Latest Odisha News

BREAKING NEWS

ଝାରସୁଗୁଡ଼ାରେ ବର୍ଷକର ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ପ୍ରଶାସନ। https://twitter.com/dm_jharsuguda/status/1263907119528587268?s=08 ପ୍ରାପ୍ତ ସୂଚନାନୁଯାୟୀ, ସମ୍ପୃକ୍ତ ଆକ୍ରାନ୍ତ ଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୦୫-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ  ମାସ ତା ୨୩ ରିଖ  ଶନିବାର ବୃଷ  ୧୦ ଦିନ ଜ୍ଯେଷ୍ଠ ମାସ ଶୁକ୍ଳ ପକ୍ଷ  ପ୍ରତିପଦା  ତିଥି   ରୋହିଣୀ  ନକ୍ଷତ୍ର ବୃଷ ଚନ୍ଦ୍ର  ଘାତ ବାର- ବୃଷ ସିଂହ ଓ କନ୍ୟା ରାଶିର   ଘାତଚନ୍ଦ୍ର-ବିଛା ରାଶି…

ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି: ଦ୍ରୁତଗତିରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ତିନିରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । କରୋନା ମହାମାରୀ ହେଉ କି ଅମ୍ଫାନ୍ ମହାବାତ୍ୟା ପ୍ରଚଣ୍ଡ ଖରା ହେଉକି ବର୍ଷା କାହାକୁ ଖାତିର୍ ନକରି ରଥ ନିର୍ମାଣ କରି ଚାଲିଛନ୍ତି ମହାରଣା ସେବକ । ସରକାରଙ୍କ ଲକ୍‌ଡାଉନ୍ କଟକଣାକୁ…

ଝାରସୁଗୁଡ଼ା ସହରରେ ୫ ବର୍ଷର ନାବାଳକ କରୋନା ପଜିଟିଭ୍ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଜଣେ ୫ ବର୍ଷର ନାବାଳକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମେ’ ୧୬ ତାରିଖରେ ଏହି ବାଳକ ଜଣକ ତା’ର ପରିବାର ସହିତ ଆଗ୍ରାରୁ ସହରର ମଙ୍ଗଳବଜାର ଘରକୁ ଫେରିଥିଲେ । A five year old boy from Mangal Bazar, Jharsuguda has been…

୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ନ ହୋଇପାରିଲେ ଏହାକୁ ବାତିଲ କରି ଦିଆଯିବ: ବାକ୍‌

ଟୋକିଓ: କରୋନା ଯୋଗୁଁ ‌ଯଦି ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ନ ହୋଇପାରେ ତେବେ ଏହାକୁ ବାତିଲ କରି ଦିଆଯିବ ବୋଲି ଆଇଓସି ମୁଖ୍ୟ ଥୋମାସ୍ ବାକ୍ କହିଛନ୍ତି ।କରୋନା ଯୋଗୁଁ‌ ଆଇଓସି ଓ ଜାପାନ ସରକାର ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୧ରେ ଯଦି…

ୱାରଙ୍ଗାଲରେ ଗୋଟିଏ କୂଅରୁ ମିଳିଲାଣି ୯ ଶବ : ପୋଲିସର ତଦନ୍ତ ଜାରି

ହାଇଦ୍ରାବାଦ: ତେଲେଙ୍ଗାନାର ୱାରଙ୍ଗାଲ ଅଂଚଳର ଏକ କୂଅ ମଧ୍ୟରୁ ରହସ୍ୟମୟ ଢ଼ଙ୍ଗରେ ଗୋଟିଏ ପରେ ଗୋଟିଏ ଶବ ମିଳୁଛି । ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ୯ ଶବ ମିଳିସାରିଛି । ଗୁରୁବାର ୪ଟି ଶବ ମିଳିଥିବରା ବେଳେ ଶନିବାର ଆଉ ୫ଟି ମିଳିଛି । ପ୍ରାରମ୍ଭିକ ରିପୋର୍ଟରେ ପୋଲିସକୁ ମିଳିଥିବା ତଥ୍ୟ…

