Latest Odisha News

BREAKING NEWS

ଭୂକମ୍ପର ଚାରିଦିନ ପରେ ଭଙ୍ଗା କୋଠା ତଳୁ ଉଦ୍ଧାର ହୋଇଛି ଏକ ଶିଶୁ କନ୍ୟା; ତୁର୍କୀ

ଇଜମିର: ତୁର୍କୀର ଉପକୂଳବର୍ତ୍ତୀ ସହର ଇଜମିରର ରିଲିଫ କର୍ମଚାରୀମାନେ ଶକ୍ତିଶାଳୀ ଭୂକମ୍ପ ହେବାର ଚାରି ଦିନ ପରେ ଆପାର୍ଟମେଣ୍ଟର ଅଳିଆ ଗଦାରୁ ଜଣେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି। ଆୟଦା ଗେଜଗିନ୍‌ ନାମକ ଏହି ଛୋଟ ଝିଅଟିକୁ ମଙ୍ଗଳବାର ଦିନ ଆମ୍ବୁଲାନ୍ସ ନିଆଯାଉଥିବାର ଦେଖିବାକୁ…

ଲ୍ୟାଣ୍ଡମାଇନ୍ ଉଦ୍ଧାର, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍ ଯବାନଙ୍କୁ ମିଳିଛି ବଡ ସଫଳତା । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋରାସେତୁ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । କମ୍ୱିଂ ଅପରେଶନ୍‌ରେ ଗଲା ବେଳେ ମିଳିଲା ଲ୍ୟାଣ୍ଡମାଇନ୍‌। ଏଥିସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ୱାଭିମାନ…

ଭୁବନେଶ୍ୱରରେ କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ । କମୁଛି ସଂକ୍ରମଣ, ବଢ଼ୁଛି ସୁସ୍ଥ ହାର । ଗତ ୨୪ ଘଂଟାରେ ରାଜଧାନୀରେ ଶହେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ୭୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୪ ଜଣ ସଙ୍ଗରୋଧ କେନ୍ଦ୍ରର…

ବିଭିନ୍ନ ରାଜ୍ୟରେ ବାଣ ଫୁଟାଇବା ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର; ଜାଣନ୍ତୁ ଗ୍ରୀନ୍‌ କ୍ରାକର୍‌କୁ…

ନୂଆଦିଲ୍ଲୀ: କରୋନା ସଙ୍କଟ ଏବଂ ବାୟୁ ପ୍ରଦୂଷଣ ମଧ୍ୟରେ ଅନେକ ରାଜ୍ୟ ସରକାର ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦିଲ୍ଲୀ, ହରିୟାଣା, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ପରେ ବର୍ତ୍ତମାନ ଓଡିଶା ସରକାର ମଧ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଓଡିଶା ସରକାର ୧୦ ରୁ ୩୦ ନଭେମ୍ବର ୨୦୨୦…

ରେଜଲ୍ଟ ପୂର୍ବରୁ ନିଜକୁ ବିଜୟ ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: କିଏ ହେବ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଡୋନାଲ୍ଟ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବେ ନା ଜୋ ବାଇଡେନ୍ କ୍ଷମତା ଦାଖଲ କରିବେ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ତେବେ ଫାଇନାଲ ରେଜଲ୍ଟ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିଜକୁ ବିଜୟ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

କଟକ: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କୁ ଷ୍ଟାଟସ୍ ରିପୋର୍ଟ ଦେଇ ପାରିଲାନି କ୍ରାଇମବ୍ରାଂଚ । ଏହି ମାମଲାରେ ହାଇକୋର୍ଟ କ୍ରାଇମବ୍ରାଂଚ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।୧୧ ତାରିଖ ସୁଦ୍ଧା ଅପ୍‌ଡେଟ୍‌ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ…

ଡିସେମ୍ବର ପହିଲାରୁ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ

ପୁରୀ: ଚଳିତ ବର୍ଷ ଡିସେମ୍ବର ପହିଲାରୁ ପୁଣି ଥରେ ରାମଚଣ୍ଡୀ କୁଶଭଦ୍ରା ମୁହାଣରେ ନିକଟରେ ଆରମ୍ଭ ହେବ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ । କରୋନା କଟକଣା ସତ୍ତ୍ୱେ ଦ୍ୱିତୀୟ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ ଆରମ୍ଭ ହେବ । ଡିସେମ୍ବର ପହିଲାରୁ ୩ ମାସ ବ୍ୟାପୀ ହେବାକୁ ହେବାକୁ ଥିବା ଏହି ଫେଷ୍ଟିଭାଲ…

ଆମେରିକା ନିର୍ବାଚନ ପ୍ରକ୍ରିୟା ସମୟରେ ବନ୍ଧୁକ ବିକ୍ରିରେ ୮୦ ପ୍ରତିଶତ ବୃଦ୍ଧି ଘଟିଛି

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି ଏବଂ ପ୍ରାରମ୍ଭିକ ଧାରା ଆରମ୍ଭ ହେଉଛି। ରିପୋର୍ଟ ଅନୁଯାୟୀ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ୍ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି। ଏହି ସମୟ ମଧ୍ୟରେ ହିଂସା ଭୟରେ ଉକ୍ତ…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନରେ କେତେ ଜଣ କରୋନା ଆକ୍ରାନ୍ତ ଦେଇଛନ୍ତି ଭୋଟ? ଜାଣନ୍ତୁ

ଭୁବନେଶ୍ୱର:ବାଲେଶ୍ୱର ଓ ତିର୍ତ୍ତୋଲରେ ସୁରୁଖୁରୁରେ ସରିଛି ଉପ-ନିର୍ବାଚନ । ଉପନିର୍ବାଚନ ଶେଷ ହେବା ପରେ ଏବେ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରହିଛି ଇଭିଏମ । ଏହା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତିର୍ତ୍ତୋଲରେ ୨୩ ଜଣ କୋଭିଡ୍ ଆକ୍ରାନ୍ତ ଶେଷରେ ଭୋଟ୍ ଦେଇଛନ୍ତି ।…

ପୁନମ୍ ପାଣ୍ଡେଙ୍କୁ ମହଙ୍ଗା ପଡିଲା ଅଶ୍ଳୀଳ ଭିଡିଓ !

ଗୋଆ: ପୁଣିଥରେ ବିବାଦରେ ଅଭିନେତ୍ରୀ ପୁନମ୍ ପାଣ୍ଡେ । ନିକଟରେ ଏହି ଅଭିନେତ୍ରୀ ଗୋଆରେ ସୁଟିଂ ସାରି ମୁମ୍ବାଇ ଫେରିଥିଲେ । ହେଲେ ଗୋଆରେ ସୁଟିଂ କରିବା ତାଙ୍କୁ ମହଙ୍ଗା ପଡିଛି । ଖାସ କରି ଅଶ୍ଳୀଳ ଭିଡିଓ । ଏ ନେଇ ପୁନମ୍‌ଙ୍କ ବିରୋଧରେ ଦୁଇଦୁଇଟି ଏତଲା ଦାୟର ହୋଇଛି । Goa: FIR filed…