Latest Odisha News

BREAKING NEWS

ଚର୍ଚ୍ଚାରେ ‘ଦି ନ୍ୟୁୟର୍କ ଟାଇମ୍ସ’, ପ୍ରଥମ ପୃଷ୍ଠାରେ ଛାପିଲା ହଜାରେ କରୋନା ମୃତକଙ୍କ ତଥ୍ୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । ଆମେରିକାରେ କରୋନା ତାର ତାଣ୍ଡବ ରଚିଛି । ଏହାର ପ୍ରଭାବ ରବିବାର ଦି ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଦେଖିବାକୁ ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ପ୍ରାଣ ହରାଇଥିବା ଲୋକଙ୍କ ଏକ ଲମ୍ବା ତାଲିକା…

ଲକ୍‌ଡାଉନ ରେସିପି : ବେଙ୍ଗାଳୁରୁରୁ ଆଶିଷ ପଟ୍ଟନାୟକଙ୍କ ଚାଇନିଜ୍ ବ୍ରେଡ୍ ଉପମା

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ପାକ୍ କ୍ରିକେଟର ତୌଫିକ ଉମରଙ୍କୁ କରୋନା

କରାଚୀ:ପ୍ରଥମ ଥର ପାଇଁ କ୍ରିକେଟ ଖେଳାଳିଙ୍କୁ ସଂକ୍ରମିତ କରିଛି କରୋନା । ପାକିସ୍ତାନ କ୍ରିକେଟର ତୌଫିକ ଉମରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ଘରେ କ୍ୱାରେଂଟାଇନରେ ରହିବେ । ଅସୁ୍‌ସ୍ଥ ଅନୁଭବ କରିବାରୁ ମୁଁ ନିଜର ଟେଷ୍ଟ କରାଇଥିଲି । ଏହା ପଜିଟିଭ ବାହାରିଥିଲେ ସୁଦ୍ଧା ମୁଁ…

ହ୍ରିତିକଙ୍କୁ ମିଳିଲା ଫ୍ୟାନଙ୍କ ନିଆରା ଗିଫ୍ଟ, ସେୟାର କଲେ ଭିଡିଓ

ମୁମ୍ବାଇ: ଲକଡାଉନ୍ ମଧ୍ୟରେ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କୁ ମିଳିଛି ନିଆରା ଗିଫ୍ଟ । ତାଙ୍କୁ ତାଙ୍କର ଜଣେ ଫ୍ୟାନ୍ସ ଭିଡିଓ ମାଧ୍ୟମରେ ଏକ ଗିଫ୍ଟ ଦେଇଛନ୍ତି, ଯାହାକୁ ଦେଖି ହ୍ରିତିକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ନିଜ ଇଷ୍ଟାଗ୍ରାମ ହ୍ୟାଣ୍ଡଲେ ଏକ ଭିଡିଓ ସେୟାର କରିଛନ୍ତି,…

ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ମନା କଲେ କଟକ ମଦ ଦୋକାନୀ ମାଲିକ

କଟକ: ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ବିରୋଧ । କଟକରେ ଅନ୍‌ଲାଇନ୍‌ରେ ମଦ ବିକ୍ରିକୁ ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ମନା କରିଛନ୍ତି । କଟକ ଜିଲ୍ଲାରେ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ସଂଘ ସଂପାଦକ ବିରଞ୍ଚି ନାରାୟଣ ସାହୁ କହିଛନ୍ତି, ଆମେ ଅନ୍‌ଲାଇ ମଦ…

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡିରେ ରହିବେ ୧୫୦ ସେବାୟତ

ପୁରୀ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡିରେ ନିୟୋଜିତ ହେବେ ୧୫୦ ସେବାୟତ । ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ୫୦ ଜଣ ଲେଖାଏଁ ସେବାୟତ ପହଣ୍ଡି କରିବେ। ସେହିପରି ଦେବୀ ସୁଭଦ୍ରାଙ୍କୁ ୩୦ ଜଣ ଓ ସୁଦର୍ଶନଙ୍କୁ ୨୦ ଜଣ ସେବାୟତ ପହଣ୍ଡିରେ ଆଣିବେ। ଏନେଇ ଦଇତାପତି ବିନାୟକ ଦାସ ମହାପାତ୍ର ସୂଚନା…

କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା

ଉତ୍ତରପ୍ରଦେଶ: କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା । ସଂକ୍ରମିତ ବ୍ୟବହାର କରିପାରିବେନି ମୋବାଇଲ । ଉତ୍ତରପ୍ରଦେଶର କୋଭିଡ ହସ୍ପିଟାଲରେ ଜାରି ହୋଇଛି ଏଭଳି ନିଦ୍ଦେଶନାମା । ୟପିର ମେଡିକାଲ ଡିଜି କେ.କେ ଗୁପ୍ତା କହିଛନ୍ତି, କରୋନା ଆକ୍ରାନ୍ତମାନେ ମେଡିକାଲ ଭିତରେ ମୋବାଇଲ୍ ବ୍ୟବହାର…

ବିଦେଶ ଫେରନ୍ତାଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଘରୋଇ ଯାତ୍ରା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ । ବିମାନବନ୍ଦର, ଷ୍ଟେସନ ଓ ବସଷ୍ଟାଣ୍ଡରେ କୋଭିଡ ସଚେତନତା କରାଯିବ । ସମସ୍ତ ପ୍ରସ୍ଥାନ ଉପରେ ଥର୍ମାଲ ସ୍କ୍ରନିଂ ବ୍ୟବସ୍ଥା…

ଟ୍ୱିନସିଟିରେ ଅନଲାଇନରେ ଗ୍ରୋସରୀ ଦେବ ଜିଓମାର୍ଟ

ମୁମ୍ବାଇ: ଟ୍ୱିନସିଟିବାସୀଙ୍କ ପାଇଁ ଖୁସି ଖବର । ଏଣିକି କଟକ ଓ ଭୁବନେଶ୍ୱର ବାସିନ୍ଦା ଘରେ ବସି ଅନଲାଇନରେ ଅର୍ଡର କରି ମଗାଇପାରିବେ ଗ୍ରୋସରୀ ସାମଗ୍ରୀ । ତାପୁଣି ଏମଆରପି ଠାରୁ ପାଞ୍ଚ ପ୍ରତିଶତ କମ୍ ଦରରେ । ତେବେ କ୍ୟାସ୍ ଅନ ଡେଲିଭରୀ ନୁହଁ କେବଳ ପ୍ରିପେଡ୍ ପେମେଣ୍ଟ ମୋଡରେ ମିଳିବ ଏହି…

ଆଶ୍ରମ ଭିତରେ ପୁଣି ଜଣେ ସାଧୁଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ନାନ୍ଦେଡ: ଆଶ୍ରମ ଭିତରେ ପୁଣି ଜଣେ ସାଧୁଙ୍କୁ ହତ୍ୟା । ମହାରାଷ୍ଟ୍ରର ପାଲଘରରେ ସାଧୁଙ୍କୁ ହତ୍ୟା ପରେ ଏବେ ନନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ଆଉ ଜଣେ ସାଧୁ ଏବଂ ତାଙ୍କର ଜଣେ ସେବକଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ସାଧୁଙ୍କ ମୃତଦେହ…