Latest Odisha News

BREAKING NEWS

କମ୍ ସେବାୟତରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା

ପୁରୀ: କମ ସେବାୟତରେ ହେବ ସ୍ନାନପୂର୍ଣ୍ଣିମା । କେତେ କମ ସଂଖ୍ୟାରେ ସେବାୟତ ସ୍ନାନପୂର୍ଣ୍ଣିମା ନୀତି କରିପାରିବେ ସେ ନେଇ ଆସନ୍ତା ୨୫ ତାରିଖ ସୁଦ୍ଧା ଜଣାଇବେ । ସ୍ନାନ ଯାତ୍ରା ନୀତିରେ କେଉଁ ନିଯୋଗ ରୁ କେତେଜଣ ରହିବେ ସେନେଇ ତାଲିକା ରେ ସ୍ପଷ୍ଟ ଉଲ୍ଳେଖ କରିବ ନିଯୋଗ। ତାଲିକା ଅନୁସାରେ…

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦ ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୫୦ କରୋନା ଆକ୍ରାନ୍ତ । ଏନେଇ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । Another 50 #COVID19 patients have recovered and are being discharged. 22 are from Ganjam 15…

ଲକ୍‌ଡାଉନ ରେସିପି : କାଲିଫର୍ଣ୍ଣିଆରୁ ଋତୁ ନନ୍ଦଙ୍କ ପିଠଉ ମାଛ ଭଜା

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ବାତ୍ୟା ଅମ୍ଫନ ପ୍ରଭାବରେ ରାଜ୍ୟର ୩୦ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ

ଭୁବନେଶ୍ୱର: ଗତ ବୁଧବାର ଦିନ ବାତ୍ୟା ଅମ୍ଫନ୍ ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟର ପ୍ରାୟ ୩୦ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ଶକ୍ତି ବିଭାଗର ରିପୋର୍ଟ ଅନୁଯାୟୀ, ବିଦ୍ୟୁତ୍ ବିତରଣ କମ୍ପାନୀ କେନ୍ଦ୍ରୀୟ ବିଦ୍ୟୁତ୍…

ଲକ୍‌ଡାଉନ ରେସିପି : ବେଙ୍ଗାଳୁରୁରୁ ରୋହିତ ଗରାବଡୁଙ୍କ ଚିକେନ ଭୁନା ମସାଲା

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ଏଥର ହେବନି ଶୀତଳଷଷ୍ଠୀ ଯାତ୍ରା !

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ହେବ କି ନାହିଁ । ସେ ନେଇ କୌଣସି ସ୍ପଷ୍ଟ ନିଷ୍ପର୍ସ ବାହରି ପାରିଲା ନାହିଁ । ଝୁଲାରେ ରହିଲା ଯାତ୍ରା ନିଷ୍ପତି । ଏନେଇ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ମନ୍ଦିର ପ୍ରଶାସନ…

ବାତ୍ୟା ଅମ୍ଫନ ପ୍ରଭାବରେ ଓଡ଼ିଶାର ୮୯ ବ୍ଲକ୍ ପ୍ରଭାବିତ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ବାତ୍ୟା ଅମ୍ଫନ୍ ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇଛନ୍ତି। ଏନେଇ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସହ ଏକ ଭିଡିଓ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଏହି ବାତ୍ୟା ଯୋଗୁଁ ୮୯ଟି ବ୍ଲକର ପ୍ରାୟ ୧୫୦୦ଟି…

ବାଲେଶ୍ଵରରେ ଓଲଟିଲା ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍

ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ଅନ୍ତର୍ଗତ ଲକ୍ଷ୍ମଣନାଥ ଚେକ୍ ଗେଟ୍ ନିକଟରେ ପ୍ରାୟ ୫୦ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବସ୍ କେରଳରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୁତ୍ରରୁ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୫୧ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିଲା ବେଳେ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ମୃତକ ଜଣକ ଗଞ୍ଜାମ ଜିଲ୍ଲାର ଜଣେ ୮୫ ବର୍ଷ ବୟସ୍କ ବ୍ୟକ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

କ୍ବାରେନଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଗଜପତି: ଗଜପତି ଜିଲ୍ଲାର କାଶିନଗର ବ୍ଲକ ଅନ୍ତର୍ଗତ ଅଲୋଡା କ୍ବାରେନଣ୍ଟାଇନ କେନ୍ଦ୍ରରେ ଜଣେ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମୃତକ ଜଣକ ଦୁଇ ଦିନ ପୂର୍ବରୁ ବିଶାଖାପାଟଣାରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ…