ସାଇନା ଶେୟାର କଲେ ତାଙ୍କ ବାୟୋପିକ୍ ଫିଲ୍ମର ନୂତନ ଲୁକ୍
ମୁମ୍ବାଇ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ତାଙ୍କ ଆତ୍ମଜୀବନୀ ଉପରେ ନିର୍ମିତ ହେଉଥିବା ଫିଲ୍ମର ନୂତନ ଲୁକ୍ ଶେୟାର କରିଛନ୍ତି । ଫିଲ୍ମରେ ପରିଣୀତି ଚୋପ୍ରା ତାଙ୍କ ଭୂମିକା ତୁଲାଉଛନ୍ତି । ସାଇନା ଫଟୋ ଶେୟାର କରି ଲେଖିଛନ୍ତି ମୋର ପ୍ରତିଛବି । ଫଟୋରେ ପରିଣୀତି…