Latest Odisha News

BREAKING NEWS

ଅଭିନେତ୍ରୀ କାଜୋଲ୍‌ଙ୍କ ସବୁ ସ୍ୱାମୀମାନଙ୍କୁ ବିଶେଷ ପରାମର୍ଶ; କର୍‌ୱାଚୌଥ୍‌ ଭରସାରେ ରୁହନ୍ତୁ ନାହିଁ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଥିବା ଦେଖିବ‌ାକୁ ମିଳେ। ସେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ଅନେକ ମଜାଦାର ମେମ୍ ମଧ୍ୟ ସେୟାର କରନ୍ତି। ନିକଟରେ, କାଜୋଲ କର୍‌ୱାଚୌଥ୍‌କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ…

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ଚାରି ଜଣଙ୍କର ମୃତ୍ୟୁ

ଉତ୍ତରପ୍ରଦେଶ: ବେଆଇନ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୮ ଜଣ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାରେ ଆଜି ସକାଳୁ ଏହି ଅଘଟଣ ଘଟିଛି । ଆଜି ସକାଳୁ ସକାଳୁ କୁଶୀନଗର ଜିଲ୍ଲା କପ୍ତାନଗଞ୍ଜ…

ଗୋଟିଏ ଦିନରେ ୩୦ଟି ସିଗାରେଟ୍‌ ଟାଣୁଥିବା ମିଲିନ୍ଦ୍‌‌ ଏବେ ସମସ୍ତଙ୍କ ପାଇଁ ସାଜିଛନ୍ତି ଫିଟ୍‌ନେସ୍‌ କିଙ୍ଗ୍‌

ନୂଆଦିଲ୍ଲୀ: ଅଭିନେତା ମିଲିନ୍ଦ୍‌ ସୋମାନ ତାଙ୍କ ଫିଟନେସ୍‌ ମନ୍ତ୍ର ସାହାଯ୍ୟରେ ୨ ଦଶନ୍ଧିରୁ ଅଧିକ ସମୟ ଧରି ଲୋକଙ୍କୁ ପ୍ରଭାବିତ କରିଛନ୍ତି। ସେ ୫୫ ବର୍ଷ ବୟସରେ ମଧ୍ୟ ଜଣେ ଫିଟନେସ୍ ଆଇକନ୍ ସାଜିଛନ୍ତି। ସେ ଏବେ ଅନେକ ସମୟରେ ନିଜର ଫିଟନେସ୍ ହେତୁ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି…

ତାଳଚେରରୁ ଜବତ ହେଲା ପ୍ରାୟ ୫ ଲକ୍ଷ ଟଙ୍କାର ବାଣ

ଅନୁଗୁଳ: ଅନୁଗୁଳର ତାଳଚେର ବଜାରରୁ ଜବତ ହୋଇଛି ବିପୁଳ ପିରମାଣର ବାଣ। ସ୍ଥାନୀୟ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ଉପସ୍ଥିତି ରେ ଏହି ବାଣ ଜବତ କରାଯାଇଛି। ସୂଚନାନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରି ଏହି ବାଣ ଜବତ କରିଛି। ଚଢ଼ାଉ ସମୟରେ ଗୋଟିଏ ଟ୍ରକ ଭର୍ତ୍ତି ବାଣ…

ଦେଶରେ ୮୩ ଲକ୍ଷ କରୋନା ସଂକ୍ରମିତ, ଗଲାଣି ଲକ୍ଷେ ୨୩ ହଜାର ଜୀବନ

ନୂଆଦିଲ୍ଲୀ: ସଚେତନତା ଓ ସତର୍କତା ଯୋଗୁ ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମିଛି । ସୁସ୍ଥ ସଂଖ୍ୟା ବଢୁଛି । କିନ୍ତୁ ମହାମାରୀ ପ୍ରତିଦିନ ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୬ ହଜାର ୨୫୪ ପଜିଟିଭ କେସ୍ ବାହାରିଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୩ ଲକ୍ଷ ୧୩ ହଜାର ୮୭୭କୁ ବୃଦ୍ଧି…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ

ଅନୁଗୋଳ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଅନୁଗୋଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । କନିଷ୍ଠ ଯନ୍ତ୍ରୀଙ୍କ ନାଁ ବସନ୍ତ କୁମାର ବସ୍ତିଆ । ଏକକାଳୀନ 4ଟି ସ୍ଥାନରେ ରେଡ୍…

ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ

ମୁମ୍ବାଇ: ରିପବଲିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ। ୨୦୧୮ ମସିହାରେ ଇଣ୍ଟେରିୟର ଡିଜାଇନର୍ ଅନଭୟ ନାୟକ ଏବଂ ତାଙ୍କ ମା କୁମୁଦ ନାୟକଙ୍କ ମୃତ୍ୟୁ ଘଟଣାରେ ମୁମ୍ବାଇ ପୋଲିସ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଟକ ରଖିଛି। ଜାତୀୟ ନ୍ୟୁଜ ଏଜେନ୍ସି ସଂସ୍ଥା…

ଅନୁଗୋଳ ଜିଲ୍ଲାର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା, ୨ ମୃତ

ଅନୁଗୋଳ: ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ଅନୁଗୋଳ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କିଶୋରନଗର ଥାନା ରାଇବାହଲ ନିକଟରେ ବ୍ରିଜ ତଳକୁ ବାଇକ୍ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଆହତ ହୋଇଛନ୍ତି । ମୃତକ ହେଲେ ଆଠମଲ୍ଲିକ ତେଲି ସାହିର ବିନ ପାଣ୍ଡେ । ସେହିପରି…

ମିଶନ ହ୍ୱାଇଟ୍ ହାଉସ୍: ଇଲେକ୍ଟୋରାଲ୍ ଭୋଟରେ ଆଗରେ ଜୋ ବିଡେନ୍

ନ୍ୟୁୟର୍କ: କାହା ଦଖଲକୁ ଯିବା ହ୍ୱାଇଟ୍ ହାଉସ୍ ? ଡୋନାଲ୍ଡ ଟ୍ରମ୍ପ ନା ଜୋ ବିଡେନ୍ ? ଆମେରିକାର ୪୬ତମ ରାଷ୍ଟ୍ରପତି ନିର୍ବାଚନ ନେଇ ଭୋଟ ଗଣିତ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଗଣିତରେ ଆଗୁଆ ରହିଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ଇଲେକ୍ଟୋରାଲ୍ ଭୋଟରେ ସେ…

କଲଭର୍ଟରେ ପିଟି ହେଲା ବାଇକ୍; ୨ ଯୁବକ ମୃତ

କୋରାପୁଟ: କୋରାପୁଟ ଜିଲ୍ଳାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍ଥାନୀୟ କାକିରିଗୁମ୍ମା ଥାନା ଅନ୍ତର୍ଗତ ପଞ୍ଚଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ବାଇକ କଲଭର୍ଟରେ ପିଟି ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ୨ ଜଣ ଯୁବକ ହୋଇଥିବା ବେଳେ ସେମାନଙ୍କ ନାମ…