Latest Odisha News

BREAKING NEWS

ଭଡ଼ା ଘରୁ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡା ଘରୁ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ସରୋଜ କୁମାର ଶବର ଓ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ବୋଲି ଜଣାପଡିଛି । ଭଡ଼ା…

ପ୍ରିୟଙ୍କାଙ୍କୁ ନିଜ ଲକି ଚାର୍ମ ମାନନ୍ତି ନିକ୍‌

ନୂଆଦିଲ୍ଲୀ: ପପ୍‌ଷ୍ଟାର ନିକ୍‌ ଜୋନାସ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ପୁରୁଣା ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ଫଟୋରେ ନିକ ଏବଂ ପ୍ରିୟଙ୍କା କଳା ପୋଷାକରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି। ନିକ୍‌ ଇନଷ୍ଟାଗ୍ରାମରେ…

ନେପାଳର ଶାସକ କମ୍ୟୁନିଷ୍ଟ ପାର୍ଟି ହେବ ଦୁଇ ଫାଳ !

କାଠମାଣ୍ଡୁ: ନେପାଳର ଶାସକ କମ୍ୟୁନିଷ୍ଟ ଦଳ ଏବେ ଦୁଇ ଫାଳ ହେବାକୁ ଯାଉଛି । ଭାରତ-ଚୀନ ବିବାଦ ମଧ୍ୟରେ ମୁଣ୍ଡ ପୂରାଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି । ବର୍ତମାନ ଓଲୀ ଓ ପାର୍ଟିର ବରିଷ୍ଠ ନେତା ପୁଷ୍ପ କମଲ ଦହଲ ମଧରେ ବିବାଦ ବଢ଼ିବାରେ ଲାଗିଛି ।…

ଭିକାରୀ ମୁକ୍ତ ହେବ ଶ୍ରୀକ୍ଷେତ୍ର, ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ

ପୁରୀ: ଭିକାରୀ ମୁକ୍ତ ହେବ ଶ୍ରୀକ୍ଷେତ୍ର । ଏଥିପାଇଁ ଆଜିଠାରୁ ପୁରୀ ସହରରେ ଦ୍ୱିତୀୟ ପର୍ଯ୍ୟାୟ ଭକାରୀ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ବାହାରେ ବୁଲୁଥିବା ମସ୍ତିଷ୍କ ବିକୃତି ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ଏମାନଙ୍କୁ ଉଦ୍ଧାର କରି ଉପଯୁକ୍ତ ସ୍ଥାନରେ ରଖାଯିବ । ସେମାନଙ୍କୁ…

କେନାଲରେ ବୁଡି ଛାତ୍ର ନିଖୋଜ

କଟକ: କଟକର ଏକ କେନାଲରେ ଗାଧୋଉଥିବା ବେଳେ ସୋମବାର ଦିନ ଜଣେ ଛାତ୍ର ବୁଡିଯାଇ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ ଆଜି ଜଗତପୁର ନିକଟ ନନାକର ଗ୍ରାମର ୩ ଜଣ ଯୁବକ କେନ୍ଦ୍ରାପଡା କେନାଲରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ । ସୌଭାଗ୍ୟବଶତଃ ସ୍ଥାନୀୟ ବାସିନ୍ଦା ୨ଜଣଙ୍କୁ…

୨ ଦିନିଆ ରିମାଣ୍ଡରେ ଗଲେ ଓଟିଭି ସିଏଫ୍‌ଓ

ଭୁବନେଶ୍ୱର: ସାରୁଆ ଜମି କିଣାବିକା ମାମଲାରେ ଗତକାଲି ଗିରଫ ହୋଇଥିବା ଓଟିଭି ସିଏଫ୍‌ଓ ମନୋରଂଜନ ଷଡଙ୍ଗୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା । ଅଧିକ ଦନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଂଚ ସମୟ ମାଗିଥିଲେ ମଧ୍ୟ କୋର୍ଟ ୨ ଦିନିଆ ରିମାଣ୍ଡରେ ନେବାକୁ…

ଏପ୍ରିଲ୍‌ରେ କରୋନା ଆକ୍ରାନ୍ତ ହୋଇଥିଲେ ପ୍ରିନ୍ସ ୱିଲିୟମ୍‌

ନୂଆଦିଲ୍ଲୀ: ବ୍ରିଟେନର ପ୍ରିନ୍ସ ୱିଲିୟମ୍ ଏପ୍ରିଲ୍ ମାସରେ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଦେଶରେ ବିଶୃଙ୍ଖଳା ବିସ୍ତାର କରିବାକୁ ସେ ଇଚ୍ଛା କରୁ ନ ଥିବାରୁ ସେ ତାଙ୍କ ସ୍ୱାସ୍ଥ୍ୟ ସୂଚନାକୁ ଗୁପ୍ତ ରଖିଥିଲେ। ୱିଲିୟମ୍‌ଙ୍କ ପିତା ପ୍ରିନ୍ସ ଚାର୍ଲ୍ସ…

ଜୁଆ ଅଡ୍ଡା ଉପରେ ଚଢ଼ାଉ, ୧୫ ଜୁଆଡି ଗିରଫ

ପୁରୀ: ଧରାପଡିଲେ ୧୫ ଜୁଆଡି । ବେଆଇନ ଭାବେ ଜୁଆ ଖେଳିବା ଅଭିଯୋଗରେ ପୁରୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୫ ଜୁଆଡିଙ୍କୁ ଗିରଫ କରିଛି । ପାଟଣା ଗ୍ରାମରେ ଜୁଆ ଖେଳ ଚାଲିଥିବା ଖବର ପାଇ ସଦର ଥାନା ପୋଲିସ ସେଠାରେ ଚଢ଼ାଉ କରି ସେଠାରୁ ୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ…

ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସର ଉଦଘାଟନ କଲେ ପୋଲିସ ଡିଜି

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ । ପୋଲିସ ଡିଜି ଅଭୟ ଏହାର ଉଦଘାଟନ କରିଛନ୍ତି । ଏଠାରେ ସାଇବର କ୍ରାଇମର ତଦନ୍ତ ପାଇଁ ପ୍ରଶିକ୍ଷଣ ଦିଆଯିବ । ଦୁଇ ଶହ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏଠାରେ ଟ୍ରେନିଂ ଦିଆଯିବ । ଦିନକୁ ଦିନ ସାଇବର କ୍ରାଇମ ବଢୁଛି । ଏହାର…

୧୮୩ ଜଣ ପାକିସ୍ତାନୀଙ୍କ ଭିସା ବାତିଲ କଲା ଫ୍ରାନ୍ସ

ନୂଆଦିଲ୍ଲୀ: ଇସଲାମକୁ ନେଇ ହୋଇଥିବା ବିତର୍କ ମଧ୍ୟରେ ଫ୍ରାନ୍ସ ୧୮୩ ଜଣ ପାକିସ୍ତାନୀଙ୍କ ଭିସା ବାତିଲ କରିଛି। ସେମାନେ ସମସ୍ତେ ଫ୍ରାନ୍ସରେ ବେଆଇନ ଭାବେ ରହୁଥିବା ଅଭିଯୋଗ ହୋଇଛି। ବିଶେଷ କଥା ହେଉଛି ଏହି ୧୮୩ ଜଣଙ୍କ ମଧ୍ୟରେ ଆଇଏସ୍‌ଆଇର ପୂର୍ବତନ ମୁଖ୍ୟ ‌ଡାଇରେକ୍ଟର ଜେନେରାଲ୍‌ ଅହମ୍ମଦ…