ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ; ଓଡ଼ିଶାରେ ଟ୍ରେନ୍ ସେବା ପ୍ରଭାବିତ
ଭୁବନେଶ୍ୱର: ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଲାଗି ଓଡ଼ିଶାରେ କିଛି ଟ୍ରେନ୍ ସେବା ପ୍ରଭାବିତ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି।
ପୁରୀ-ଦୁର୍ଗ ବିଶେଷ ଟ୍ରେନ ସପ୍ତାହ ପାଇଁ ଆଂଶିକ ବାତିଲ ହେବ ଏବଂ ବିଶାଖାପାଟଣା-ନିଜାମୁଦ୍ଦିନ ବିଶେଷ ଟ୍ରେନ ଛଅ ଦିନ ପାଇଁ ବାତିଲ…