ଅମ୍ଫାନ ସ୍ଥିତିି ସମୀକ୍ଷା : ଓଡିଶାକୁ ପ୍ରଶଂସା ସହିତ ୫୦୦ କୋଟି ଟଙ୍କାର ଆଗୁଆ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଓଡିଶାର ଅମ୍ଫାନ ପ୍ରଭାବିତ ଅଂଚଳ ଆକାଶମାର୍ଗରୁ ନୀରିକ୍ଷଣ କରିବା ପରେ ସ୍ଥିତିର ସମୀକ୍ଷା କରି ରାଜ୍ୟ ପାଇଁ ୫୦୦ କୋଟି ଟଙ୍କାର ଆଗୁଆ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଭାବିତ ଅଂଚଳର ସ୍ଥିତିରେ ସୁଧାର ଆଣିବା ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି…

ଓଡ଼ିଶାରେ ମଦ ହୋମ ଡେଲିଭରି ହେବନାହିଁ: ଅବକାରୀ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମଦର ହୋମ ଡେଲିଭରି ନେଇ କୌଣସି ସରକାରୀ ନୋଟିସ ମିଳିନଥିବା ପ୍ରକାଶ କରିଛି ରାଜ୍ୟ ଅବକାରୀ ବିଭାଗ । ଶୁକ୍ରବାର ଦିନ ଅବକାରୀ ବିଭାଗ ପକ୍ଷରୁ ସୂଚନାଦେଇ କୁହାଯାଇଛି ଯେ, ହୋମ ଡେଲିଭରି ନେଇ କୌଣସି କମିଟି ଗଠିତ ହୋଇନାହିଁ କିମ୍ବା ମଦର କୌଣସି ଦରଦାମ ମଧ୍ୟ କୌଣସି କମିଟି…

ଆତଙ୍କବାଦୀଙ୍କ ମଧ୍ୟରେ ଭାଳେଣୀ: ‘କିଏ ଜଣେ ଅଛି ଯିଏ କି ସମସ୍ତଙ୍କ ମୃତ୍ୟୁର କାରଣ ସାଜୁଛି’

କଶ୍ମୀର:ଆତଙ୍କବାଦୀ ବିରୋଧରେ ଭାରତୀୟ ସେନାର ରଣନୀତି ସଫଳ ହେବାରେ ଲାଗିଛି । ଗୋଟିଏ ପରେ ଗୋଟେ ପ୍ରମୁଖ ଆତଙ୍କବାଦୀ ମରୁଥିବା ବେଳେ ଯୁବ ପିଢ଼ୀଙ୍କ ମନରେ ଭୟ ସଂଚାର ହୋଇଛି । ଏହି ଅବସରରେ ଆତଙ୍କବାଦୀଙ୍କ ଏକ ଅଡିଓ ଭାଇରାଲ ହେଉଛି । ଏଥିରେ ହିଜୁବଲ ସହ ଜଡିତ ଜଣେ ଆତଙ୍କବାଦୀ କହୁଛି ଆମ…

ଚଳିତ ବର୍ଷ ଟି୨୦ ବିଶ୍ୱକପ ଆଶା ମଉଳିଲା

ମୁମ୍ବାଇ: ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ ଆଶା ଏକପ୍ରକାର ମଉଳି ଯାଇଛି କହିଲେ ଭୁଲ ହେବ ନାହିଁ । କରୋନା ଭାଇରସ ଯୋଗୁ ଅକ୍ଟୋବର-ନଭେମ୍ବରରେ ଏହାକୁ ଆୟୋଜନ କରିବା ସମ୍ଭବପର ନୁହେଁ । ଆଇସିସି ସ୍ପଷ୍ଟ ଭାବେ ଏହା କହି ନ ଥିଲେ ମଧ୍ୟ କେତେକ ଅଧିକାରୀ ନିଜ ନାମ…