Latest Odisha News

BREAKING NEWS

ଜୁନ୍ ୧ ରୁ ଗଡିବ ୨୦୦ଟି ଟ୍ରେନ

ନୂଆଦିଲ୍ଲୀ : ଜୁନ ୧ ତାରିଖଠାରୁ ଗଡିବ ଟ୍ରେନ । ଭାରତୀୟ ରେଳ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି। ୩୧ ତାରିଖରେ ଲକଡାଉନ୍ ୪ ଶେଷ ହେବା ପର ଦିନ ୨୦୦ଟି ନନ୍ ଏସି ଟ୍ରେନ୍ ଚାଲିବ। ଏ ନେଇ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଏହି ଟ୍ରେନର ଟିକେଟ୍ ଅନଲାଇନରେ ହିଁ…

ଆଜି ରାତିରେ ଏହି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫାନ । ଉପକୂଳବର୍ତ୍ତ ଅଞ୍ଚଳରେ ଥିବା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ, ପୁରୀ, ଖୋର୍ଦ୍ଧା,…

‘ଅମ୍ଫାନ’ ମୁକାବିଲା ପାଇଁ ସଜାଗ ଅଛି ଏନ୍‌ଡିଆର୍‌ଏଫ୍

ନୂଆଦିଲ୍ଲୀ: ଆସନ୍ତାକାଲି ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଅମ୍ଫାନ । ଲ୍ୟାଣ୍ଡଫଲ ବେଳେ ଏହାର ତାଣ୍ଡବ ରଚିବ । ଏହାର ପ୍ରଭାବ ଫନି ଭଳି ରହିବ । ଏଥିପାଇଁ ପୁରା ସଜାଗ ଅଛି ଏନ୍‌ଡିଆର୍‌ଏଫ୍ । ଏନେଇ ଏନ୍‌ଡିଆର୍‌ଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…

ଉତ୍ତର ଓଡ଼ିଶାରେ ରହିବ ବାତ୍ୟା ‘ଅମ୍ଫାନ’ର ପ୍ରଭାବ: ଆଇଏମ୍‌ଡି

ଭୁବନେଶ୍ୱର:ଧିରେ ଧିରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଅମ୍ଫାନ । ଯେତେ ଆଗକୁ ଆସୁଛି ସେତେ ଅଶାନ୍ତ ହେଉଛି ସମୁଦ୍ରକୂଳ । ୧୯୯୯ ମହାବାତ୍ୟା ପରେ ଏହା ହେଉଛି ବଙ୍ଗୋପସାଗରେ ଆସୁଥିବା ସବୁଠୁ ବଡ ବାତ୍ୟା । ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି । ଏହି…

ଲକ୍‌ଡାଉନ୍ ୪.୦: ଭୁବନେଶ୍ୱରରେ ଖୋଲିବ ବିୟୁଟି ପାର୍ଲର, ସେଲୁନ୍‌, କ’ଣ ରହିଛି ଗାଇଡ଼ ଲାଇନ୍ ଜାଣନ୍ତୁ

ଭୁବନେଶ୍ୱର: ଲକ୍‌ଡାଉନ୍ ୪.୦ ରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ କେଉଁ ଦୋକାନ ଗୁଡ଼ିକ ଖୋଲିବ ସେନେଇ ଗାଇଡ଼ଲାଇନ ଜାରି ହୋଇଛି । ସେହିପରି ଲକ୍‌ଡାଉନ ଗାଇଡ଼ଲାଇନ ଅନୁଯାୟୀ କେଉଁ ସପିଂ ମଲ୍ ଗୁଡ଼ିକ ୩୧ ମେ ପର୍ଯ୍ୟନ୍ତ ଖୋଲି ପାରିବ ନାହିଁ ତାହାର ମଧ୍ୟ ତାଲିକା ଜାରି ହୋଇଛି ।…

