ଅଲ-କାଏଦାର ସନ୍ଦିଗ୍ଧ ପଶ୍ଚିମବଙ୍ଗରୁ ଗିରଫ
କୋଲକାତା: ଏନଆଇଏ ଆଜି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ-କାଏଦାର ସଦସ୍ୟ ଅବଦୁଲ ମୋମିନ୍ଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି। ତାଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିଦାବାଦରେ । ସେ କେରଳ ଓ ପଶ୍ଚିମବଙ୍ଗରେ ଅଲକାଏଦା ପକ୍ଷରୁ ଘଟାଇଥିବା ଏକାଧିକ ମାମଲାରେ ଜଡ଼ିତ ଥିବା ଏନଆଇଏ ସନ୍ଦେହ କରୁଛି । ଏନଆଇଏ…