାସରେ ତେର ଯାତ୍ରା । ବର୍ଷ ତମାମ ବଡ ଦେଉଳ ଭିତରେ ଏବଂ ବାହାରେ ଲାଗି ରହିଥାଏ ଦ୍ୱାଦଶ ଲୀଳା,…

କ୍ୱରେଣ୍ଟାଇନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର

କଟକ: କ୍ବାରେଣ୍ଟାଇନ୍ ସେଣ୍ଟରରୁ ଉଦ୍ଧାର ହେଲା ବଜ୍ରକାପ୍ତା । ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ମହୁଲିଆ ଗାଁର କ୍ଵାରେଣ୍ଟାଇନ୍ ସେଣ୍ଟର ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।ସୂଚନାଯୋଗ୍ୟ ଯେ,…

+୩ର ଦ୍ୱିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର ବାତିଲ

ଭୁବନେଶ୍ୱର: ଯୁକ୍ତ ତିନିର ହେବନି ଦ୍ୱିତୀୟ ଓ ଚତୃର୍ଥ ସେମିଷ୍ଟାର । ପିଜିର ବି ଦ୍ୱିତୀୟ ସେମିଷ୍ଟାର ହେବନି । ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଦ୍ୱାରା ପରବର୍ତୀ ସେମିଷ୍ଟାରକୁ ଉତ୍ତୀର୍ଣ୍ଣ କରାଯିବ…