ପ୍ରତ୍ୟାବର୍ତ୍ତନର ପ୍ରଚ୍ଛଦପଟରେ ପ୍ରବଞ୍ଚିତ ପ୍ରବାସୀ ପ୍ରବାହ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମୃତ୍ୟୁର ଭୟ ପାଖରେ ଆଉ ସବୁ ତୁଚ୍ଛ । କରୋନା ମହାମାରୀରେ ପାରିବାରିକ ଜୀବନ ସଂପୂର୍ଣ୍ଣ ବିଛିନ୍ନ ଓ ବିପନ୍ନ । ଏବେ ଜାତି, ଧର୍ମ, ବର୍ଣ୍ଣ ସବୁ ମିଛ । ଏମିତି ସମୟ ଆସିଛି - ପୁଅକୁ ମା’ ଘରେ ପୁରାଇ ଦେଉନି । ଭାଇକି ଭାଇ ମଧ୍ୟ ହତାଦାର…

ସମାଜବାଦୀ ପାର୍ଟି ନେତା ଓ ତାଙ୍କ ପୁଅକୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା, ଭିଡିଓ ଭାଇରାଲ

ଲକ୍ଷ୍ନୌ: କ୍ୟାମେରାରେ କଏଦ୍ ହେଲା ଲାଇଭ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ସାମାଜବାଦୀ ପାର୍ଟି ନେତା ଓ ତାଙ୍କ ପୁଅକୁ ଗଳି କରି ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ହତ୍ୟାକାଣ୍ଡ ଘଟିଛି ୟୁପିର ସମ୍ଭାଲା ଜିଲ୍ଲା ଚନ୍ଦୌସିରେ। ଏଠାରେ ସମାଜବାଦୀ ପାର୍ଟିର ପୂର୍ବତନ ବିଧାନସଭା ପ୍ରାର୍ଥୀ…

ବାକିଥିବା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ନିଜ ସ୍କୁଲରେ ଦେବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ :ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ପରୀକ୍ଷା ଛାତ୍ରଛାତ୍ରୀ ପଢୁଥିବା ସ୍କୁଲରେ ଦେବେ । ନିଜ ସ୍କୁଲରେ ପରୀକ୍ଷା ଦେବା ଦ୍ୱାରା ସେମାନଙ୍କୁ ବେଶୀ ଦୂର ଯିବାକୁ ପଡିବ ନାହିଁ । ସାମାଜିକ ଦୂରତ୍ୱ ନିୟମକୁୁ କଡାକଡି ଭାବେ ପାଳନ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ମାନବ…

ବିିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପୁଣି ଟ୍ରମ୍ପଙ୍କ ଟାର୍ଗେଟ, ଦେଲେ ୩୦ ଦିନର ମହଲତ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଟାର୍ଗେଟ କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୁ ଆମେରିକା ୩୦ ଦିନର ମହଲତ ଦେଇଛି । ଯଦି ଆଗାମୀ ୩୦ ଦିନ ଭିତରେ ଆଖିଦୃଶିଆ ପଦକ୍ଷେପ ନିଆ ନଯାଏ ତେବେ ପାଣ୍ଠିକୁ…

ଲକ୍‌ଡାଉନ ସମୟରେ ଲୋକମାନଙ୍କୁ ମେଡିକାଲ ସହାୟତା ଯୋଗାଉଛନ୍ତି ଅଭିନେତା ସବ୍ୟସାଚୀ

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ର ଫିଲ୍ମରେ ତ ହିରୋ ଥିଲେ ଏବେ ବାସ୍ତବ ଜୀବନରେ ବି ହିରୋ ପାଲଟିଛନ୍ତି । ଲକଡାଉନ ସମୟରେ ଲୋକମାନଙ୍କୁ ମେଡିକାଲ ସହାୟତା ଯୋଗାଇ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ଲକଡାଉନ ସମୟରେ ସବ୍ୟସାଚୀ ଘରେ ଏକ ମିନି କଣ୍ଟ୍ରୋଲ ରୁମ୍ କରିଛନ୍ତି । ଏ ନେଇ…